Breaking News ଅବମାନନା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ଦେଲେ କର୍ଣ୍ଣାଟକ କୋର୍ଟ Sunil Kumar Jun 7, 2024 ବେଙ୍ଗାଲୁରୁ: ଅବମାନନା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବେଙ୍ଗାଲୁରୁର ସ୍ୱତନ୍ତ୍ର ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ୨୦୨୩ ବିଧାନସଭା…
Breaking News ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ Sunil Kumar Jun 7, 2024 ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହେବାକୁ ଯାଉଛି । ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ନେଇ ବନବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବର୍ଷା ଋତୁ…
Breaking News ଭାରତ ସମେତ ୧୧ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ନେପାଳ Sunil Kumar Jun 7, 2024 ନୂଆଦିଲ୍ଲୀ: ଭାରତ ସମେତ ୧୧ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ନେପାଳ। ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦାହାଲ ପ୍ରଚଣ୍ଡଙ୍କ ସରକାରଙ୍କ ତରଫରୁ ଭାରତ ଓ ଆମେରିକା ସମେତ ୧୧ଟି ଦେଶରେ କାର୍ଯ୍ୟରତ ନିଜ…
Breaking News ବାଲେଶ୍ବର-ଭଦ୍ରକରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ; ଥରି ଉଠିଲା ଆଖପାଖ ଅଞ୍ଚଳ, ଲୋକେ ଛାନିଆ Sunil Kumar Jun 7, 2024 ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଗତକାଲି ଭଳି ଆଜି ବି ବାଲେଶ୍ବରର ନିଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ପରେ ଥରିଗଲା ଆଖପାଖ ଅଞ୍ଚଳ । ଦୁଇଥର ଏହି ପ୍ରଚଣ୍ଡ ଶବ୍ଦ…
Breaking News (Video) ପାଖରେ ବସାଇ ଟ୍ୟୁସନ କଲେ ନବୀନ; ଜଣ ଜଣଙ୍କୁ ଛିଡ଼ା କରି ପଚାରିଲେ ହାରିବାର କାରଣ… Sunil Kumar Jun 7, 2024 ଭୁବନେଶ୍ବର: ୨୪ ବର୍ଷର ସରକାର ଭିତରେ ପ୍ରତିଟି ଲୋକଙ୍କ ମନରେ ଘର କରିଥିଲେ ନବୀନ । ଆଉ ଏମିତିରେ ସରକାର ଭାଙ୍ଗିଯିବ କିଏବା ସହିବ । ଖୋଦ ନବୀନ ପଟ୍ଟନାୟକ ବି ସହିପାରି ନାହାଁନ୍ତି । ଯାହାକୁ ନେଇଛି ସାଂଘାତିକ ଟ୍ୟୁସନ…
Breaking News ରେବେଣାରେ ବାଘ ଆତଙ୍କ; ଗାଁ ଭିତରକୁ ଆସି ଖାଇ ଦେଉଛି ମଇଁଷି Sunil Kumar Jun 7, 2024 ଭୁବନେଶ୍ୱର: କେଉଁଝର ଜିଲ୍ଲା ରେବେଣା ଜଙ୍ଗଲରେ ଦେଖା ଦେଇଛି ବାଘ ଆତଙ୍କ । ଏହି ଜଙ୍ଗଲର ଆଖପାଖ ସ୍ଥାନରେ ମହାବଳ ବାଘଟି ବୁଲୁଥିବାରୁ ଗ୍ରାମବାସୀମାନେ ଭୟରେ ରହୁଛନ୍ତି । ଗତ କିଛି ଦିନ ଭିତରେ ଅନେକ ମଇଁଷି ଶିକାର କରି…
Breaking News (Video) ଛତିଶଗଡ଼ ଷ୍ଟାଇଲରେ ଓଡ଼ିଶାରେ ବଦଳିବେ ସବୁ ଅଫିସର; ବଡ଼ବଡ଼ ଅଫିସରଙ୍କ ଛାତି ଧଡ଼ଧଡ଼! Sunil Kumar Jun 7, 2024 ଭୁବନେଶ୍ବର: (ଓଡ଼ିଶା ଭାସ୍କର) ନୂଆ ସରକାରରେ ପୁରୁଣା ଅଫିସରଙ୍କ ଛାତି ଧଡ଼ଧଡ଼। କାଟ୍ତି ରହିବ ନା ନୂଆ ସରକାରଙ୍କ କଇଁଚି ଚାଲିବ। ଅଫିସର ମହଲରେ ପଶିଗଲାଣି ଛନକା। ପୁରୁଣା ସରକାରରେ ଯେଉଁ ଅଫିସର ମାନେ ଆଗଧାଡିରେ ଥିଲେ…
Breaking News ଏ କେମିତିକା କଥା ହେଲା?; ସରକାର ବଦଳିଲା, ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲା ଠିକା ସଂସ୍ଥା Sunil Kumar Jun 7, 2024 ପୁରୀ: (ଓଡ଼ିଶା ଭାସ୍କର) ରାଜ୍ୟରେ ସରକାର ବଦଳିବା ପରେ ହଠାତ୍ ଶ୍ରୀମନ୍ଦିରରୁ ଲାଇଟ୍ ଖୋଲି ନେଇଗଲା ଠିକା ସଂସ୍ଥା । ଏବେ ଆଉ ଆଗ ଭଳି ଶ୍ରୀମନ୍ଦିର ଲାଇଟରେ ସୁନ୍ଦର ଦେଖାଯାଉନି କି ଝଲସି ଉଠୁଥିବା ଆଲୋକ ମାଳା ଆଉ…
Breaking News ଟି-୨୦ ବିଶ୍ୱକପ୍: ସୁପର ଓଭରରେ ପାକିସ୍ତାନକୁ ହରାଇ ଇତିହାସ ରଚିଲା ଆମେରିକା Sunil Kumar Jun 7, 2024 ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କଲା ଆମେରିକା। ସୁପର ଓଭରରେ ଆମେରିକା ପ୍ରଥମେ ବ୍ୟାଟିଂ କରି ୧୮ ରନ୍ କରିଥିଲା। ବିଜୟ ପାଇଁ ସୁପର ଓଭରରେ…
Breaking News ଶେଷ ହେଲା ସୁନୀଲ ଛେତ୍ରୀଙ୍କ ଦୀର୍ଘ ୨୦ ବର୍ଷର କ୍ୟାରିୟର; ଡ୍ର ରହିଲା କୁଏତ-ଭାରତ ମ୍ୟାଚ୍ Sunil Kumar Jun 6, 2024 ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ କୁଏତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୦-୦ ଗୋଲରେ ଡ୍ର ରହିଲା। କୋଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଛି ଏବଂ ଏହା ଥିଲା ଭାରତୀୟ…