BIG BREAKING…କଟକ: କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ; ହତ୍ୟାର କାରଣ ଅସ୍ପଷ୍ଟ

କଟକ: (ଓଡ଼ିଶା ଭାସ୍କର) କଟକରେ ଗଳାକାଟି ହତ୍ୟା । କ୍ଲବ୍‌ ଭିତରୁ ଉଦ୍ଧାର ହେଲା ଯୁବକଙ୍କ ଗଳାକଟା ମୃତଦେହ । ଜଗତପୁର ଥାନା ପ୍ରଧାନପଡ଼ା ଗାଁ କ୍ଲବରୁ ମୃତଦେହ ଉଦ୍ଧାର ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ୩…

ଆଜି ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ; ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ଭୋଟିଂ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । କଡ଼ା ସୁରକ୍ଷା ବ୍ୟବସ୍ଥା । ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨…

(Video) ମା’ର ଅଭିନୟ ଧରିଦେଲା ପୋଲିସ; ପକୁଡ଼ି ପାଇଁ ଜନ୍ମକଲା ଝିଅକୁ ନିଜହାତରେ ସଫା କରିଦେଲା ମା’

ରାଇଘର: ଝିଅ ମରିଯାଇଥିଲା ପୋଲସ ପଚାରିଥିଲା ଝଅ କେମିତି ମରିଲା ମା' କହିଥିଲା ମୋ ଝିଅ ଜୀବନ ହାରିଦେଲ।। ହେଲେ ସନ୍ଦେହ ଥିଲା ଯେ ୪ର୍ଥ ଶ୍ରେଣିରେ ପାଠ ପଢୁଥିବା ଝଅଟି କଣ ଜୀବନ ହାରିପାରିବ । ଆଉ ଏବେ, ମାଟର ଅସଚଲ…

ରାତି ପାହିଲେ ତୃତୀୟ ପର୍ଯ୍ୟାୟ ଭୋଟ୍; ମତାଧିକାର ସାବ୍ୟସ୍ତ କରିବେ ଭୋଟର୍, ନେତାଙ୍କ ଛାତି ଧଡ଼୍‌ଧଡ଼୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାତି ପାହିଲେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ସରିଛି ସମସ୍ତ ପ୍ରସ୍ତୁତି। ଆସନ୍ତାକାଲି ରାଜ୍ୟରେ ୬ ଲୋକସଭା କଟକ, ଭୁବନେଶ୍ବର, ପୁରୀ, ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର ସମେତ…

TMC ବିରୁଦ୍ଧରେ ବିଜ୍ଞାପନକୁ ନେଇ ହାଇକୋର୍ଟଙ୍କ ରୋକ୍; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା BJP

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ବିଜ୍ଞାପନ ଉପରେ କଲିକତା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…

୫,୦୦୦ରୁ ୬,୩୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି Paytm; ରିପୋର୍ଟ

ମୁମ୍ୱାଇ: ଫାଇନାନ୍ସିଆଲ ଏକ୍ସପ୍ରେସରର ରିପୋର୍ଟ ଅନୁଯାୟୀ କର୍ମଚାରୀ ଖର୍ଚ୍ଚକୁ ହ୍ରାସ କରିବାକୁ ଚାହୁଁଛି ପେଟିଏମ୍। କମ୍ପାନି ଏହାର ୧୫ରୁ ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି।…

BIG BREAKING…୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ସୂଚନା ଦେଲେ ବୋର୍ଡ ସଭାପତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରବିବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ସକାଳ ୧୦: ୩୦ରେ ୱେବସାଇଡ୍ ରେ ହେବ ଉପଲବ୍ଧ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ ।…

ମଝି ଆକାଶରେ ଖରାପ ହେଲା ହେଲିକପ୍ଟର; ଏପରି ବଞ୍ଚାଇଦେଲେ ବାବା କେଦାରନାଥ…

ରୁଦ୍ରପ୍ରୟାଗ: କେଦାରନାଥରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ହେଲିକପ୍ଟର ପାଇଲଟଙ୍କ ବୁଦ୍ଧି ଅନେକ ତୀର୍ଥଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲା। ପାଇଲଟଙ୍କ ସମେତ ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରଟି ସେର୍ସି…

ଜିରୋ ଟଲରାନସ୍ ନିୟମ; ବାଦ ପଡ଼ିଲାନି ‘ମୋ ବସ୍’; ସିଗନାଲ୍ ଭାଙ୍ଗିବାରୁ ସିଜ୍ କଲା ପୋଲିସ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ କମିବାର ନାଁ ନେଉନି ସଡ଼କ ଦୁର୍ଘଟଣା । ସିଆଇଡି ଓ କ୍ରାଇମବାଞ୍ଚ ଦେଇଛି ଚିନ୍ତାଜନକ ରିପୋର୍ଟ ଦେଖିଲେ ପୂର୍ବ ତୁଳନାରେ ଅଧିକ ବଢିଛି ମୃତ୍ୟୁହାର । ସେଥିପାଇଁ ଦୃତ ଗାଡ଼ି…

ପ୍ରଚଣ୍ଡ ତାତିରେ ପାକିସ୍ତାନରେ ହାହାକାର; ଅନେକ ଅସୁସ୍ଥ, ଜଳୁଛି ମୋହେଞ୍ଜୋଦାରୋ!

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିଲ୍ଲୀ, ୟୁପି, ରାଜସ୍ଥାନ ସମେତ ଅନେକ ରାଜ୍ୟରେ ପାରଦ ୪୭ ଡିଗ୍ରି ଅତିକ୍ରମ କରିଛି। ହେଲେ ପାକିସ୍ତାନରେ 'ଅଗ୍ନି' ବର୍ଷା ହେଉଛି...! ପାକିସ୍ତାନର…