୧୦ ବର୍ଷରେ କଂଗ୍ରେସର ୪୮ତମ ପରାଜୟ; ହରିୟାଣା, ମହାରାଷ୍ଟ୍ର ଓ କାଶ୍ମୀର ପରେ ଦିଲ୍ଲୀରେ ପତ୍ତା ସାଫ୍

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବାର ସଙ୍କେତ ମିଳୁଛି। ଭୋଟ ଗଣତିର ଏହି ଧାରା ଜାରି ରହିଲେ ୨୭ ବର୍ଷ ପରେ ରାଜଧାନୀରେ…

ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେବେ ଉତ୍ତମ ମହାନ୍ତି, କହିଲେ ପୁଅ ବାବୁସାନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର ହେବେ ଉତ୍ତମ ମହାନ୍ତି। ଅବସ୍ଥା ଗୁରୁତର ଥିବାରୁ ସ୍ଥାନାନ୍ତର ହେବେ କହିଲେ ପୁଅ ବାବୁସାନ। ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନିଆଯିବା ନେଇ…

ଦକ୍ଷିଣ ଭାରତରେ ଭୂମିକମ୍ପ ଅନୁଭୂତ, ବଡ଼ ଧରଣର ସୁନାମୀ ଆଶଙ୍କା

ନୂଆଦିଲ୍ଲୀ: ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ଶନିବାର ଆଣ୍ଡାମାନ ସାଗରରେ ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନସିଏସ ଅନୁଯାୟୀ ଭୂକମ୍ପ ୬୦ କିଲୋମିଟର ଗଭୀରତାରେ ହୋଇଥିଲା ।…

୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର, ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଅନ୍ତୋଦୟ ଗୃହ ଯୋଜନା

ଭୁବନେଶ୍ୱର: ୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର. ଅନ୍ତୋଦୟ ଗୃହ ଯୋଜନା। ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନା। ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର।…

ଦିଲ୍ଲୀର ଦିଲ୍ ଧଡ୍ ଧଡ୍: କିଏ ଗଢ଼ିବ ସରକାର, କ’ଣ କହୁଛି ଜ୍ୟୋତିଷ ଶାସ୍ତ୍ର?

ନୂଆଦିଲ୍ଲୀ: ଗ୍ରହମାନଙ୍କ ମତରେ ଆଜି ବିଜେପି ଏବଂ ଆପ୍ ଦଳ ପାଇଁ ଏକ ବିଶେଷ ଦିନ । ଆଜି ବଡ଼ ଧରଣର ପ୍ରତ୍ୟାବର୍ତ୍ତନ ଖବର ଆସିପାରେ। ରାଜନୀତି ଦୃଷ୍ଟିକୋଣରୁ ଆଗାମୀ ଦୁଇ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗ୍ରହମାନଙ୍କ…

ଦିଲ୍ଲୀରେ ଭୋଟ ଗଣତି ଆରମ୍ଭ: ଆରମ୍ଭରୁ ବିଜେପି ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୋଟ ଗଣତି ଆରମ୍ଭ, ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ। ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ଟ୍ରେଣ୍ଡ ଖୁବ୍…

ଜଗା ଦୁଆରେ ଭାରତୀୟ କ୍ରିକେଟର; ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଟିମ୍‌ ଇଣ୍ଡିଆର ଖେଳାଳି

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ୱାସିଂଟନ୍‌ ସୁନ୍ଦର । ଆସନ୍ତା ୯ ତାରିଖରେ…

ଜମ୍ମୁ-କାଶ୍ମୀରରେ ବ୍ୟାପୁଛି ଅଜଣା ରୋଗ; ଗଲାଣି ୧୭ ଜଣଙ୍କ ଜୀବନ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ବଧଲ ଗ୍ରାମରେ ଏକ ଅଜଣା ରୋଗ ଦେଖା ଦେଇଛି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଅଜଣା ରୋଗରେ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟ ଶାସନ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ପାଇଁ ଅତ୍ୟନ୍ତ ବିଶେଷ, ଚାକିରି-ବ୍ୟବସାୟରେ ହେବ ପ୍ରବଳ ଲାଭ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ଗ୍ରହର ରାଜକୁମାର ବୋଲି କୁହାଯାଏ । ବୁଦ୍ଧି ଓ ବାଣୀର ପ୍ରତୀକ ବୁଧ ଗ୍ରହ ରାଶି ବା ନକ୍ଷତ୍ର ପରିବର୍ତ୍ତନ ହେଲେ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ।…

ୟୁନିଭର୍ସିଟିରେ ‘ପ୍ରେମ ପାଠ’: ପ୍ରେମ ସପ୍ତାହରେ Love-Sex-Romanceକୁ ନେଇ ଆସିଲା ନୂଆ କୋର୍ସ

ନୂଆଦିଲ୍ଲୀ: କଲେଜ ପାଠ୍ୟପୁସ୍ତକରେ ସାମିଲ ହୋଇଛି ପ୍ରେମର ଏକ ନୂଆ କୋର୍ସ । ଏଣିକି କଲେଜ ପିଲାଙ୍କୁ ପଢାଯିବ ‘ପ୍ରେମର ନୂଆ ଫର୍ମୁଲା’ । କେବଳ ପ୍ରେମ ନୁହେଁ, ପ୍ରେମ ସହିତ ବିବାହ, ରୋମାନ୍ସ ଏବଂ ସେକ୍ସ ଭଳି ଟପିକ୍…