ମୋଦୀ ସରକାରଙ୍କ ଶପଥ ଗ୍ରହଣ ପାଇଁ ମୋତେ ନିମନ୍ତ୍ରଣ ମିଳିନାହିଁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କୁ କୌଣସି ନିମନ୍ତ୍ରଣ ମିଳିନାହିଁ ଏବଂ ଏଥିରେ ଯୋଗ ଦେବେ ନାହିଁ।…

(Video) ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ ନେତା.. ଜାଣନ୍ତୁ ବଡ଼ କାରଣ

ଭୁବନେଶ୍ବର: କାହିଁକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରେସ୍‌ରେ ଆଗରେ ଧର୍ମେନ୍ଦ୍ର? କାହିଁକି ବିଜେପିର ଓଡିଶା ବିଜୟରେ ଧର୍ମେନ୍ଦ୍ରଙ୍କୁ ମିଳୁଛି ଶ୍ରେୟ? ମୁଖ୍ୟମନ୍ତ୍ରୀ ହେବା ପାଇଁ ଧର୍ମେନ୍ଦ୍ର କାହିଁକି ସବୁଠୁ ଯୋଗ୍ୟ?…

କୃଷକଙ୍କ ପାଇଁ ବଡ଼ ଘୋଷଣା; କିଷାନ ସମ୍ମାନ ନିଧି ଯୋଜନାରେ ବଢ଼ିଲା ୨,୦୦୦ ଟଙ୍କା

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । କିଷାନ ସମ୍ମାନ ନିଧିରେ ୨୦୦୦ ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ଏବେ ରାଜସ୍ଥାନରେ କିଷାନ ସମ୍ମାନ ନିଧି…

BIG BREAKING…ପୁଣି ଥରେ କଂଗ୍ରେସ ଦଳର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ କଂଗ୍ରେସ ଦଳକୁ ନୂଆ ଜୀବନ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦଳୀୟ ନେତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ନୂଆ ଉତ୍ସାହ ଦେଖିବାକୁ ମିଳୁଛି। କଂଗ୍ରେସ…

ଜନ୍ମହାର ହ୍ରାସ ପରେ ଚିନ୍ତାରେ ସରକାର; ଅଧିକ ବିବାହ-ସନ୍ତାନ ପାଇଁ ଆଗମ୍ଭ କଲେ ଡେଟିଂ ଆପ୍

ନୂଆଦିଲ୍ଲୀ: ଗତବର୍ଷର ଡାଟା ଅନୁସାରେ ଏବର୍ଷ ଜାପାନରେ ଜନ୍ମ ହାର ବହୁତ କମ୍ ରେକର୍ଡ କରାଯାଇଛି। ଜାପାନର ଲୋକମାନେ ବୟସ୍କ ହେବା ସହ ଜନ୍ମ ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଗତବର୍ଷର ସରକାରୀ ତଥ୍ୟ ଅନୁଯାୟୀ ୧୨୩.୯ ନିୟୁତ…

(Video) ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ; ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋଗ

ଭୁବନେଶ୍ବର: ପାଣ୍ଡିଆନଙ୍କ ବିରୁଦ୍ଧରେ ଇଡିରେ ମାମଲା ରୁଜୁ । ପରିକ୍ରମା ପ୍ରକଳ୍ପ ନାଁରେ ସବୁ ଟଙ୍କା ଖାଇଥିବା ଅଭିଯୋ । ଜେପି ନେତା ଜୟନାରାୟଣ ମିଶ୍ରଙ୍କର ଏମିତି ପ୍ରତିକ୍ରିୟା ପରେ ଏବେ ଇଡିରେ ପାଣ୍ଡିଆନଙ୍କ…

BIG BREAKING…କଟକ; ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ, ୨୦ରୁ ଅଧିକ ଆହତ

କଟକ: (ଓଡ଼ିଶା ଭାସ୍କର) ତେଲେଙ୍ଗା ପେଣ୍ଠ ନିକଟରେ ବଡ଼ ଧରଣର ଦୁର୍ଘଟଣା । ମୋ ବସକୁ ପଛରୁ ଧକ୍କା ଦେଲା ଦୁଇଟି ଟ୍ରକ । ୨୦ରୁ ଅଧିକ ଆହତ ଲୋକ ଆହତ ହୋଇଥିବା ସୂଚନା । ଦୁର୍ଘଟଣାରେ ଭାଙ୍ଗିଯାଇଛି ମୋ ବସର ପଛପଟ । କଟକ…

ସ୍ଥାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି ରାହୁ; ଏହି ରାଶିର ଲୋକ ରୁହନ୍ତୁ ସାବଧାନ, ହୋଇ ପାରେ ସର୍ବନାଶ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ଗ୍ରହ କିଛି ନିଜର ରାଶି ପରିବର୍ତ୍ତନ କରନ୍ତି, ଏହା ଏକ ଗତାନୁ ଗତିକ କଥା । ରାହୁ ଗୋଟିଏ ରାଶିରେ ୧୮ ମାସ ପର୍ଯ୍ୟନ୍ତ ରହିବା ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଗ୍ରହମାନଙ୍କ ମଧ୍ୟରେ…

ଗଣମାଧ୍ୟମରେ ଖବର ବାଜିବା ପରେ ଲାଗିଲା ଲାଇଟ୍; ପୁଣି ଆଗଭଳି ଝଲସିବ ଶ୍ରୀମନ୍ଦିର

ପୁରୀ: (ଓଡ଼ିଶା ଭାସ୍କର) ଲାଗିଲା ଲାଇଟ୍, ପୁଣି ଆଗଭଳି ଝଲସିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପହଞ୍ଚି ଅନୁଧ୍ୟାନ କଲେ । ନିଜେ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ଥିତି ଅନୁଧ୍ୟାନ କଲେ । ଯେଉଁ ସଂସ୍ଥା ଲାଇଟ…

ମୁସଲମାନ ପୁଅ ଓ ହିନ୍ଦୁ ଝିଅଙ୍କ ବିବାହକୁ କାହିଁକି ଅବୈଧ ଘୋଷଣା କରୁଛନ୍ତି କୋର୍ଟ? 

ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିବାହ ଆଇନ ୧୯୫୪ ଅନୁଯାୟୀ ବିବାହ କରିବାକୁ ଚାହୁଁଥିବା ବିଭିନ୍ନ ଧର୍ମର ଦମ୍ପତିଙ୍କୁ ପୋଲିସ ସୁରକ୍ଷା ଦେବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ମନା କରିଦେଇଛନ୍ତି। ଅଦାଲତ କହିଛନ୍ତି ଯେ ମୁସଲମାନ…