ନାଗପୁରରେ ପହଞ୍ଚିଲା ତୃତୀୟ ଲହର, ମନ୍ତ୍ରୀ କହିଲେ- ‘ପୁଣି ଲାଗିବ କଟକଣା’

ନାଗପୁର: ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତକିଛି ଦିନ ହେବ ପୁଣି ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ରାଜ୍ୟ କ୍ୟାବିନେଟ…

ରାଜ୍ୟରେ ପୁଣି ୬୩୮ ପଜିଟିଭ୍ ଚିହ୍ନଟ, ୯୩ ଶିଶୁ ଆକ୍ରାନ୍ତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିଲେ କାହିଁକି ଲାଗିଥାଏ ଦୋଷ ? ଜାଣନ୍ତୁ କାରଣ ଓ ଏଥିରୁ ରକ୍ଷା ପାଇବାର ଉପାୟ

ଆଉ ୨ ଦିନ ପରେ ଆସୁଛି ଗଣେଶ ଚତୁର୍ଥୀ । ଚଳିତବର୍ଷ ସେପ୍ଟେମ୍ବର ୧୦ରୁ ଗଣେଶୋତ୍ସବ ଆରମ୍ଭ ହେବ । ଉତ୍ସବ ଦିନ ଅର୍ଥାତ୍ ଗଣେଷ ଚତୁର୍ଥୀରେ ଚନ୍ଦ୍ରକୁ ଦେଖନ୍ତୁ ନାହିଁ । ଧର୍ମ ଓ ପୁରାଣରେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର…

ରାଜ୍ୟରୁ ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…

ନାବାଳିକାକୁ ୨ ଦିନ ଧରି କରିଥିଲେ ଗଣଦୁଷ୍କର୍ମ, ଯେତେ ଚିତ୍କାର କଲେ ବି…

ପୁଣେ: ମହାରାଷ୍ଟ୍ରର ପୁଣେରୀ ପୁଣି ଏକ ହୃଦୟ ବିଦାରକ ଖବର ସାମ୍ନରକୁ ଆସିଛି, ଯେଉଁଠି କିଛି ଅମଣିଷ ୨ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ନାବାଳିକାର ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ତାକୁ ପୁଣେ ରେଳ…

ସରକାରୀ କର୍ମଚାରୀଙ୍କୁ ଦୀପାବଳିରେ ମିଳିବ ୨,୧୮,୨୦୦ ଟଙ୍କା!

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା ବା ଡିଏ, ଡିଆର ଓ ଏଚଆରଏ ବୃଦ୍ଧି ପରେ ଏବେ ଦୀପାବଳି ପୂର୍ବରୁ ପୁଣିଥରେ ସରକାରୀ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଜୁଲାଇରେ ମହଙ୍ଗା ଭତ୍ତା ୧୭ରୁ ୨୮ % ଓ ଘର…

ପୁଣି ନୂଆ ରେକର୍ଡ, ୧୧ ଦିନରେ ତୃତୀୟ ଥର ପାଇଁ ୧କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ବିରୋଧରେ ଟିକାକରଣ ଅଭିଯାନ ପ୍ରତିଦିନ ରେକର୍ଡ କରୁଛି । ସୋମବାର ଦିନ ଦେଶରେ ୧ କୋଟିରୁ ଅଧିକ ଲୋକଙ୍କୁ ଟିକା ଲଗାଯାଇଛି । ୧୧ ଦିନ ମଧ୍ୟରେ ଏହା ତୃତୀୟ ଥର, ଯେବେ ଦେଶରେ ଗୋଟିଏ ଦିନରେ ୧…

ଏହି ସମୟରେ କରନ୍ତୁ ଗଣେଶ ପୂଜା, କିନ୍ତୁ ଭୁଲରେ ବି କରନ୍ତୁ ନାହିଁ ଚନ୍ଦ୍ରମା ଦର୍ଶନ

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀର ବିଶେଷ ମହତ୍ତ୍ୱ ରହିଛି । ଭାଦ୍ରବ ମାସର ଶୁକ୍ଲ ଚତୁର୍ଥ ଦିନରେ ବିଦ୍ୟାର ଦେବତା ଗଣେଶଙ୍କର ପୂଜା କରାଯାଏ । ସମସ୍ତ ଦେବତାଙ୍କ ଆରାଧ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା କରିବା ଓ ତାଙ୍କୁ…

ଭଗବାନ ଗଣେଶଙ୍କ ଏହି ଉପାୟ ପାଳନ କରନ୍ତୁ, ଦୂରେଇ ଯିବ ବାସ୍ତୁ ଦୋଷ

ଆଉ ଦିନ କେଇଟା ପରେ ଆସୁଛି ଗଣେଶ ପୂଜା । କିନ୍ତୁ କରୋନା ପାଇଁ ଏଥର ବି ଗଣେଶ ପୂଜା ଟିକେ ଫିକା ପଡିଯିବ । ତେବେ ଆପଣ ଜାଣନ୍ତି କି, ହିନ୍ଦୁ ଶାସ୍ତ୍ର ଅନୁସାରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତାଙ୍କୁ ପୂଜା…

ଘୂର୍ଣ୍ଣବଳୟ ନେଲା ଲଘୁଚାପର ରୂପ , ସକାଳ ୮ଟା ୩୦ ଯାଏଁ ୧୪ ଜିଲ୍ଲା ସାବଧାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।…