କ୍ୟାନସର୍ ଔଷଧ ଓ ଲୁଣ ଉପରୁ ଟିକସ ହ୍ରାସ ପାଇଁ GST ପରିଷଦର ନିଷ୍ପତ୍ତି; ୧୨%ରୁ ୫%କୁ କମିଲା ଟ୍ୟାକ୍ସ୍

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୪ତମ ବୈଠକରେ ସରକାର ଅନେକ ବଡ ନିଷ୍ପତି ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଛନ୍ତି ଯେ ଜିଏସଟି ପରିଷଦ ସ୍ୱାସ୍ଥ୍ୟ ବୀମା ଉପରେ ଟିକସ ହାର ହ୍ରାସ କରିବା…

ପାକିସ୍ତାନ ସହ ଆଲୋଚନା ପାଇଁ ଭାରତ ପ୍ରସ୍ତୁତ; ହେଲେ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏହି ସର୍ତ୍ତକୁ ପୂରଣ କରିବାକୁ…

ନୂଆଦିଲ୍ଲୀ: ପାଖେଇ ଆସୁଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ତାରିଖ, ନିଜେ ନଜର ପରାକ୍ରମ ଦେଖାଉଛନ୍ତି ସମସ୍ତ ରାଜନୈତିକ ଦଳ। ଅନ୍ୟପକ୍ଷରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର କହିଛନ୍ତି ଯେ…

ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ‘ୟାଗି’; ନେଲାଣି ୫୯ ମୁଣ୍ଡ, ଭାସିଗଲା ପୋଲ, ଗାଡ଼ି-କୋଠାବାଡ଼ି

ନୂଆଦିଲ୍ଲୀ: ଭିଏତନାମଉପପ୍ରଧାନମନ୍ତ୍ରୀ ସୋମବାର କହିଛନ୍ତି ଯେ, ବାତ୍ୟା ୟାଗି ଯୋଗୁଁ ଲାଲ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ି ପଡ଼ିଛି । ୧୦ଟି କାର୍ ଓ ୨ଟି ସ୍କୁଟି ଭାସି ଯାଇଛି । ଉପପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୩…

ଜୀବନ ଦାନ ଆଉ କ’ଣ କି? ୪୪୦ କିଲୋମିଟର ଯାଇ କରିଲେ ରକ୍ତଦାନ, ରୋଗୀଙ୍କର ହେଲା ପୁନର୍ଜନ୍ମ, ହ୍ୱାଟ୍ସଆପରୁ ପାଇଥିଲେ ସୂଚନା

ମୁମ୍ୱାଇ: ଜଣେ ୩୦ ବର୍ଷୀୟା ମହିଳାଙ୍କ ଜୀବନ ବଞ୍ଚାଇଲେ ମହାରାଷ୍ଟ୍ରର ଶିରିଡିର ଜଣେ ଫୁଲ ବ୍ୟବସାୟୀ। ୪୪୦ କିଲୋମିଟର ଯାତ୍ରା କରି ଦେଲେ ରକ୍ତ। ଶିରିଡିରେ ହୋଲସେଲ ଫୁଲ ବ୍ୟବସାୟ କରୁଥିବା ରବୀନ୍ଦ୍ର ଅଷ୍ଟେକର ଶନିବାର…

ନାବାଳିକାଙ୍କୁ ଭାରି ପଡ଼ିଲା ଅନଲାଇନ୍ ବନ୍ଧୁତା; ୨୦ ଦିନ ଧରି ହୋଟେଲ ରୁମରେ ବନ୍ଦ କରି ରଖିଲେ ଯୁବକ

ହାଇଦ୍ରାବାଦ: ଦାରାବାଦରେ ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କୁ ଉଦ୍ଧାର କରିଛି 'ସି ଟିମ୍ସ'। ଯାହାଙ୍କୁ ୨୦ ଦିନ ଧରି ହୋଟେଲ ରୁମରେ ବନ୍ଦ କରି ରଖାଯାଇଥିଲା। ଶନିବାର ଏହି ଅପରେସନ କରାଯାଇ ଅଭିଯୁକ୍ତ ୧୯ ବର୍ଷୀୟ…

‘IC 814: ଦ କାନ୍ଦାହାର ହାଇଜାକ୍’କୁ ନେଇ ବଢ଼ୁଛି ବିବାଦ; ନେଟଫ୍ଲିକ୍ସ ବିରୋଧରେ ମାମଲା ରୁଜୁ କଲା ନ୍ୟୁଜ୍ ଏଜେନ୍ସି ଏଏନଆଇ

ନୂଆଦିଲ୍ଲୀ: ନେଟଫ୍ଲିକ୍ସର ୱେବ୍ ସିରିଜ୍ 'IC 814: ଦ କାନ୍ଦାହାର ହାଇଜାକ୍' ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହି ନେଟଫ୍ଲିକ୍ସ ସିରିଜର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରି…

ନାଇଜେରିଆରେ ତେଲ ଟ୍ୟାଙ୍କର ବିସ୍ଫୋରଣ; ୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ନାଇଜେରିଆରେ ଏକ ତେଲ ଟ୍ୟାଙ୍କର ଓ ଲୋକ ଭର୍ତ୍ତି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାଫଳରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ ରବିବାର ଅପରାହ୍ନ ସାଢ଼େ ୧୨ଟା…

Video; ଆମେରିକାରେ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧ ବିଷୟରେ ବର୍ଣ୍ଣନା କଲେ ରାହୁଲ ଗାନ୍ଧୀ- ‘ଦେବତା ଅର୍ଥ ଭଗବାନ କି ଈଶ୍ୱର…

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଡାଲାସସ୍ଥିତ ୟୁନିଭର୍ସିଟି ଅଫ୍ ଟେକ୍ସାସରେ 'ଦେବତା'ର ଭିନ୍ନ ଏକ ସଂଜ୍ଞା ବର୍ଣ୍ଣନା କରିଛନ୍ତି ରାହୁଲ। ଛାତ୍ରଛାତ୍ରୀଙ୍କୁ ଆଧ୍ୟାତ୍ମିକତା ଓ…

ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ; ସୁଲୋଚନା ଦାସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ଯୋଜନାକୁ ନେଇ ବିଏମସି ମେୟର ସୁଲୋଚନା ଦାସଙ୍କ ପ୍ରତିକ୍ରିୟା । ବର୍ଷରେ ଦୁଇ ଥର କିସ୍ତିରେ ଟଙ୍କା ଦେଲେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ । ୫ ହଜାର ଟଙ୍କା…

ଗଣେଶ ଚତୁର୍ଥୀ ପାଳନ କଲେ କଙ୍ଗାରୁ ଓପନର; ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଡେଭିଡ୍ ୱାର୍ଣ୍ଣରଙ୍କ ଫଟୋ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଅଷ୍ଟ୍ରେଲିଆବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଗଣେଶ ଚତୁର୍ଥୀ ପର୍ବକୁ ଉତ୍ସାହର ସହ…