Breaking: ମୁଖ୍ୟମନ୍ତ୍ରୀଙ୍କ ସୂଚନା, ପୂରଣ ହେବ ଖାଲି ଥିବା ୧୨ ହଜାର ସରକାରୀ ପଦବୀ

ଭୁବନେଶ୍ୱର: ପୂରଣ ହେବ ଖାଲି ପଦବୀ। ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ହଁ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଦିଲ୍ଲୀରେ ଅମିତ୍ ଶାହଙ୍କୁ…

ଉଡ଼ନ୍ତା ବିମାନରେ ଜଣଙ୍କ ଉପରେ ପରିସ୍ରା କଲେ ଆଉ ଜଣେ ଯାତ୍ରୀ

ନୂଆଦିଲ୍ଲୀ: ଉଡ଼ାଣ ଭରିଲା ଏୟାର ଇଣ୍ଡିଆ ବିମାନ। ଆଉ ଆକାଶରେ ଉଡ଼ିବା ସମୟରେ ଏକ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗିଲା। ଆଉ ରାଗିଯାଇ ମଝି ଆକାଶରେ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ଆଉ ଜଣେ ଯାତ୍ରୀ।…

Breaking: ସ୍ୱାମୀ-ସ୍ତ୍ରୀ କଳିରେ ଘରେ ପଡ଼ିଲା ବୋମା, ଆଉ ସେହି ବୋମାରେ ସ୍ତ୍ରୀ…

ଦିଗପହଣ୍ଡି:  ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା। ରାଗି ଯାଇ ଘରେ ବୋମା ଫୁଟାଇ ଦେଲା ସ୍ୱାମୀ। ଫଳରେ ଭଡ଼ା ଘରର ଛପର ଉଡ଼ିଯିବା ସହ, ପଡ଼ୋଶୀ ଘରର କାନ୍ଥ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଏପରି ଏକ ଅଭାବନୀୟ ଘଟଣା…

” Excuse me” କହିବାରୁ ରାସ୍ତା ଉପରେ କାଠ ଫାଳିଆରେ ମହିଳାଙ୍କୁ ନିସ୍ତୁକ ମାଡ଼

ମହାରାଷ୍ଟ୍ର: ଇଂରାଜୀ ଆମ ରାଷ୍ଟ୍ରୀୟ ଭାଷା। ଆଉ ଆଜି କାଲି ଲୋକ ଇଂରାଜୀ କହିବାକୁ ବେଶୀ ପସନ୍ଦ କରୁଛନ୍ତି। ଛୋଟବେଳି ନିଜ ପିଲାଙ୍କୁ ଇଂରାଜୀ ଶିଖାଉଛନ୍ତି। ହେଲେ ଏଠି ଇଂରାଜୀ କହିବାରୁ ଜଣେ ମହିଳାଙ୍କ ଉପରେ ନିସ୍ତୁକ…

ପୁଅକୁ ମାରି ଜେଲ୍ ଗଲେ, ଥାନାରେ ମହିଳା ପୋଲିସକୁ ଆକ୍ରମଣ କଲେ 

ବେଙ୍ଗାଲୁରୁ: ନୃଶଂସ ମହିଳା। ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ, ଏକ ସୁଟକେସରେ ମୃତଦେହକୁ ଭର୍ତ୍ତି କରି ଟ୍ୟାକ୍ସିରେ ମୃତଦେହ ନେଇ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଧରା ପଡିଥିଲା। ଆଉ…

Breaking: ୩ ଦିନର କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’ !

ବଲାଙ୍ଗୀର: କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା'। ଚଳିବା ପାଇଁ ଅଭାବ ହେବାରି ୩ ଦିନର ଶିଶୁପୁତ୍ରକୁ ଅନ୍ୟ ହାତରେ ଟାକି ଦେଲା ଜନ୍ମକଲା ମା'। ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ। ଗତ ୬ ତାରିଖ…

ସରକାରଙ୍କୁ କଙ୍ଗନାଙ୍କ ନିଶାନା, “ଗଧିଆ ସରକାରଙ୍କ କବଳରୁ ଲୋକଙ୍କୁ ବାହାରିବାକୁ ପଡ଼ିବ”

ନୂଆଦିଲ୍ଲୀ: ଆପଣଙ୍କ ଘରକୁ ପ୍ରତିମାସ ବିଜୁଳି ବିଲ୍ କେତେ  ଆସୁଛି। ଅତି ବେଶୀରେ ୫୦୦ ରୁ ୧୦୦୦ ଟଙ୍କା ଆସୁଥିବ। ଆଉ ହଜାରେ ଟଙ୍କା ତ ଜଣେ ମଧ୍ୟବିତ ଶ୍ରେଣୀର ପରିବାର ପାଇଁ ବୋହୁତ ଅଧିକ। ଆଉ ଏହି ସମୟରେ ଯଦି ଆପଣଙ୍କ…

ଜୋତା ଲୁଚା ବିଧି, ୫୦ ହଜାର ବଦଳରେ ୫ ହଜାର ଦେଲା ବର, ମୁହଁ ଫଟେଇ ଦେଲେ ଶାଳୀ

ଉତ୍ତରପ୍ରଦେଶ: ଚାଲିଥିଲା ବାହାଘର। ଆଉ ବରଯାତ୍ରୀ ସାଙ୍ଗରେ ନେଇ ରୋସଣୀ କରି ବର ଆସିଥିଲା ନିଜ କନିଆଁ ନେବା ପାଇଁ। ବାହାଘର ବି ଧୁମଧାମରେ ହେଲା। ଆଉ ସବୁ ବିଧି ମଧ୍ୟ ଚାଲିଥିଲା। ଏହାରି ଭିତରେ ଶାଳୀ ଜୋତା ଲୁଚା ପ୍ରଥା…

ମହିଳା ହବ ତ ଏମିତି, ଏକା ୨ ଚୋରଙ୍କୁ ପାଣି ପିଆଇ ଦେଲେ

ନୂଆଦିଲ୍ଲୀ: ଚୋରି ଡକାୟତି ଏବେ ସମାଜରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଆଉ ବିଶେଷ କରି ରାସ୍ତା ଉପରୁ ମହିଳାମାନଙ୍କ ପାଖରୁ ସୁନା ସହ ଟଙ୍କା ପଇସା ଛଡ଼ାଇ ନେଉଛନ୍ତି ଦୁର୍ବୃତ୍ତ। ହେଲେ ଏବେ ଏମିତି ଏକ ଭିଡ଼ିଓ…

BREAKING: ସୃଷ୍ଟି ହେଲା ଲଘୁଚାପ, ପରିବର୍ତ୍ତନ ହେଲା ପାଗ, କମିଲାଣି ଖରାର ପ୍ରକୋପ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ପାଗରେ ହେଲାଣି ପରିବର୍ତ୍ତନ। ଆଉ କିଛି ସମୟ ପରେ କାଚିବ ବର୍ଷା। ହଁ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।…