ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କଂପାନୀରେ ଅଘଟଣ: କୋଇଲା ହପର ଭୁଶୁଡ଼ି ଚାପିହୋଇଗଲେ ଶ୍ରମିକ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କଂପାନୀରେ ବଡ଼ ଧରଣର ଦୁର୍ଘଟଣା । ଷ୍ଟକ୍ ରଖାଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା କୋଇଲା ହପର । କୋଇଲା ହପର ଭୁଶୁଡ଼ି ପଡ଼ିବାରୁ ୩/୪ ଶ୍ରମିକ ତଳେ ଚାପି ହୋଇ…

ବିଜାପୁରର ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର: ୧୨ ମାଓବାଦୀ ନିପାତ, ଗୁଳି ବିନିମୟ ଜାରି

ରାୟପୁର: ବିଜାପୁରର ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀ ୧୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି । ବିଜାପୁର ଓ ତେଲେଙ୍ଗାନା ସୀମାରେ ଥିବା ୩ଟି ଜିଲ୍ଲାର ମାଓବାଦୀଙ୍କ ବିରୋଧରେ ଯବାନମାନେ ବଡ଼ ଅପରେସନ…

ଋଷଭ ପନ୍ତଙ୍କୁ ମିଳିବ ଦଳର ଅଧିନାୟକତ୍ୱ, ଶୁକ୍ରବାର ହେବ ଘୋଷଣା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଭାରତୀୟ କ୍ରିକେଟରେ ଅଧିନାୟକତ୍ୱକୁ ନେଇ ତୀବ୍ର ଚର୍ଚ୍ଚା ଚାଲିଛି। ରୋହିତ ଶର୍ମାଙ୍କ ପରେ କିଏ ହେବ ଭାରତୀୟ ଦଳର ଅଧିନାୟକ। କାହାକୁ ଦିଆଯିବ ଦାୟିତ୍ୱ ତାକୁ ନେଇ ଚାଲିଛି ବିଭିନ୍ନ…

ସୈଫ୍‌ଙ୍କୁ ଛୁରାମାଡ଼ ଘଟଣା: ସାମ୍ନାକୁ ଆସିଲା ସନ୍ଦିଗ୍ଧର ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ଘରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରେ ଅଭିଯୁକ୍ତ ସିଡି ତଳକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ମୁମ୍ବାଇ ପୋଲିସର…

ସ୍ତ୍ରୀକୁ କାଳୀ କହି ଥଟ୍ଟା କରୁଥିଲା ସ୍ୱାମୀ: ସହି ନପାରି ଜୀବନ ହାରିଲେ ନବବଧୂ

ତିରୁଅନନ୍ତପୁରମ୍: କେରଳର ମାଲାପୁରମରୁ ଆସିଛି ଏକ ବିଚିତ୍ର ଖବର। ସ୍ୱାମୀର ଥଟ୍ଟା ସହି ନପାରି ଜଣେ ୧୯ ବର୍ଷୀୟ ନବବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ୯ ଜଣଙ୍କ ନାମ ଘୋଷଣା କରିଛି ବିଜେପି। ଏବେ ସୁଦ୍ଧା ୬୮ ଜଣଙ୍କ ନାମ ଘୋଷଣା କରିସାରିଛି ଭାରତୀୟ ଜନତା ପାର୍ଟି। ବାକି ଦୁଇଟି ଆସନରେ ବିଜେପିର ସହୟୋଗୀ ଦଳ ଜେଡିୟୁ ଓ ଏଲଜେପି…

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ମୁଣ୍ଡରେ ଚଡ଼କ, ଥାନାରେ ଦାୟର ହେଲା ୫ ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଆପ୍ ର ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ଥିବା ସମୟରେ ମନି ଲଣ୍ଡ୍ରିଂ ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଇଥିଲା। କେବଳ କେଜ୍ରିଓ୍ୱାଲ…

୧୮ ତାରିଖରୁ ଆରମ୍ଭ ହେବ ଚିଲିକା ପକ୍ଷୀ ଗଣନା; ନିୟୋଜିତ ହେବେ ୨୧ଟି ଟିମ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୧୮ ତାରିଖରୁ ଆରମ୍ଭ ହେବ ଚିଲିକା ପକ୍ଷୀ ଗଣନା । ୫ଟି ରେଞ୍ଜ୍‌ରେ ସକାଳ ୬ରୁ ଦିନ ୧୨ଟା ଯାଏଁ ହେବ ପକ୍ଷୀ ଗଣନା । ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା, ଚିଲିକାରେ ହେବ ପକ୍ଷୀ ଗଣନା ।…

୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ: ଉପକୃତ ହେବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଥିବା ବେଳେ ଅଷ୍ଟମ ବେତନ ଆୟୋଗକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଅଷ୍ଟମ ବେତନ କମିଶନକୁ କେନ୍ଦ୍ର ସରକାରୀ କର୍ମଚାରୀ ଓ…

ମାତ୍ର ୩୧୦ ଟଙ୍କାରେ ଦେଖନ୍ତୁ ଚାମ୍ପିୟନ୍ସ ଟ୍ରଫି, ଜାଣନ୍ତୁ VVIP ଟିକେଟର ମୂଲ୍ୟ କେତେ?

ନୂଆଦିଲ୍ଲୀ: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିକେଟ୍ ଦର ଘୋଷଣା କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)। ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଶସ୍ତା ଟିକେଟ୍ ୧୦୦୦ ପାକିସ୍ତାନୀ ଟଙ୍କା (୩୧୦ ଭାରତୀୟ ଟଙ୍କା)…