ଲକ୍ଷ୍ମୀ ନାରାୟଣ ଯୋଗ: ଏହି ଦୁଇ ଶୁଭ ଗ୍ରହଙ୍କ ମିଳନ, ଧନ ଲାଭ ସହ ଚାକିରିରେ ହେବ ପ୍ରମୋସନ
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିଜ ନିର୍ଦ୍ଧାରିତ ସମୟରେ ପରିକ୍ରମା କରିଥାନ୍ତି। ଅକ୍ଟୋବରରେ ବୁଧ ଓ ଶୁକ୍ର ଗ୍ରହ ରାଶିରୁ ବାହାରି କନ୍ୟା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ…