Video; ଦୁର୍ଘଟଣାଗ୍ରସ୍ତ ଅଟୋକୁ ଏକା ଉଠାଇଲେ ସ୍କୁଲ ଛାତ୍ରୀ; ସାହସିକତା ପାଇଁ ସାଧୁବାଦ ଜଣାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ସ୍କୁଲ ଛାତ୍ରୀ ଏକାକି ଏକ ଦୁର୍ଗଟଣାଗ୍ରସ୍ତ ଅଟୋକୁ ଉଠାଇ ଦେଉଛନ୍ତି । ଛାତ୍ରୀ ଜଣକ ଜଣେ କି ଦୁଇ…