fbpx

ଆବିଷ୍କାର ହେଲା ଦୁନିଆର ସବୁଠୁ ବଡ଼ ହୀରା; ମୁଲ୍ୟ ୫୪ କୋଟିରୁ ଅଧିକ, ପାଣିରୁ ପାଇଥିଲେ ୫ ପିଲା

ଓଡ଼ିଶା ଭାସ୍କର: ଏକ ଆଫ୍ରିକୀୟ ଦେଶ ଜୋନବୁଲରୁ ଆବିସ୍କାର ହୋଇଛି ଦୁନିଆର ସବୁଠୁ ବଡ଼ ହୀରାର। ପାଣିରୁ ପାଇଥିଲେ ପାଞ୍ଚ ଜଣ କିଶୋର।  ଏହାକୁ ଦେଖିବା ମାତ୍ରେ ତାଙ୍କ ହାତରୁ ଛଡ଼ାଇ ନେଇଥିଲେ ଖଣି ମାଲିକ, 'ଏହା ଏକ…

(Video) ଶବ ପୋଡ଼ିବା ପରେ ଶୁଦ୍ଧି କ୍ରିୟା ପାଇଁ ସରିଲାଣି ଆୟୋଜନ… କିନ୍ତୁ ବଞ୍ଚି ଉଠିଲେ ଦିଲ୍ଲୀପ…

ଭୁବନେଶ୍ୱର: ହାଇଟେକ୍ ମେଡ଼ିକାଲ କଲେଜ ବିସ୍ଫୋରଣ ଘଟଣାରେ ଗତ ୩୦ ତାରିଖରେ ଆଖି ବୁଜିଥିବା ଯୁବକ ଜଣକ ଦିଲ୍ଲୀପ ସାମନ୍ତରାୟ ନୁହନ୍ତି । ଦିଲ୍ଲୀପ ସାମନ୍ତରାୟ ଜୀବୀତ ଅଛନ୍ତି । ଏପରି ବିସ୍ଫୋରକ ବୟାନ ଦେଇଛନ୍ତି…

Breaking…୧୯୯୨ ବାବ୍ରି ମସଜିଦ୍ ଦଙ୍ଗା ମାମଲା; ଶ୍ରୀକାନ୍ତ ପୂଜାରୀଙ୍କୁ ଜାମିନ ପ୍ରଦାନ କଲେ କର୍ଣ୍ଣାଟକ ଅଦାଲତ

ବେଙ୍ଗାଲୁରୁ: ୧୯୯୨ ବାବ୍ରି ମସଜିଦ୍ ଦଙ୍ଗା ମାମଲାରେ ଶ୍ରୀକାନ୍ତ ପୂଜାରୀଙ୍କୁ ଜାମିନ ପ୍ରଦାନ କଲେ କର୍ଣ୍ଣାଟକ ଅଦାଲତ। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ହୁବଲିରେ ହୋଇଥିବା ଦଙ୍ଗାରେ ସମ୍ପୃକ୍ତ ଥିବା…

ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍…

(Video) ଫଟୋସୁଟ୍ ପାଇଁ ଡେଣା ମେଲାଇ ପୋଜ୍ ଦେଲା ‘ଶାଗୁଣା’; ଭିଡିଓ ଦେଖି ମୁଣ୍ଡରେ ହାତ ଦେଉଛନ୍ତି ଲୋକେ

ଓଡ଼ିଶା ଭାସ୍କର: ଏକ ଶାଗୁଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯଦି ଆମେ ଆପଣଙ୍କୁ କହିବୁ ଯେ ଏକ ଶାଗୁଣା ପିଞ୍ଜରାରୁ…

(Video) ଚଳନ୍ତା ଟ୍ରେନ୍‌ରେ ରୁଦ୍ରାଭିଷେକ କଲେ ଯୁବକ; ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଲା ରେଳ ବଗି

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚଳନ୍ତା ଟ୍ରେନ୍‌ରେ ରୁଦ୍ରାଭିଷେକ ହେଉଥିବାର ଏହି ଭିଡିଓ ।  ଶିବ ଭକ୍ତିର ଏକ ଭିନ୍ନ ରୂପ । ଆପଣ ପୂର୍ବରୁ ମନ୍ଦିରରେ ରୁଦ୍ରାଭିଷେକ କରାଯାଉଥିବା ଦେଖିଥିବେ ।…

୨୦୨୩ ମସିହା: ଓଡ଼ିଶା STF ପାଇଁ ଥିଲା ସଫଳତାର ବର୍ଷ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୩ ମସିହା ଥିଲା ଏସ୍‌ଟିଏଫ୍‌ର ସଫଳତାର ବର୍ଷ । ଏ ବର୍ଷ ୪୧ ଟି ମାମଲା ରୁଜୁ କରି ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଓଡ଼ିଶା ସମେତ ୬ ରାଜ୍ୟର ୭୫ କୁଖ୍ୟାତ ଅପରାଧି ରହିଛନ୍ତି । ୮…

ଭୁବନେଶ୍ୱର: ପାଇଲଟଙ୍କୁ ଦୃଶ୍ୟ ମାନ ହେବ ରନୱେ; ୪୦ କୋଟି ଟଙ୍କା ବ୍ୟୟରେ ଲାଗିବ ଲାଇଟ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପାଇଲଟଙ୍କୁ ଦୃଶ୍ୟ ମାନ ହେବ ରନୱେ । ୪୦ କୋଟି ଟଙ୍କା ବ୍ୟୟରେ ଲାଗିବ ଆଲୋକ । ଘନ କୁହୁଡି ଯୋଗୁଁ ବିମାନ ଉଡାଣ ଓ ଅବତରଣ କରିବାରେ ବହୁତ ସମସ୍ୟା ଦେଖା ଦେଉଛି । ଏଣିକି ଚାଳକଙ୍କୁ କୌଣସି…

ଭୁବନେଶ୍ୱର: ଚନ୍ଦକା ଥାନା ନିକଟରୁ ଯୁବକ ଅପହରଣ; କାରରେ ଆସି ଉଠାଇନେଲେ କିଛି ଦୁର୍ବୁତ୍ତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚନ୍ଦକା ଥାନା ନିକଟରୁ ଯୁବକ ଅପହରଣ। ଏକ କାରରେ ଆସି ଉଠାଇନେଲେ କିଛି ଦୁର୍ବୁତ୍ତ । ଅପହୃତ ଯୁବକ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଅପହରଣ ହୋଇଥିବା…

(Video) ପାଖେଇ ଆସୁଛି ରାମ ମନ୍ଦିର ପ୍ରତିଷ୍ଠା ଦିବସ; ଓଡ଼ିଶାରେ ଦେଖାଦେଲେ ୩ ଗରୁଡ଼ ପକ୍ଷୀ

ଓଡ଼ିଶା ଭାସ୍କର: ଓଡ଼ିଶାକୁ ଫେରୁଛନ୍ତି ସବୁ ଗରୁଡ଼ ପକ୍ଷି । ଗୋଟିଏ ନୁହେଁ ଗୋଟପେର ଗୋଟେ ହୋଇ ଆଜି ପୁଣି ଆଉ ୩ଟି ଗରୁଡ଼ ପକ୍ଷି ଓଡ଼ିଶା ମାଟିରେ ଓହ୍ଲାଛନ୍ତି । ବୟସ୍କ ଲୋକ ବି ଅଶ୍ଚର୍ଯ୍ୟ ଏହି ଦୃର୍ଶକୁ ଦେଖି କେହି…