୮୭% ଭାରତୀୟଙ୍କ ପାଇଁ ଶାରୀରିକ ସମ୍ପର୍କ କେବଳ ଏକ ଭାବନାତ୍ମକ ସମ୍ପର୍କ: ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ଭାରତରେ ଆଜିକାଲି ସେକ୍ସ ଏବଂ ରିଲେସନସିପକୁ ନେଇ ଅନେକ ଚର୍ଚ୍ଚା ହେଉଛି। ନିକଟରେ 'ଲେଡ୍ ଇନ୍ ଇଣ୍ଡିଆ ୨୦୨୫' ନାମକ ଏକ ସର୍ଭେରେ ଭାରତୀୟଙ୍କ ଯୌନ ଜୀବନକୁ ନେଇ ଅନେକ ରୋଚକ ଓ ଆଶ୍ଚର୍ଯ୍ୟଜନକ ତଥ୍ୟ…