ପୁଣି ରେକର୍ଡ ଭାଙ୍ଗିଲା ଏହି ରୟାଲ ଏନଫିଲ୍ଡ; ପାର୍ବଣରେ ବିକ୍ରି ହେଲା ହଜାର ହଜାର ବୁଲେଟ୍
ମୁମ୍ୱାଇ: ରୟାଲ ଏନଫିଲ୍ଡର ବାଇକକୁ ଭାରତରେ ଏକ ଭିନ୍ନ ଲୁକ୍ ମିଳିଥାଏ। ଖାଲି ବୁଲେଟ୍ ନୁହେଁ, କମ୍ପାନିର ଏମିତି ଅନେକ ବାଇକ୍ ରହିଛି, ଯାହାକୁ ଖୁବ୍ ପସନ୍ଦ କରାଯାଉଛି। ସେପ୍ଟେମ୍ବର ୨୦୨୪ର ସେଲ୍ସ ରିପୋର୍ଟ ଅନୁଯାୟୀ,…