fbpx
BJD
BJD SKY
BJD SKY

କାହିଁକି ମା’ଙ୍କ ମୂର୍ତ୍ତି ତିଆରିରେ ଲାଗେ ବେଶ୍ୟାଳୟର ମାଟି ?

ଓଡିଶା ଭାସ୍କର: ସମାଜରେ ଆଜି ବି ବେଶ୍ୟା କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯାହାକୁ ଆମ ସମାଜ ଘୃଣ୍ୟ ଦୃଷ୍ଟିରେ ଦେଖୁଛି ସେହି ବେଶ୍ୟାଳୟର ମାଟି, ମା ଦୁର୍ଗାଙ୍କ ମୂର୍ତ୍ତି…

ଗୃହପାଳିତ ପଶୁଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ: ବଢ଼ିବ ପ୍ରାଣୀ ଆମ୍ବୁଲାନ୍ସ ସଂଖ୍ୟା

ଭୁବନେଶ୍ବର:(ଓଡ଼ିଶା ଭାସ୍କର) ଗୃହପାଳିତ ପଶୁଙ୍କ ପାଇଁ ଜାରି ହୋଇଛି ଟୋଲ ଫ୍ରି ନମ୍ୱର୍ ୧୯୬୨ । ଏଣିକି ଗ୍ରାମାଞ୍ଚଳ-ସହରାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ । ଏଯାବତ୍ ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ…

(Video) ଓଡ଼ିଶାରେ ରହିଛି ଏଭଳି ମନ୍ଦିର: ଏଠାକୁ ଗଲେ ଛୁଇଁ ପାରେନି ଅକାଳ ମୃତ୍ୟୁ

ଓଡ଼ିଶା ଭାସ୍କର: ବୌଦ୍ଧର ଇଷ୍ଟଦେବୀ ମା ଭୈରବୀଙ୍କ ପୀଠରେ ଗତ ମଧ୍ୟରାତ୍ରରୁ ଗୁପ୍ତରେ ଆରମ୍ଭ ହୋଇଛି ଷୋଳପୂଜା ବା ଖଣ୍ଡାବସା ପର୍ବ । ଏହି ପୂଜା ଭାରତ ବର୍ଷରେ ଏକ ବିରଳ ପୂଜା ଭାବେ ପରିଗଣିତ ଅଟେ । ପାରମ୍ପରିକ…

ପୁଅକୁ ରକ୍ଷା କରି ପାରିଲାନି ମା’ର ପଣତ: ଉଭୟଙ୍କୁ ମାରି ଘର ଭିତରେ ଜାଳିଦେଲା ଡାକ୍ତର

ଓଡ଼ିଶା ଭାସ୍କର: ଏଇ ମା' ପୁଅକୁ, ଡାକ୍ତର ମାରିଦେଇ ଜାଳି ଦେଇଛି । ଆଉ ସେହି ଘରେ ମା' ପୁଅ ଏକାଠି ପୋଡି ପାଉଁଶ ହୋଇ ଯାଇଛନ୍ତି । ଯେତେବେଳେ ଡାକ୍ତର ମା' ପୁଅକୁ ଜିଅନ୍ତା ପୋଡି ଦେଉଥିଲା, ସେତେବେଳେ ଏଇ କଅଁଳ ଛୁଆଟା…

ସ୍ୱାମୀର ଦାଢି ପସନ୍ଦ ନଥିବାରୁ ବିରିୟାନିରେ ନିଶା ଦେଇ ମାରିଦେଲା ସ୍ତ୍ରୀ

ଓଡିଶା ଭାସ୍କର: ସ୍ୱାମୀର ଦାଢି ଦେଖି ରାଗୁଥିଲା ସ୍ତ୍ରୀ । ଦାଢି ପ୍ରତି ଏତେ ଘୃଣା ହେଲା ଯେ ଶେଷରେ ନିଜ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ଏମିତି ଏକ ହୃଦୟବିଦାରକ ଖବର ଆସିଛି ଉତ୍ତର ପ୍ରଦେଶର…

ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ: ଦାବି ପୂରଣ ଯାଏଁ ବସିବେ ସଂଘ

ଭୁବନେଶ୍ୱର: (ଓଡିଶା ଭାସ୍କର) ୧୦ ତାରିଖରୁ ବସ୍ ଧର୍ମଘଟ । ଅକ୍ଟୋବର ୧୦ ତାରିଖରୁ ସାରା ରାଜ୍ୟରେ ଚାଲିବ ବସ୍ ଧର୍ମଘଟ । ଦାବି ପୂରଣ ଯାଏଁ ଚାଲିବ ଧର୍ମଘଟ । ଅନିର୍ଦ୍ଧିଷ୍ଟ କାଳ ଯାଏଁ ଜାରି ରହିବ ଧର୍ମଘଟ । ସକାଳ…

ସେଓ ନା ପିଜୁଳି: କେଉଁଟା ଅଧିକ ଲାଭଦାୟକ ?

ଓଡ଼ିଶା ଭାସ୍କର: ପିଜୁଳି ଓ ସେଓ ଫଳ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଉଭୟ ଫଳ ବିଭିନ୍ନ ଭିଟାମିନରେ ଭରପୁର । ଉଭୟ ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଅଟେ । ଆସନ୍ତୁ ଜାଣିବା ସେଓ ଓ ପିଜୁଳିର ପୋଷକ ଗୁଣ କ'ଣ ଏବଂ ଉଭୟକୁ…

(Video) ମଣିଷଙ୍କ ପରି ବସରେ ବସି ୩୦ କିମି ଯାତ୍ରା କଲା ମାଙ୍କଡ: ଭିଡିଓ ଭାଇରାଲ

ଓଡିଶା ଭାସ୍କର: ପ୍ରତେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଅଜବ ଗଜବ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ପାଆନ୍ତି । ସେ ଭିତରେ ଅଧିକାଂଶ ମଜାଳିଆ ଭିଡିଓ ଥାଏ, ଖାସ କରି କିଛି ପଶୁ-ପକ୍ଷୀଙ୍କର ଭିଡିଓ ବି ଥାଏ ।…

ଇସ୍ରାଏଲକୁ ୮ ଶହ କୋଟି ଡଲାରର ଜରୁରୀକାଳୀନ ସାମରିକ ସହାୟତା ଘୋଷଣା କରିଲା ଆମେରିକା

ଓଡ଼ିଶା ଭାସ୍କର: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ଲଢ଼େଇ ଜାରି । ଇସ୍ରାଏଲକୁ ୮ ଶହ କୋଟି ଡଲାର ମୂଲ୍ୟର ଜରୁରୀକାଳୀନ ସାମରିକ ସହାୟତା ଦେଇଛି ଆମେରିକା । ହମାସ୍‌ର ରକେଟ୍‌ ମାଡ଼ ପରେ ପାଲଟା ଆକ୍ରମଣ କରିଛି…

ଉଲଗ୍ନ ମହିଳା ଉଦ୍ଧାର ଘଟଣା: ଚିକିତ୍ସା ପରେ ମୁହଁ ଖୋଲିଲେ ମାଆ-ଝିଅ

ଓଡ଼ିଶା ଭାସ୍କର: ଶୁକ୍ରବାର ଉଲଗ୍ନ ଅବସ୍ଥାରେ ଦୁଇ ମହିଳା ସୁନ୍ଦରଗଡ଼ ସରକାରୀ କଲେଜ ଛକ ରୁ ସଦର ଆଡ଼କୁ ଚାଲି ଚାଲି ଯାଉଥିବା ର ଖବର ପାଇ କିଛି ସାମ୍ବାଦିକ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚିଥିଲେ। ସଦର ପୋଲିସ ଏଵଂ ଅସ୍ଥା…