ପଞ୍ଚତାରକା ହୋଟେଲଠାରୁ କିଛି କମ୍ ନୁହେଁ ଭାରତର ଏହି ସବୁ ଟ୍ରେନ୍, ଜାଣନ୍ତୁ କ’ଣ କ’ଣ ରହିଛି ସୁବିଧା
ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ରେଳରେ ଯାତ୍ରା କରନ୍ତି । ରେଳ ଯାତ୍ରା ହେଉଛି ଆମ ଦେଶର ଏକ ଶସ୍ତା ପରିବହନ ସୁବିଧା । ଭାରତରେ ଅଧିକାଂଶ ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରାୟତଃ ରେଳ ମାଧ୍ୟମରେ…