ଗୃହରେ ସାମ୍ବାଦିକ ବୀମା ଯୋଜନା ନବୀକରଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗୃହରେ ସାମ୍ବାଦିକ ବୀମା ଯୋଜନା ନବୀକରଣ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସାମ୍ବାଦିକଙ୍କ ବୀମାର ରିନିୱାଲ ଖୁବଶୀଘ୍ର କରାଯାଉ ନେଇ କହିଲେ ତାରା । …