କାହିଁକି ପ୍ରଥମ ସନ୍ତାନ ପାଇଁ ପାଳନ ହୁଏ ପ୍ରଥମାଷ୍ଟମୀ ପର୍ବ, ଏହା ପଛରେ କ’ଣ ରହିଛି ପରମ୍ପରା ?
ଭୁବନେଶ୍ୱର: ଓଡ଼ିଆମାନଙ୍କର ବାର ମାସରେ ତେର ପର୍ବ । ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପର୍ବ ପାଳନ ହୋଇଥାଏ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ…