INDvsBAN; ଚେନ୍ନାଇ ଟେଷ୍ଟରେ ଅଶ୍ବିନଙ୍କ ଜବରଦସ୍ତ ଶତକ, ଭାରତର ବ୍ୟାଟିଂ ବିପର୍ଯ୍ୟୟକୁ ଟାଳିଲେ ଅଶ୍ୱିନ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ଚେନ୍ନାଇ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନ ଶତକ ହାସଲ କରିଥିବା ବେଳେ ଭାରତ ପାଇଁ ଦମଦାର ପ୍ରଦର୍ଶନ। ଅଶ୍ୱିନ ଚମତ୍କାର ଇନିଂସ ଖେଳିଛନ୍ତି। ସେ ରବୀନ୍ଦ୍ର ଜାଡେଜାଙ୍କ ସହ ୧୮୦ରୁ ଅଧିକ ରନ୍…

ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ଲାଗୁହେଲା କର୍ଫ୍ୟୁ!; ଏକତ୍ରିତ-ଶୋଭାଯାତ୍ରା ଉପରେ କଟକଣା

ଭଦ୍ରକ: (ଓଡ଼ିଶା ଭାସ୍କର) ଧାମନଗର ଗୋଷ୍ଠୀ ସଂଘର୍ଷ ଘଟଣାରେ ଲାଗୁହେଲା କଟକଣା (BNSS ୧୬୩) । ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ BNSS ୧୬C । ୧ କି.ମି ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରା ଉପରେ…

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: (ଓଡ଼ିଶା ଭାସ୍କର) ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କୋର୍ଟରେ ମହିଳାଙ୍କ ବେଲ୍‌ ପ୍ରସଙ୍ଗ ନେଇ ଅସନ୍ତୋଷ ପ୍ରକାଶ କଲେ ମାଜିଷ୍ଟ୍ରେଟ୍‌…

ମଙ୍ଗଳ ଓ ଚନ୍ଦ୍ର ପରେ ଏବେ ଶୁକ୍ର ଗ୍ରହ ଉପରେ ଭାରତର ନଜର; ୨୦୨୮ ସୁଦ୍ଧା ଶେଷ ହେବ ମିଶନ

ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ କ୍ୟାବିନେଟର ପ୍ରଥମ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ 'ଶୁକ୍ର ଅର୍ବିଟ ମିଶନ'କୁ ଅନୁମୋଦନ କରିଛନ୍ତି…

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ

ନୂଆଦିଲ୍ଲୀ: ଏକ ଦଶନ୍ଧି ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫୮ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ଗତ ୩୫ ବର୍ଷ…

ଚନ୍ଦ୍ରଯାନ-୪ ଓ ଶୁକ୍ର ଅର୍ବିଟର ମିଶନକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ମନ୍ତ୍ରୀମାନେ ଚନ୍ଦ୍ରଯାନ-୪ ଅଭିଯାନକୁ ଅନୁମୋଦନ କରିଛନ୍ତି। ଭାରତୀୟ ମହାକାଶଚାରୀମାନଙ୍କୁ ଚନ୍ଦ୍ରକୁ ନେଇ ସୁରକ୍ଷିତ ଭାବେ ପୃଥିବୀକୁ…

Video; ସେଦିନ ରାତିରେ ଭରତପୁର ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କ’ଣ ହୋଇଥିଲା?

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ହୋଇଛନ୍ତି ବଡ଼ ବଡ଼ ପୋଲିସ କର୍ମଚାରୀ। ହେଲେ ସେଦିନ ରାତିରେ ଭରତପୁର ଥାନାରେ କ’ଣ ଘଟିଥିଲା? କ’ଣ ପାଇଁ ପୋଲିସ କର୍ମଚାରୀ…

ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା, ବିପଜ୍ଜନକ ହେଉଛି କି ଏହି ଭୂତାଣୁ?

ନୂଆଦିଲ୍ଲୀ: କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ। ଏଥିରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଅନୁସନ୍ଧାନ ରିପୋର୍ଟରେ…

ଲେବନାନ୍ ସିରିଏଲ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ନୂଆଦିଲ୍ଲୀ: ଲେବନାନରେ ହୋଇଥିବା ସିରିଏଲ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ ଆବିୟାଦ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷର ନାବାଳିକା ଏବଂ ଜଣେ ୧୧…

ଶୁଖିଲା ଲଙ୍କାରେ କରନ୍ତୁ ବାସ୍ତୁ ଉପଚାର; ସମସ୍ତ କ୍ଷେତ୍ରରେ ମିଳିବ ଉନ୍ନତି, ସୁଖ-ସମୃଦ୍ଧି

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ବାସ୍ତୁ ପ୍ରତିକାରର ବିଶେଷ ମହତ୍ତ୍ୱ ରହିଛି। ରୋଷେଇ ଘରେ ରଖାଯାଇଥିବା ଲାଲ ଲଙ୍କା କେବଳ ରୋଷେଇ ପାଇଁ ବ୍ୟବହୃତ ହୁଏ ନାହିଁ ବରଂ ଶୁଖିଲା ଲାଲ ଲଙ୍କା ଘରର ବାସ୍ତୁ ଦୋଷ ଏବଂ ଅନ୍ୟାନ୍ୟ…