ଏକତରଫା ପ୍ରେମ ପାଇଁ ଲୁଟିଥିଲେ ୬୨ ମୋବାଇଲ୍; ଦେଖା କରିବାକୁ ଡ଼ାକି ଧରାଇଦେଲେ ଯୁବତୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜଣେ ମୋବାଇଲ୍ ଲୁଟେରାକୁ ଧରାପକାଇ ଦେଲା ଏକତରଫା ପ୍ରେମ। ଘଟଣାଟି ପୁଣି ରାଜଧାନୀର ଉପକଣ୍ଠ ବାରଙ୍ଗ ଅଞ୍ଚଳରେ। ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ବାରଙ୍ଗ ଥାନା ପୋଲିସ। ସୂଚନା…

ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ନୂଆ ରାସ୍ତା; ସଫଳ ହେଲା ପ୍ରଥମ କାର୍ ଟି-ସେଲ୍ ଥେରାପି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରକ୍ତ କର୍କଟ ଚିକିତ୍ସା କ୍ଷେତ୍ରରେ ମିଳିଲା ଆଶ୍ବସ୍ତିଜନକ ଖବର। ସଫଳ ହେଲା ଓଡ଼ିଶା ତଥା ପୂର୍ବ ଭାରତର ପ୍ରଥମ କାର୍ ଟି-ସେଲ୍ ଥେରାପି। ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା…

ଏଥର ଦଶହରାରେ ବଦଳିଯିବ ଭାଗ୍ୟ; ଏହି ୩ଟି ରାଶି ଉପରେ ପଡ଼ୁଛି ମା’ ଦୁର୍ଗାଙ୍କ କୃପାଦୃଷ୍ଟି

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଦଶହରା ଅକ୍ଟୋବର ୧୨ରେ ପାଳିତ ହେବ। ୯ ଦିନ ଭକ୍ତଙ୍କ ମଧ୍ୟରେ ରହିବା ପରେ ମା' ଦୁର୍ଗା ମେଲାଣି ନିଅନ୍ତି। ଚଳିତ ବର୍ଷର ଦଶହରା ପର୍ବ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବରଂ ଜ୍ୟୋତିଷ…

ଆଜି ଋଷଭଙ୍କ ଜନ୍ମଦିନ; ପଢ଼ନ୍ତୁ ୩୩ ବର୍ଷ ପରେ କିପରି ଅଷ୍ଟ୍ରେଲିଆର ଗର୍ବ ଭାଙ୍ଗିଥିଲେ ପନ୍ତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବିସ୍ଫୋରକ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଜି ଜନ୍ମଦିନ। ଋଷଭ ପନ୍ତ ୪ ଅକ୍ଟୋବର ୧୯୯୭ରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ଋଷଭ ପନ୍ତ ଟେଷ୍ଟ,…

‘ସେକ୍ସ ରାକେଟରେ ଫସିଛି ଆପଣଙ୍କ ଝିଅ’; ଏହା ଶୁଣି ଆଖିବୁଜିଲା ମା’, ପୋଲିସ ଫଟୋ ରଖି କଲ୍ କରୁଛନ୍ତି ସାଇବର ଠକ

ନୂଆଦିଲ୍ଲୀ: ଆଗ୍ରାରେ ଡିଜିଟାଲ ଆରେଷ୍ଟର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ମିଛ ଧମକ ଦେଇଥିଲା ସାଇବର ଠକ। ଧମକ ଶୁଣି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେକ୍ସ ରାକେଟରେ ତାଙ୍କ ଝିଅ…

୧୮୦କୁ ବୃଦ୍ଧି ପାଇଲା ଆମେରିକାରେ ବାତ୍ୟା ‘ହେଲେନ’ରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆମେରିକାରେ ବାତ୍ୟା ହେଲେନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୮୦କୁ ବୃଦ୍ଧି ପାଇଛି । ଦକ୍ଷିଣ-ପୂର୍ବ ଆମେରିକାର ରାଜ୍ୟଗୁଡିକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଏବଂ…

ନିଆରା ରେକର୍ଡ: ଟେଷ୍ଟ କ୍ରିକେଟରେ କେବେ ବି ରନ୍ ଆଉଟ୍ ହୋଇନାହାନ୍ତି ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ: ଭାରତର ଏମିତି ଜଣେ କ୍ରିକେଟର ଅଛନ୍ତି ଯିଏ କି ନିଜ ପୂରା ଟେଷ୍ଟ କ୍ୟାରିୟରରେ କେବେ ବି ରନ୍ ଆଉଟ୍ ହୋଇନାହାନ୍ତି । ଆସନ୍ତୁ ଜାଣିବା ରନ୍ ଆଉଟ୍ ହେବାର ଭୁଲ୍ ଅନେକ ସମୟରେ ବ୍ୟାଟ୍ସମ୍ୟାନ୍ମାନେ ରନ୍ ଚୋରି…

ଜାପାନ ବିମାନ ବନ୍ଦରରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପଡ଼ିଥିବା ବୋମା, ବାତିଲ ହେଲା ୮୦ ଟି ବିମାନ

ନୂଆଦିଲ୍ଲୀ: ବୁଧବାର ସକାଳେ ଦକ୍ଷିଣ-ପଶ୍ଚିମ ଜାପାନର ମିଆଜାକି ବିମାନବନ୍ଦରରେ ଏକ ଟ୍ୟାକ୍ସିୱେର କିଛି ଅଂଶ ରେ ବିସ୍ଫୋରଣ ଘଟିଥିଲା। ସରକାରୀ ପ୍ରସାରଣ ସଂସ୍ଥା ଏନଏଚକେ ମିଆଜାକି ବିମାନବନ୍ଦରରେ ଥିବା ପରିବହନ…

ବିହାରର ପୂର୍ବତନ ମନ୍ତ୍ରୀ ବ୍ରଜ ବିହାରୀ ପ୍ରସାଦ ହତ୍ୟା ମାମଲାରେ ରାୟ ଶୁଣାଇଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିହାରର ପୂର୍ବତନ ମନ୍ତ୍ରୀ ବ୍ରଜ ବିହାରୀ ପ୍ରସାଦ ହତ୍ୟା ମାମଲାରେ ଆଜି ସୁପ୍ରିମ୍ କୋର୍ଟ ରାୟ ଶୁଣାଇଛନ୍ତି । ଏହି ମାମଲାରେ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ହିଡେନ୍ ଆର୍ଟ ଟ୍ୟାଲେଣ୍ଟ ସିଜନ-୩ର ଶୁଭାରମ୍ଭ କଲା ଆଶ୍ରା; ପ୍ରତିଭା ଦେଖାଉଛନ୍ତି କୁନି କୁନି ପିଲା

ଭୁବନେଶ୍ଵର: ଆଶ୍ରା ଫାଉଣ୍ଡେସନ ଓଡ଼ିଶା ପକ୍ଷରୁ ୟୁନିକ୍ ଆର୍ଟ ଆଣ୍ଡ କ୍ରାଫ୍ଟ ସହଯୋଗରେ 'ହିଡେନ୍ ଆର୍ଟ ଟ୍ୟାଲେଣ୍ଟ'ର ସିଜନ-୩ର ଶୁଭାରମ୍ଭ କରାଯାଇଛି । ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଚେତନତା ଉପରେ ଗୁରୁତ୍ୱ ଦେଇ…