ବୋରୱେଲରୁ ପାଣି ନେବାକୁ ନେଇ ବିବାଦ; ଦଳିତ ଯୁବକଙ୍କୁ ପିଟିପିଟି କଲେ ହତ୍ୟା

ନୂଆଦିଲ୍ଲୀ: ଗତ କାଲି (ନଭେମ୍ବର ୨୬ ତାରିଖ) ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ହୃଦୟ ବିଦାରକ ଘଟଣା। ବୋରୱେଲରୁ ପାଣି ଆଣିବାକୁ ନେଇ ଦେଖାଦେଲା ବିବାଦ। ଏହି ଘଟଣାକୁ ନେଇ ଜଣେ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା…

ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା; ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏଣିକି ଅଗ୍ନିଶମ ବିଭାଗରେ ସାମିଲ ହେବେ ମହିଳା । ପୁରୁଷଙ୍କ ଭଳି ନିଆଁ ଲିଭା କାର୍ଯ୍ୟରେ ସାମିଲ ହେବେ ମହିଳା । ଗଛ ଚଢିବା ପାଖରୁ ବଡ଼ ବଡ଼ ବିଲ୍ଡିଂ ଚଢ଼ି ନିଆଁ ଲିଭାଇବା ସହ ବିଭିନ୍ନ…

Video: ମୃତ୍ୟୁ ପୂର୍ବରୁ ସଚେତନର ବାର୍ତ୍ତା ଦେଲେ ଯୁବକ, ଗୁଟ୍‌ଖାକୁ ନେଇ କହିଲେ ଭୟଙ୍କର କଥା

ଭୁବନେଶ୍ୱର: ଗାଁ ଠୁ ସହର ସବୁଠି ଦୋକାନରେ ମିଳେ ମାଳ ମାଳ ଗୁଟ୍‌ଖା। ପିଲାଙ୍କଠୁ ବୁଢ଼ା ଆନନ୍ଦରେ ଆଣି ଖାଉଥିବାର ଦେଖୁଥିବେ। ଯଦିଓ ଗୁଟୁକାରେ ସ୍ପଷ୍ଟ ଭାବେ କ୍ୟାନସରର ସତର୍କତା ନେଇ ବାର୍ତ୍ତା ରହିଥିଲେ ବି ସମସ୍ତେ…

ଚଳନ୍ତା ଟ୍ରେନ୍-ଷ୍ଟେସନରେ ମହିଳାଙ୍କୁ କରୁଥିଲା ଟାର୍ଗେଟ୍, ୫୦୦୦ ସିସିଟିଭି ଯାଞ୍ଚ କରି ହତ୍ୟାକାରୀକୁ ଧରିଲା ପୋଲିସ

ନୂଆଦିଲ୍ଲୀ: ଗତ ନଭେମ୍ବର ୧୪ ତାରିଖରେ ଗୁଜୁରାଟର ଭାଲସାଡରେ ଲଜ୍ଜା। ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା। ଭାଲସାଡ ରେଳ ଷ୍ଟେସନଠାରୁ କିଛି ମିଟର ଦୂରରୁ ମିଳିଲା ୧୯ ବର୍ଷୀୟା ନାବାଳିକାଙ୍କ ମୃତଦେହ। ଗୁଜରାଟ…

ଆଲଜାଇମର(Alzheimer) ରୋଗ ଆଶଙ୍କାକୁ ହ୍ରାସ କରୁଛି Viagra; ଗବେଷଣାରୁ ଆସିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଭାଇଗ୍ରା ବା ଇରେକ୍ଟାଇଲ ଡିସଫଙ୍କସନ ବଟିକାକୁ ନେଇ ଗବେଷକମାନେ ଏକ ନୂଆ ତଥ୍ୟ ପାଇଥିବା ଜଣାପଡିଛି। ବର୍ତ୍ତମାନ ଏହି ଗବେଷଣାର ତଥ୍ୟ ସାମ୍ନାକୁ ଆସିଛି। ଆଲଜାଇମର (Alzheimer’s) ରୋଗ ସହ ଲଢ଼ିପାରୁଥିବା…

ପୁଣି ଟ୍ରାଫିକ୍ ବ୍ୟବସ୍ଥାକୁ ଫୁ; ନିୟମ ଉଲ୍ଲଙ୍ଘନକାରୀଙ୍କ ପ୍ରତି ପୋଲିସର ଏହା ଡର ନା ଭାଇଚାରା

କଟକ: STAର ନିୟମ ଅନୁସାରେ BIS/ISI ମାର୍କା ହେଲ୍‌ମେଟ୍‌ ପିନ୍ଧିବାକୁ ପଡ଼ିବ। ଜରୁରୀ। ନହେଲେ କାର୍ଯ୍ୟାନୁଷ୍ଠାନ ହେବ। BIS ମାର୍କ ତ ଛାଡ଼ ସାଧାରମ ହେଲମେଟ୍ ବି ପିନ୍ଧୁ ନାହାନ୍ତି। ସେହି ଅନୁସାରେ କମିସନରେଟ୍‌…

ସୋର: ବାହାଘର ଶୋଭାଯାତ୍ରା ପାଇଁ ବ୍ୟାଣ୍ଡ ପାର୍ଟି ଯାଉଥିବା ବେଳେ ଦୁର୍ଘଟଣା, ୧୧ ଗୁରୁତର

ବାଲେଶ୍ୱର: ବାହାଘର ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍, ୧୧ ଜଣ ଗୁରୁତର ହୋଇଥିବା ସୂଚନା । ଖଇରା ଥାନା ଡୁଙ୍ଗୁରା ବଜାର ନିକଟରେ ବ୍ୟାଣ୍ଡ ପାର୍ଟି ଗାଡ଼ିକୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣାରେ ଆହତ…

ଶିବଲିଙ୍ଗରେ ଭୁଲରେ ବି ଅର୍ପଣ କରନ୍ତୁନି ଏହି ସବୁ ଜିନିଷ, ନଚେତ୍ ଜୀବନରେ ଆସିପାରେ ଅନେକ ପ୍ରକାରର ଅସୁବିଧା

ଓଡ଼ିଶା ଭାସ୍କର: ସନାତନ ଧର୍ମରେ ସୋମବାରକୁ ଭଗବାନ ଶିବଙ୍କ ବାର ବୋଲି କୁହାଯାଏ । ଏହି ଦିନ ଶିବଲିଙ୍ଗର ପୂଜା କଲେ ଜୀବନର ଅନେକ କଷ୍ଟରୁ ମୁକ୍ତି ମିଳିଥାଏ। ଯଦି ଆପଣ ସୋମବାର ଦିନ ଶିବଲିଙ୍ଗର ପୂଜା କରନ୍ତି ତେବେ…

ଟ୍ରାଇର ବଡ଼ ନିଷ୍ପତି: Jio-Airtel-VI-BSNL ବ୍ୟବହାରକାରୀ ଜାଣନ୍ତୁ ଏହି ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଏକ ବଡ଼ ପରିବର୍ତ୍ତନ କରିଛି, ଯାହା ଅଧୀନରେ ଟେଲିକମ୍ କମ୍ପାନିଗୁଡ଼ିକୁ ଓଟିପି ଅର୍ଥାତ୍ ୱାନ୍ ଟାଇମ୍ ପାସୱାର୍ଡ ଆଧାରିତ ମେସେଜ୍ ଟ୍ରାକିଂ ପାଇଁ…

‘ପୁଷ୍ପା-୨’ର ପ୍ରଶଂସକଙ୍କ ପାଇଁ ଖୁସି ଖବର, ଏହି ଦିନଠାରୁ ଆରମ୍ଭ ହେଉଛି ଆଗୁଆ ବୁକିଂ

ମୁମ୍ୱାଇ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ଡିସେମ୍ବର ୫ରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। କିନ୍ତୁ ଫିଲ୍ମର ଆଡଭାନ୍ସ ବୁକିଂ ଚଳିତ ମାସ ଶେଷରେ ଆରମ୍ଭ ହେବ ।…