Video; କେତେ ସୁରକ୍ଷିତ ଆମ ଡାକ୍ତରଖାନା, ୱାର୍ଡରେ ଶୋଇଥିବା ବେଳେ ପ୍ୟାଣ୍ଟ ଭିତରେ ପଶି କାମୁଡିଦେଲା ସାପ

କେନ୍ଦୁଝର: (ଓଡ଼ିଶା ଭାସ୍କର) ମେଡିକାଲ ବେଡରେ ଶୋଇଥିଲେ, ପ୍ୟାଣ୍ଟ ଭିତରେ ପଶି କାମୁଡ଼ିଦେଲା ସାପ । ସୁସ୍ଥ ହେବାକୁ ଯାଇଥିଲେ ଆହୁରି ସଂଙ୍ଗୀନ ହୋଇଗଲେ, ମେଡିକାଲ ୱାର୍ଡରେ ଶୋଇଥିବା ବେଳେ କାମୁଡ଼ି ଦେଲା ଚିତି ସାପ ।…

ଢାକାରେ ପହଞ୍ଚିଲେ ପ୍ରଫେସର ମହମ୍ମଦ ୟୁନୁସ; କହିଲେ ‘ଯେମିତି ବାଂଲାଦେଶ ଦ୍ୱିତୀୟ ସ୍ୱାଧୀନତା ପାଇଲା’

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ପ୍ରମୁଖ ପରାମର୍ଶଦାତା ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍ ନିଜ ଦାୟିତ୍ୱ ଗ୍ରହଣ କରିବା ପାଇଁ ନିଜ ଦେଶରେ ପହଞ୍ଚିଛନ୍ତି । ମହମ୍ମଦ ୟୁନୁସ୍ ବିମାନରୁ ଢାକା ବିମାନ ବନ୍ଦରରେ…

ପ୍ରେମିକଙ୍କୁ ବାହା ହେବାକୁ ଜିଦ୍ ଧରି ବସିଥିଲା ଭଉଣୀ, ରାସ୍ତାରେ ଲୋକଙ୍କ ସାମ୍ନାରେ ଲାଇଭ୍ ମର୍ଡର କଲା ଭାଇ

ଲକ୍ଷ୍ନୌ: ପଶ୍ଚିମ ୟୁପିର ମେରଠ ସହରରୁ ଆସିଲା ସାଙ୍ଘାତିକ ଖବର। 'ଅଂନର କିଲିଂ' ମାମଲା ସାମ୍ନାକୁ ଆସିଛି । ନିଜ ଭଉଣୀକୁ ହତ୍ୟା କରିଛି ଭାଇ । ନିଜର ୧୭ ବର୍ଷୀୟ ଭଉଣୀକୁ ତଣ୍ଟି ଚିପି ମାରିଲା ଭାଇ। ଅଭିଯୁକ୍ତ ନିଜ…

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ଅମନ ସେହରାଓ୍ଵତ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର କୁସ୍ତି ମ୍ୟାଚ୍ ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଅମନ ସେହରାଓ୍ଵତ। ୫୭ କେଜି ଓଜନ ବର୍ଗରେ ଅମନ ପ୍ରଥମ ରାଉଣ୍ଡରେ ପୂର୍ବତନ ୟୁରୋପୀୟ ଚାମ୍ପିୟନ ଭ୍ଲାଦିମିର…

‘ପ୍ରତ୍ୟେକ କୁସ୍ତିଯୋଦ୍ଧା ଅଧିକ ଓଜନ ହେବାର ନିୟମ ଜାଣନ୍ତି, ୧୦ ଗ୍ରାମ ଅଧିକ ହେଲେ ବି ଅଯୋଗ୍ୟ’; କୁସ୍ତିଯୋଦ୍ଧା ଯୋଗେଶ୍ୱର…

ନୂଆଦିଲ୍ଲୀ: ଭିନେଶ ଫୋଗାଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ଅଲିମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦତ୍ତ କହିଛନ୍ତି । କୁସ୍ତିର ନିୟମ ଅନୁଯାୟୀ ସମସ୍ତଙ୍କୁ ନିଜର ସଠିକ୍ ଓଜନ ଦେଖାଇବାକୁ ପଡ଼ିବ । ଯଦି…

କାହିଁକି ଜନସାଧାରଣଙ୍କୁ କ୍ଷମା ମାଗିଲେ ବାଂଲାଦେଶର ନୂଆ ପୁଲିସ ମୁଖ୍ୟ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସଂରକ୍ଷଣ ବିରୋଧୀ ବିକ୍ଷୋଭରେ ପୁଲିସର ଭୂମିକାକୁ ନେଇ ବାଂଲାଦେଶର ନୂଆ ଆଇଜି ମହମ୍ମଦ ମୋଇନୁଲ ଇସଲାମ ଦୁଃଖ ପ୍ରକାଶ କରିଛନ୍ତି। ମୋଇନୁଲ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ପାଇଁ…

ଭିନେଶ ଫୋଗାଟଙ୍କୁ ଭାରତ ରତ୍ନ ଦେବାକୁ ପ୍ରସ୍ତାବ ଦେଲେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ

କୋଲକାତା: ଭିନେଶ ଫୋଗାଟଙ୍କୁ ଇଣ୍ଡିଆ ରତ୍ନ କିମ୍ବା ରାଜ୍ୟସଭା ଆସନ ପାଇଁ ମନୋନୀତ କରିବାକୁ ପ୍ରସ୍ତାବ ଦେଇଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ । ଏକ୍ସ ରେ ଏକ ପୋଷ୍ଟରେ ଅଭିଷେକ କହିଛନ୍ତି, ସରକାର ଏବଂ…

କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ କଳାର ଦିନ; ଅଲିମ୍ପିକ୍ ହେଉ କି କ୍ରିକେଟ୍ ସବୁଠି ହାର୍ ମାନୁଛି ଭାରତ, ଶେଷରେ ଶ୍ରୀଲଙ୍କାଠୁ ବି ହାରିଲା

ନୂଆଦିଲ୍ଲୀ: ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ରେ ଶ୍ରୀଲଙ୍କା ଭାରତକୁ ୧୧୦ ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହ ଶ୍ରୀଲଙ୍କା ସିରିଜ୍ କୁ ୨-୦ରେ ଦଖଲ କରିନେଇଛି। ଦ୍ବିତୀୟ ମ୍ୟାଚ୍ ରେ ଶ୍ରୀଲଙ୍କା…

Video; ୩ବର୍ଷ ଧରି ଝିଅକୁ ଟିଟିକାରି ମାରୁଥିଲେ ପଡ଼ୋଶୀ; ଢୋଲ ବାଡ଼େଇ କହିଲେ ମହିଳା- ‘ମୋ ଝିଅ ଫାର୍ଷ୍ଟ ହେଇଛି…’

ଓଡ଼ିଶା ଭାସ୍କର: ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ହେଲେ ଏମିତି କିଛି ଭିଡିଓ ଥାଏ ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରନ୍ତି । ଆଉ ଅଧିକ ଦିନ ଧରି ଲୋକ ମାନେ ବାରମ୍ୱାର ଦେଖିଥାନ୍ତି । ସେମିତି ଏକ ଭିଡିଓ…

ବାଂଲାଦେଶରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଉପରେ କ’ଣ କହିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସେମାନେ ବାଂଲାଦେଶର ଲୋକଙ୍କ ସହ ଠିଆ ହୋଇଛନ୍ତି । ଏଥିସହିତ ବାଂଲାଦେଶରେ ସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ବୋଲି ପାକିସ୍ତାନ ମଧ୍ୟ ଆଶା ପ୍ରକଟ କରିଛି ।…