Video; ଇନଷ୍ଟାଗ୍ରାମରେ ଲାଇକ୍ ପାଇଁ ସମ୍ପର୍କର ମର୍ଯ୍ୟାଦା ଭୁଲିଲେ ମହିଳା, ନିଜ ପୁଅ ସହ କଲେ ରୋମାନ୍ସ ସୁଟ୍

ଭୁବନେଶ୍ୱର : ସାମାଜିକ ପ୍ରଥାକୁ ପାସୋରି ଦେଲାଣି ସୋସିଆଲ ମିଡିଆ । ଧିରେ ଧିରେ ନିଜର ହିତାହତ ଜ୍ଞାନ ହରେଇଲେଣି ଲୋକେ । ଗୋଟେ ଆଡ଼ୁ ଦେଖିବାକୁ ଗଲେ ଆଧୋନିକତା ନାଁରେ ସଂସ୍କୃତିର ସତ୍କାର କରିସାରିଲେଣି ଯୁବପିଢ଼ି ।…

କାହିଁକି ଗୋମାତାଙ୍କ ଆଖିରୁ ଝରେ ଲୁହ; ଜାଣନ୍ତୁ ଏପରି ହେଲେ ଘର ଉପରକୁ ଆସେ ହେଉଁ ବିପଦ…

ଓଡ଼ିଶା ଭାସ୍କର: ଗାଈକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ ଆଖ୍ୟାନ । କିମ୍ବଦନ୍ତୀ କହେ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଆପେ ଆପେ ଦୂର ହୋଇଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ…

‘ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରିଦେଲେ’: ନବୀନ ପଟ୍ଟନାୟକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଟାକୁଆ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ଟାର୍ଗେଟ କଲେ ନବୀନ । ରାଜ୍ୟ ସରକାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । କହିଲେ- ‘ଆମର ବାର ବର୍ଷର…

Video: ପରିବାରର ଭାର ଆଗରେ କେତେ ହାଲୁକା ପିଠିର ବୋଝ, ହାର୍ ମାନିଲା ପେଟର ଭୋକ…

ଭୁବନେଶ୍ୱର: ଭାଇରାଲ ହେଉଛି ସଙ୍ଘର୍ଷର ଭିନ୍ନ ଏକ ଦୃଶ୍ୟ । ଜୀବିକା-ଜୀବନର ସଙ୍ଘର୍ଷ ଭିତରେ ବଞ୍ଚିବା ପାଇଁ ଆହର । ମୁଣ୍ଡ ଉପରେ ଡହ ଡହ ଖରା, ପେଟେରେ ଭୋକ ଭିତରେ ହେଲେ ଆଖିରେ ଆଖିଏ ଲୁହ, କୋହ ଭରା ଚେହେରାକୁ ତାଙ୍କ…

ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ; ‘ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ’

ଭୁବନେଶ୍ୱର: ବଦଳିବ ରିଲିଫ କୋଡ । ରିଲିଫ ଏକ ଦୟାର ଶବ୍ଦ । ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ଅଧିକାର ମିଳିବ । ଅଧିକାର ଆଇନରେ ପରିଣତ ହେବ ରିଲିଫ କୋଡ । ଜାନୁଆରୀ ୧ରୁ ଜନଗଣନା ହେବା ନେଇ ସଂକେତ ଦେଲେ ରାଜସ୍ୱ ମନ୍ତ୍ରୀ…

Video: ଡାଲା ଅଟୋରେ ଆସି କଲେଜ ପିଲାଙ୍କୁ କିଏ ଉଠାଇ ନେଉଛି, ଖସି ଆସି ସବୁ କହିଲେ ଛାତ୍ର

କଟକ: ଅଭିନବ ଉପାୟରେ ଜଣେ ନାବାଳକକୁ କୌଶଳ କ୍ରମେ ବେହୋସ କରାଇ ଡାଲା ଅଟୋରେ ପକାଇ ନେଇଯାଉଥିଲେ ଦୁର୍ବୁତ୍ତ । ହେଲେ ସୌଭାଗ୍ୟ ବସତଃ ଦୀର୍ଘ ୫ ଘଂଟା ପରେ ଗାଡିରୁ ଡେଇଁ ଖସି ପକେଇ ଆସିଲା ବାଳକ ଜଣକ । ଏଭଳି ଘଟଣା ଘଟିଛି…

US Election 2024; ଆସିଲା ସବୁ ରାଜ୍ୟର ଲିଷ୍ଟ୍, ୨୭୦ମ୍ୟାଜିକ୍ ମାର୍କ ଅତିକ୍ରମ କରି ୪୭ତମ ରାଷ୍ଟ୍ରପତି ହେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳଫଳ ଘୋଷଣା ହୋଇସାରିଛି । ଏଥିରେ କମଳା ହାରିସଙ୍କୁ ହରାଇ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଜେ ଟ୍ରମ୍ପ ବୁଧବାର…

ନଭେମ୍ବର ୧୫ରୁ ଏହି ୫ଟି ରାଶିଙ୍କ ଉପରେ ପଡ଼ିବ ଶନିଙ୍କ ଦୃଷ୍ଟି; ସମ୍ପର୍କରେ ତିକ୍ତତା ସହ ହେବ ଭୟଙ୍କର ରୋଗ…

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି। ଶନି କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ଏହି ସମୟରେ ଶନି ପଛୁଆ ରହିଥାଏ ଏବଂ ନଭେମ୍ବର ୧୫ରୁ ଶନି କୁମ୍ଭ ରାଶିରେ…

ଆମେରିକା ନିର୍ବାଚନ ୨୦୨୪ ସହ ଜଡ଼ିତ ୫ଟି ବଡ଼ କଥା; ପୂର୍ବ ପ୍ରତିଶ୍ରୁତି ପାଇଁ ଜିତିଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳଫଳ ଘୋଷଣା ହୋଇସାରିଛି । ଏଥିରେ କମଳା ହାରିସଙ୍କୁ ହରାଇ ବାଜି ମାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକାକୁ ୪୭ ତମ ରାଷ୍ଟ୍ରପତି ମିଳିସାରିଥିବା ନେଇ ଆନ୍ତର୍ଜାତୀୟ…

ଅଣ୍ଟାରେ ସୂତା, ଲାଲ କାଗଜ ଓ ଆଖିରେ ଧଳା ପଟି… କିପରି ୬ ବର୍ଷରେ ୨୧ ଜଣଙ୍କ ଜୀବନ ନେଲା ଗୁଣି-ଗାରେଡ଼ି

ନୂଆଦିଲ୍ଲୀ: ୨୦୨୪ ନଭେମ୍ବର ୫ ତାରିଖର ଘଟଣା । ୟୁପିର ବାରଣାସୀ ସହରର ଭଦୈନି ଅଞ୍ଚଳରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ ଘର ଭିତରୁ ଜଣେ ମହିଳା ଓ ତାଙ୍କର ୩ ପିଲାଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା…