ଇୟରବଡ୍‌ରେ କାନ ସଫା କରୁଥିଲେ ସାବଧାନ; ନଚେତ୍ ହରାଇ ବସିବେ ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ଅଧିକାଂଶ ଲୋକ କାନ ସଫା କରିବା ପାଇଁ ଇୟରବଡ ବ୍ୟବହାର କରନ୍ତି । କିନ୍ତୁ ବିଶେଷଜ୍ଞମାନେ ଇୟର ବଡ୍ ବ୍ୟବହାର ନ କରିବାକୁ ପରାମର୍ଶ ଦିଅନ୍ତି । ଧୂଳି, ସୂକ୍ଷ୍ମ ଜୀବ, ଜଳ ଏବଂ ଛୋଟ ଛୋଟ କଣିକାଗୁଡ଼ିକରୁ…

BIG BREAKING…ନାଗପୁରର ଏକ ବାଣ ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୫ ମୃତ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଥିବା ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ନାଗପୁର ପୋଲିସ କମିଶନର ରବୀନ୍ଦ୍ର ସିଂଘଲ କହିଛନ୍ତି ଯେ " ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ…

ଜମ୍ମୁ-କଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ କ୍ରମାଗତ ଭାବେ ବଢୁଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଚିନ୍ତିତ କେନ୍ଦ୍ର ସରକାର ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ୪ ଦିନ ମଧ୍ୟରେ ୪ଟି ହୃଦୟ ବିଦାରକ ଆତଙ୍କୀ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶରଦ ପାୱାରଙ୍କ ଟାର୍ଗେଟ; କହିଲେ ଶେଷହେଲା ‘ଏକାଧିପତ୍ୟ’ର ଦିନ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଦେଶରେ 'ଏକାଧିପତ୍ୟ' ର ଦିନ ଶେଷ ହୋଇଛି । ବୁଧବାର ଦିନ ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନିଜେ ଏକା କେନ୍ଦ୍ରରେ ସରକାର ଗଠନ କରିପାରିନଥିବାରୁ…

ରାଜ୍ଯରୁ ହଟିଲା ‘ଫାଇଭ-ଟି’ ବ୍ୟବସ୍ଥା; ସରକାରୀ କାର୍ଯ୍ୟାଳଯ ପରିସରରୁ ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ଵର: (ଓଡ଼ିଆସା ଭାସ୍କର) ରାଜ୍ଯରୁ ହଟିଲା ଫାଇଭ-ଟି ବ୍ୟବସ୍ଥା । ସରକାରୀ କାର୍ଯ୍ୟାଳଯ ପରିସରରୁ 'ଫାଇଭ-ଟି' ବୋର୍ଡ଼ ହଟାଇବାକୁ ନିର୍ଦ୍ଦେଶ ହୋଇଛି । ଏପରିକି 'ମୋ-ସରକାର' ବୋର୍ଡ ହଟାଇବାକୁ ମଧ୍ଯ ନିର୍ଦ୍ଦେଶ…

ରଜରେ ଋଷିବ ମୌସୁମୀ!; ଲୋକଙ୍କୁ କଲବଲ କରିବ ଗୁଳୁଗୁଳି

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଆଗାମୀ ପାଞ୍ଚଦିନ ଅସହ୍ଯ ଗୁଳୁଗୁଳି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ବର୍ତ୍ତମାନ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି ମୌସୁମୀ ବାୟୁ…

(Video) ହାରିକି ବି ଜିତି ଯାଇଛନ୍ତି ନବୀନ ପଟ୍ଟନାୟକ; ଏହି ସବୁ କାରଣ ନବୀନଙ୍କୁ ପରାଜୟ ପରେ ବିଜୟ କରାଇଛି…

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୨୦୨୪ ପୂର୍ବରୁ ଗଣତନ୍ତ୍ରର ପ୍ରକ୍ରିୟା କଣ କେହି ବୁଝି ନଥିଲେ। ପରାଜୟ ପରେ ଶତ୍ରୁ କରି ନେଉଥିଲେ। କିନ୍ତୁ ୨୦୨୪ରେ ନବୀନ ଶିଖାଇଲେ ପରାଜୟ ପରେ କେମିିତି ହୃଦୟ ଜିତା ଯାଏ । କେମିତି…

ନିଟ୍ ୟୁଜି ୨୦୨୪ ଶୁଣାଣି; ଗ୍ରେସ୍ ମାର୍କ ବାତିଲ, ଜୁନ୍ ୨୩ରେ ହୋଇପାରେ ପୁନଃ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୪ ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ହୋଇଥିବା ବିବାଦ ଉପରେ ସୁପ୍ରିମକୋର୍ଟରେ ଆଜି ତିନିଟି ଆବେଦନର ଶୁଣାଣି ହୋଇଛି। ଗ୍ରେସ୍ ମାର୍କ ଦିଆଯାଇଥିବା ୧୫୬୩ ନିଟ୍-ୟୁଜି ୨୦୨୪…

(Video) ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି ତୁମେ ଭାଙ୍ଗିପଡ଼ନି; ସରକାର ପୁଣି ବଦଳିବ ବୋଲି କହିଲେ ନବୀନ

ଭୁବନେଶ୍ବର: ୨୪ ବର୍ଷର ସରକାର ଭାଙ୍ଗି ଯାଇଛି । ବିଜେଡି କର୍ମୀ ମାନେ ବି ଭାଙ୍ଗି ପଡ଼ିଛନ୍ତି । ସମସ୍ତେ ଏବେ ଝଟକା ଖାଇଛନ୍ତି । ହଠାତ୍ ସରକାର ବଦଳି ଯିବ କେହି କେବେ ଭାବି ନଥିଲେ । କର୍ମୀ ମାନଙ୍କର ଭାବନାରୁ ପୁରା…

ଦିଲ୍ଲୀ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦେଲେ ଜଳମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳୁଛି ଜଳ ସଙ୍କଟର ଭୟଙ୍କର ଚିତ୍ର । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ଜୋନରେ ଅତିରିକ୍ତ ଜିଲ୍ଲାପାଳ ଏବଂ ଡିଭିଜନାଲ ମାଜିଷ୍ଟ୍ରେଟ ସ୍ତରର ଅଧିକାରୀଙ୍କୁ…