ହବିଷ୍ୟାଳିଙ୍କ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ମୋହନ; ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ

ପୁରୀ: (ଓଡ଼ିଶା ଭାସ୍କର) ପୁରୀରେ ହବିଷ୍ୟାଳିଙ୍କ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ । ସୋସିଆଲ ମିଡିଆ…

‘ଡିଜିଟାଲ ଆରେଷ୍ଟ୍’କୁ କରୁଛନ୍ତି ଅସ୍ତ୍ର; ନିଜକୁ CBI କହି ମହିଳାଙ୍କଠୁ ଠକିନେଲେ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଏକ ଭୟଙ୍କର ଠକେଇର ଶିକାର ହୋଇଛନ୍ତି ଅହମ୍ମଦାବାଦର ନାରଣପୁରାର ଜଣେ ୨୭ ବର୍ଷୀୟା ଯୁବତୀ, ଯେଉଁଥିରେ ସାଇବର ଅପରାଧୀମାନେ ସିବିଆଇ ପରିଚୟ ଦେଇ ତାଙ୍କୁ ୫ ଲକ୍ଷ ଟଙ୍କା ଠକି ନେଇଛନ୍ତି। ମହିଳା ହେମାଲି…

ୟାହ୍ୟା ସିନୱାରଙ୍କ ମୃତ୍ୟୁକୁ ନିଶ୍ଚିତ କଲା ହମାସ, ଖଲିଲ ଅଲ-ହାୟା ହେଲେ ନୂଆ ମୁଖ୍ୟ

ନୂଆଦିଲ୍ଲୀ: ହାମାସର ଜଣେ ବରିଷ୍ଠ ସଦସ୍ୟ ଏହାର ଗୋଷ୍ଠୀ ନେତ୍ରୀ ୟାହ୍ୟା ସିନ୍ୱାରଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛନ୍ତି । ଏକ ଭିଡିଓ ବାର୍ତ୍ତାରେ ହାମାସର ଉପନେତା ଖଲିଲ ଅଲ୍ ହାୟା କହିଛନ୍ତି ଯେ ତାଙ୍କ ଗୋଷ୍ଠୀ…

ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲା; ୩୫କୁ ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

ପାଟନା: ବିହାରର ସିୱାନ ଓ ସାରଣ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ମାମଲା, ୩୫କୁ ବୃଦ୍ଧି ପାଇଲା ମୃତଙ୍କ ସଂଖ୍ୟା । ସିୱାନ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୮ ରହିଛି। ସିୱାନରେ ବିଷାକ୍ତ ମଦ ପିଇ ୭୯ ଜଣ ଙ୍କୁ ହସ୍ପିଟାଲରେ…

ଆଜି ଓ ଆସନ୍ତାକାଲି ହେବ ପ୍ରବଳ ବର୍ଷା; ୧୪ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର,…

ରାମ ରହିମଙ୍କ ବିରୋଧରେ ଅସଦାଚରଣ ମାମଲାର ଶୁଣାଣି ପାଇଁ ଅନୁମତି ଦେଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କ ବିରୋଧରେ ହୋଇଥିବା ଅପମାନ ମାମଲାର ଶୁଣାଣି ପାଇଁ ବୁଧବାର ସୁପ୍ରିମ୍ କୋର୍ଟ ବାଟ ସଫା କରିଛନ୍ତି । ପଞ୍ଜାବ…

ବାବର ଆଜମ ଓ ଶାହିନ ଶାହ ଦଳରେ ନାହାନ୍ତି, କିନ୍ତୁ ପାକିସ୍ତାନର ବିଜୟ ଉପରେ ଦେଲେ ଏପରି ମନ୍ତବ୍ୟ

ନୂଆଦିଲ୍ଲୀ: ମୁଲତାନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୫୨ ରନରେ ପରାସ୍ତ କରିଛି । ଏବେ ବାବର ଆଜମ ଓ ଶାହିନ ଶାହ ଆଫ୍ରିଦି ଏହି ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶୃଙ୍ଖଳାର…

OSSSC ପରିଚାଳିତ ପରୀକ୍ଷା ବିବାଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କିଛି ଦିନ ଧରି ଚାଲିଥିବା OSSSC ପରିଚାଳିତ ପରୀକ୍ଷା ବିବାଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଜାରି କଲେ ସରକାର । OSSSC…

କର୍କଟ ଭଳି ମାରାତ୍ମକ ରୋଗଠୁ ରକ୍ଷା କରିବା ସହ ହାର୍ଟ ସମସ୍ୟାକୁ ବି ଦୂର କରିଥାଏ ସୀତାଫଳ

ଓଡ଼ିଶା ଭାସ୍କର: ସୀତାଫଳ ଏକ ପ୍ରକୃତିର ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଏହାର ରହିଛି ଅନେକ ଲାଭକାକରୀ ଫାଇଦା । ଏହି ଫଳରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ଭିଟାମିନ୍ ଓ ଫାଇବର୍ ଭରପୁର ରହିଛି । ଏହା…

ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ, ଜାଣନ୍ତୁ କେତେ ଯାଇଛି କଟ୍ ଅଫ୍

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁଜିସି ନେଟ୍ ରେଜଲ୍ଟ । ରେଜଲ୍ଟ ସହ ବିଷୟ ଭିତ୍ତିକ କଟଅଫ୍‌ ମାର୍କ ମଧ୍ୟ ପ୍ରକାଶ । ପରୀକ୍ଷା ଦେଇଥିଲେ ୧୧ ଲକ୍ଷ ୨୧ ହଜାର ୨୨୫ ପରୀକ୍ଷାର୍ଥୀ । ରେଜଲ୍ଟ ପାଇଁ ୯ ଲକ୍ଷରୁ ଅଧିକ ପ୍ରାର୍ଥୀ…