(Video) ଅଶାନ୍ତ ଖଲ୍ଲିକୋଟ; ‘ଦରକାର ନାହିଁ ରାଜନୀତି, ବିନା କାରଣରେ ରାତିରେ ମୋ ପୁଅକୁ ମାରିଦେଲେ…’
ଗଞ୍ଜାମ: (ଓଡ଼ିଶା ଭାସ୍କର) ଏ କି ରାଜନୀତି, ମୋ ପୁଅକୁ ହାଣିଦେଲେ । ଆଜି କାନ୍ଦୁଛି ବାପା କାନ୍ଦୁଛି ଭଉଣୀ କାନ୍ଦୁଛି ମା ... ପୁରା ଖଳ୍ଲୀକୋଟ ଜେମିତି ଅଶାନ୍ତ ହୋଇ ରହିଛି । ୨୦୨୪ ନର୍ବାଚନ ଆଗରୁ ଖଲ୍ଲୀକୋଟରେ ଏମିତି…