ଗାର୍ଲଫ୍ରେଣ୍ଡ ପାଇଁ ସାଜିଲେ ‘ସ୍ପାଇଡର୍ ମ୍ୟାନ୍’: ଘରକୁ ଘର ଡେଇଁ ଡେଇଁ କରୁଥିଲେ ଚୋରି

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ନଗର ଥାନା ଅଞ୍ଚଳରେ ସ୍ପାଇଡର ମ୍ୟାନ୍ ଚୋର । ସ୍ପାଇଡର ମ୍ୟାନ୍ ଭଳି ଘରରୁ ଘର ଡେଇଁ କରୁଥିଲା ଚୋରି। ଅଭିଯୁକ୍ତଜଣକ ହେଲେ ଯୋଗେଶ ଓରଫ ବଞ୍ଚି। ଅଭିଯୁକ୍ତ ପୂର୍ବରୁ ୫ଟି ଅପରାଧିକ ଅପରାଧରେ…

୨୦୨୩ରେ ୭୮ ଓ ୨୦୨୪ରେ ୮୯ ମର୍ଡର, କମିଶନରେଟ୍‌ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସାମ୍ନାକୁ ଆସିଲା କମିଶନରେଟ୍‌ ପୋଲିସର ବାର୍ଷିକ ଅପରାଧିକ ରିପୋର୍ଟ । ୨୦୨୩ରେ ଭୁବନେଶ୍ବର ୟୁପିଡିରେ ୧୧ ହଜାର ୯୭୫ ମାମଲା । ୨୦୨୪ରେ କେବଳ ଭୁବନେଶ୍ବର ୟୁପିଡିରେ ୧୪ ହଜାର ୪୧୬…

ରାଗିଗଲେ ଗମ୍ଭୀର, ଲିକ୍ ହେଲା ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍ ବଚସା

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଟିମ୍ ଇଣ୍ଡିଆ ପଛରେ ପଡ଼ିଯାଇଛି। ଏହାରି ଭିତରେ ସାମ୍ନାକୁ ଆସିଛି ଡ୍ରେସିଂ ରୁମ୍ ଗୁମର କଥା, ଗୌତମ ଗମ୍ଭୀରଙ୍କ ନାଲି ଆଖି। ଏହି ଘଟଣା କ୍ରିକେଟ ଜଗତରେ ହଇଚଇ ସୃଷ୍ଟି…

ତୀରନ୍ଦାଜୀରେ ପଦକ ଜିତିଲେ ବେଦାନ୍ତର କ୍ରୀଡାବିତ୍‍ ସଞ୍ଜୟ ମାଝୀ: ଏନଟିପିସି ଜାତୀୟ ତୀରନ୍ଦାଜୀ ଚାମ୍ପିୟନସିପରେ ମିଳିଲା କାଂସ୍ୟ ପଦକ

ଭୁବନେଶ୍ୱର: ବେଦାନ୍ତ କ୍ରୀଡା ପ୍ରୋତ୍ସାହନର ପ୍ରତିଭାବାନ ଯୁବ ତୀରନ୍ଦାଜ ସଞ୍ଜୟ ମାଝୀ ସମ୍ମାନଜନକ ଏନଟିପିସି ସିନିୟର ନ୍ୟାସନାଲ ଆର୍ଚରୀ ଚାମ୍ପିୟନଶିପ୍ ୨୦୨୪ରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ପ୍ରମୁଖ…

ତାଇଓ୍ଵାନକୁ ଚେତାବନୀ ଦେଲେ ସି ଜିନ୍ ପିଙ୍ଗ୍: ‘ଆମକୁ ଏକାଠି ହେବାରୁ କେହି ଅଟକାଇ ପାରିବେ ନାହିଁ’

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ମଙ୍ଗଳବାର (ଡିସେମ୍ବର ୩୧) ତାଇଓ୍ଵାନକୁ ଧମକ ଦେଇ ବର୍ଷ ଶେଷ କରିଛନ୍ତି। ନୂଆବର୍ଷର ଅଭିଭାଷଣରେ ଟ୍ରମ୍ପ କହିଛନ୍ତି, ତାଇୱାନ ସହ ମିଶିବାକୁ କେହି ଅଟକାଇ ପାରିବେ…

ଦେଢ଼ କୋଟି ପାଇଁ ସାଙ୍ଘାତିକ କାମ: ସମାଧିରୁ ମୃତଦେହ କାଢ଼ି ପୋଡ଼ିଲେ ସମ୍ପର୍କୀୟ

ନୂଆଦିଲ୍ଲୀ: ଗୁଜରାଟର ବନାସକଣ୍ଠା ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏକ ଥ୍ରିଲର ଫିଲ୍ମର କାହାଣୀ ଭଳି ଲାଗୁଛି । ଦେଢ଼ କୋଟି ଟଙ୍କାର ବୀମା ଦାବି ପାଇଁ ଜଣେ ବ୍ୟକ୍ତି ଏଭଳି ଦୁର୍ନୀତି କରିଛନ୍ତି,…

୨୦୨୫ର ପ୍ରଥମ ମ୍ୟାଚ୍ କେଉଁ ଦଳ ବିପକ୍ଷରେ ଖେଳିବ ଭାରତ? 

ନୂଆଦିଲ୍ଲୀ: ୨୦୨୪ ଟିମ୍ ଇଣ୍ଡିଆ ପାଇଁ ଏକ ମିଶ୍ରିତ ବର୍ଷ ଥିଲା। ବର୍ଷର ପ୍ରଥମାର୍ଦ୍ଧରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଟାଇଟଲ୍ ସମେତ ଅନେକ ବଡ଼ ସଫଳତା ହାସଲ କରିଛି। ଦ୍ୱିତୀୟାର୍ଧରେ ଟିମ୍ ଇଣ୍ଡିଆ ଘରୋଇ…

ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଫେରୁଛି ବାଘୁଣୀ ‘ଜିନ୍ନତ’, ମଧ୍ୟରାତ୍ରି ସୁଦ୍ଧା ପହଞ୍ଚିବ ଶିମିଳିପାଳ

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଫେରୁଛି ବାଘୁଣୀ 'ଜିନତ' । ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଅଣାଯାଉଛି । ମଧ୍ୟରାତ୍ରି ସୁଦ୍ଧା 'ଜିନ୍ନତ' ଶିମିଳିପାଳ ପହଞ୍ଚିବା ଆଶା । ପୁଣି…

ମାତ୍ର ୧୩ ବର୍ଷ ବୟସରେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି-୨୦୨୪ରେ ୩୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। କ୍ରୁନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଅନ୍ତର୍ଜାତୀୟ ତାରକା ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି।…

କାଲି ଲଗ୍ନରେ ଅବସ୍ଥାନ କରିବେ କେତୁ: ଘରେ ଘରେ ହେବ ଝଗଡ଼ା, ଜାଣନ୍ତୁ କାରଣ

ଭୁବନେଶ୍ୱର: ରାତି ପାହିଲେ ନୂଆ ବର୍ଷ। ଗାଁରୁ ସହର ସବୁଠି ନବ ବର୍ଷକୁ ଅପେକ୍ଷା କରିଛନ୍ତି ଲୋକ। ମଦ ପିଉଥିବା ଲୋକଙ୍କର ହୋଇ ପାରେ ସର୍ବନାଶ। ତେବେ କିପରି କଟିବ ନୂଆ ବର୍ଷର ପ୍ରଥମ ଦିନ। କେଉଁ ରାଶିର ଲୋକ ହେବେ…