ବେଷ୍ଟ ପାର୍ଟନର୍ସିପ୍ରେ ନଲାଗୁ କାହା ନଜର: ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ରେକର୍ଡ ସୃଷ୍ଟି କଲେ ବୁମ୍ରା-ଆକାଶଦୀପ
ନୂଆଦିଲ୍ଲୀ: ଗାବା ଟେଷ୍ଟରେ ଯଶପ୍ରୀତ ବୁମ୍ରା ଓ ଆକାଶଦୀପଙ୍କ ଯୋଡ଼ି ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଯାହା ପୂର୍ବରୁ ଏକବିଂଶ ଶତାବ୍ଦୀରେ କେହି କରିପାରିନଥିଲେ। ଚତୁର୍ଥ ଦିନ ଶେଷ ସୁଦ୍ଧା ବୁମ୍ରା ଓ ଆକାଶ…