ଖବର ଲକ୍ଷ୍ୟ ରଖିଥିଲେ କୋଟିଏ, ଟପିଲା ଏକ କୋଟି Subhasmita Das Mar 6, 2025 ଭୁବନେଶ୍ୱର: ଲକ୍ଷ୍ୟ ରଖିଥିଲେ କୋଟିଏ। ହେଲେ ଟପିଲା ଏକ କୋଟି। ଆପଣ ଭାବୁଛନ୍ତି କି ଆମେ କାହା ବିଷୟରେ ଆଲୋଚନା କରୁଛୁ। ଆମେ ଆଉ କୌଣସି କଥା ନୁହେଁ ବରଂ ଘରେ ଘରେ ପରିଚିତ ସୁଭଦ୍ରା ଯୋଜନା ସମ୍ପର୍କରେ ଆଲୋଚନା କରୁଛୁ।…
ଖବର କନଷ୍ଟେବଳଙ୍କ ଅଜବ ଯୁକ୍ତି, “ଛାତି ଉପରେ ବସି ପ୍ରତ୍ୟେକ ଦିନ ରାତିରେ ରକ୍ତ ପିଉଛି ସ୍ତ୍ରୀ” Subhasmita Das Mar 6, 2025 ଉତ୍ତରପ୍ରଦେଶ: ଆଜିକାଲି ଦମ୍ପତ୍ତିମାନଙ୍କ ମଧ୍ୟରେ ତ ଝଗଡ଼ା ଏକ ସାଧାରଣ ଘଟଣା ହୋଇଗଲାଣି। ଘରେ ଘରେ ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ କଳହ ଦେଖାଦେଲାଣି। ତେଣୁ ଅନେକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ହେଲେ ତା…
ଅପରାଧ ନୃଶଂସ ବାପା, ୫ ବର୍ଷର ଝିଅକୁ ହାଣି ଟିକ୍ ଟିକ୍ କରି ବିଲରେ ଫୋପାଡ଼ି ଦେଲା Subhasmita Das Mar 6, 2025 ଉତ୍ତରପ୍ରଦେଶ: ଦାନବ ସାଜିଲା ଜନ୍ମ କଲା ବାପା। ନିଜ ୫ ବର୍ଷର ନାବାଳିକାକୁ ଜୀବନରୁ ମାରିଦେଲା। କେବଳ ମାରିଦେଲା ତାହା ନୁହେଁ। ଅତି ବର୍ବର ଭାବରେ ନାବାଳିକାକୁ ଟିକ୍ ଟିକ୍ କରି ବିଲରେ ଫୋପାଡ଼ି ଦେଲା। ଆଉ ଏହି…
ଖବର ୧୨ ଶହ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ Subhasmita Das Mar 6, 2025 ବିହାର: ନିର୍ବାଚନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ। ଭୋଟରଙ୍କ ମନ ଜିତିବା ପାଇଁ ଏକାଥରେ ୩ ଲକ୍ଷ ପରିବାରଙ୍କୁ ଦେଲେ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ତାହା ପୁଣି ୧୨ ଶହ କୋଟି ଟଙ୍କାର ସହାୟତା ରାଶି। ଯାହାକୁ ପାଇ…
Breaking News Breaking: ଦ୍ୱିତୀୟ ସେମିରେ ଜିତିଲା ନ୍ୟୁଜିଲାଣ୍ଡ Subhasmita Das Mar 5, 2025 ଦୁବାଇ: ମାର୍ଚ୍ଚ ୯ରେ ମହାଲଢ଼େଇ। ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ହେବ ଭାରତ ଏବଂ ନ୍ୟୁଜିଲାଣ୍ଡ ମହା ମୁକାବିଲା। ଆଜି ଦ୍ୱିତୀୟ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଟିକେଟ…
ଖବର (video) ବ୍ୟାନ ହେଲା ଗୁଟଖା-ପାନ ମସଲା, ନିୟମ ନ ମାନିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଜୋରିମାନା Subhasmita Das Mar 5, 2025 ଉତ୍ତରପ୍ରଦେଶ: କଡ଼ା ନିଷ୍ପତ୍ତି ନେଲେ ସରକାର। ବ୍ୟାନ ହେଲା ଗୁଟଖା ଏବଂ ପାନ ମସଲା। ତମାଖୁ ଖାଇଲେ କିମ୍ୱା ଛେପ ପକାଇଲେ ଦେବାକୁ ପଡ଼ିବ ଜୋରିମାନା। ଏହାସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ନିର୍ଦ୍ଦେଶ…
ଖବର ଏକାଠି ବସି ବିବାଦର କଲେ ସମାଧାନ, ସିଂହବାହିନୀରେ କାମ କରିବେ ପୀୟୁଷ Subhasmita Das Mar 5, 2025 ଭୁବନେଶ୍ୱର: ତୁଟିଲା ଅଭିନେତା ଓ ମାଲିକଙ୍କ ମଧ୍ୟରେ ବିବାଦ। କିଛି ଦିନ ଧରି ସୋସିଆଲ ମିଡିଆର ଟ୍ରେଣ୍ଡିଙ୍ଗ ନ୍ୟୁଜ ପାଲଟିଥିଲା ଅଭିନେତା ପୀୟୁଷ ତ୍ରିପାଠୀ ଓ ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀଙ୍କ…
Breaking News Breaking: ସତ ହେଲା ଚର୍ଚ୍ଚା, ନିମନ୍ତ୍ରଣ କରିଥିଲେ ମୋହନ, ଆସିଲେନି ନବୀନ Subhasmita Das Mar 5, 2025 ଭୁବନେଶ୍ୱର: ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାହାକୁ ନେଇ ପରେ ଚର୍ଚ୍ଚା ଜୋର ଧରିଥିଲା। କି ନବୀନ କ'ଣ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ। ଆଉ…
ଖବର ଶୁଣାଣୀ ବେଳେ କୋର୍ଟ ପରିସରରେ ବିବାହ କଲେ କଏଦୀ, ଆଉ ତା’ ପରେ… Subhasmita Das Mar 5, 2025 ବିହାର: ଚର୍ଚ୍ଚାରେ କୋର୍ଟ ପରିସର ବିବାହ। ତାହା ପୁଣି ବିଚାରଧୀନ କଏଦୀଙ୍କର। କୋର୍ଟରେ ଚାଲିଥିଲା ବିଚାର। ଉପସ୍ଥିତ ଥିଲେ ଜଜ୍ ଓ ବିଚାରକ। ହେଲେ ହଠାତ୍ କୋର୍ଟ ପରିସରରେ ଥିବା ଏକ ମନ୍ଦିରରେ ବିବାହ କରିନେଲେ ବିଚାରଧୀନ…
Breaking News Breaking: ସିଝିବ ପୁରା ଓଡ଼ିଶା, ଆସନ୍ତା ୫ ଦିନ ଯାଏଁ ତାତିରୁ ମିଳିବନି ତ୍ରାହି Subhasmita Das Mar 5, 2025 ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଆଉ ତାତିରୁ ମିଳିବନି ତ୍ରାହି। ସିଝିବ ପୁରା ଓଡ଼ିଶା। ହନ୍ତସନ୍ତ ହେବ ଜନ ଜୀବନ। ଆଗାମୀ ୫ ଦିନ ଯାଏଁ ମିଳିବନି ନିସ୍ତାର। ୩୯ ଡିଗ୍ରୀରୁ ୪୦…