fbpx
BJD
BJD SKY
BJD SKY

(Video) ରାସ୍ତା VS ଭୋଟ; ଯେପର୍ଯ୍ୟନ୍ତ ରାସ୍ତା କାମ ନ ହୋଇଛି, ଭୋଟ ବର୍ଜନ କରିବାକୁ ଚେତାବନୀ

ମୟୁରଭଞ୍ଜ: (ଓଡ଼ିଶା ଭାସ୍କର) ଗାଁରେ ଫଳକ ଲାଗିଛି ହେଲେ ହୋଇ ନାହିଁ ରାସ୍ତା କାମ। ତେବେ ଏହି ସମସ୍ୟା ପାଉଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ, ସୁଫଳ ନମିଳିବାରୁ ଶେଷରେ ଏମିତି କିଛି…

ଘାଟକୋପର ହୋର୍ଡିଂ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୮୮ ଜଣ ପ୍ରଭାବିତ

ମୁମ୍ବାଇ: ମହାରାଷ୍ଟ୍ରର ଘାଟକୋପରରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ ହୋର୍ଡିଂ ପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁମ୍ବାଇର ଘାଟକୋପରରେ ହୋଇଥିବା ହୋର୍ଡିଂ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।…

ସ୍ୱାଧୀନତା ପରେ ସବୁଠୁ ଅଧିକ ଦରଦାମ୍ ବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ଥିଲା; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ଏହି ଦେଶରେ ଅଧିକ ଦରବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିଲା। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କୁ…

BREAKING…ଟ୍ରେନ ଲାଇନ୍‌ରୁ ଏବିଡିଓଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କେନ୍ଦୁଝର: (ଓଡ଼ିଶା ଭାସ୍କର) ହରିଚନ୍ଦନପୁର ବ୍ଲକ୍‌ ଏବିଡିଓଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ଏବିଡିଓ ବିଦୁଭୂଷଣ ଜେନାଙ୍କ ମୃତଦେହ ଠାବ କଲା ଜିଆର୍‌ପି । ହରିଚନ୍ଦନପୁର ଫ୍ଲାଏଓଭର ତଳ ଟ୍ରେନ ଲାଇନ୍‌ରୁ ଉଦ୍ଧାର…

କେଉଁ ବାରରେ କେଉଁ ରଙ୍ଗର କପଡ଼ା ପିନ୍ଧିଲେ ହୋଇଥାଏ ଶୁଭ; ମିଳିଥାଏ ନବଗ୍ରହଙ୍କ କୃପାଦୃଷ୍ଟି…

ଓଡ଼ିଶା ଭାସ୍କର: ଆପଣ ସବୁଦିନ କିଛି ନା କିଛି ଭିନ୍ନ ରଙ୍ଗର ପୋଷାକ ପିନ୍ଧିଥା’ନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି କପଡା ରଙ୍ଗର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ରାଶି ଫଳରେ ଆପଣ ଦେଖୁଥିବେ କେଉଁ ରାଶି ପାଇଁ…

(Video) ଗର୍ଭବତୀ ମହିଳାଙ୍କୁ ହତ୍ୟା ଘଟଣା; ସତ ମାନି ଜେଲ ଗଲେ ସ୍ୱାମୀ ଓ ଭାଉଜ, ପରକୀୟା ପ୍ରୀତି ପାଇଁ…

ମୟୂରଭଞ୍ଜ: (ଓଡ଼ିଶା ଭାସ୍କର) ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ୭ ମାସର ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ଉଠିଛି  ପରଦା।  ସ୍ୱାମୀ ମାନସ କାର୍ଜି ସ୍ତ୍ରୀ ସିପିକୁ…

ବଡ଼ ଖବର; ପ୍ରଥମ ଫେଜ୍‌ ଭୋଟିଂ ନେଇ CEOଙ୍କ ସୂଚନା; ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଚାଲିଥିବା ପ୍ରଥମ ଫେଜ୍‌ ଭୋଟିଂ ନେଇ CEOଙ୍କ ସୂଚନା । 'ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର…

BIG BREAKING…ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ: ଏହି ଲିଙ୍କରେ ଦେଖନ୍ତୁ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସିବିଏସଇ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ଘୋଷଣା କରିଛି । ଚଳିତ ବର୍ଷ ସିବିଏସଇ ବୋର୍ଡ ଦ୍ୱାଦଶ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ…

(Video) ଓଡ଼ିଶା ଭାସ୍କର ମହାପ୍ରଭାବ; ବାରମ୍ୱର ଖବର ପ୍ରସାରଣ ପରେ ସତ ହେଲା ପ୍ରତିଶ୍ରୁତି, ଆରମ୍ଭ ହେଲା ରାସ୍ତା କାମ

ରାୟଗଡ଼ା: (ଓଡ଼ିଶା ଭାସ୍କର) ବାଜିଲା ଖବର , ଚିହିଁକି ଉଠିଲା ପ୍ରଶାସନ। ଆଉ ନିର୍ବାଚନ ଆଗରୁ ରାସ୍ତା ତିଆରି କରିବାକୁ ଆବଶ୍ୟକ ସରଞ୍ଜାମ ଧରି ଧାଇଁଲେ ଗାଁକୁ। ଆରମ୍ଭ ହେଲା ରାସ୍ତା ନିର୍ମାଣ କାମ। ଏପରି ଘଟଣା ଘଟିଛି…

ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ସୂଚନା; ‘ଯେଉଁଠି EVM ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ’

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ସୂଚନା । 'ଯେଉଁଠି EVM ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ । ମକ୍‌ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ…