ଶୀତଦିନ ପାଇଁ ଆସିଲା କରୋନା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ସଙ୍କଟ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ଏଥିପାଇଁ ଟିକାକରଣ ସହିତ କିଛି କଟକଣାକୁ କଡ଼ାକଡ଼ି ପାଳନ କରାଯାଉଛି । ଏହାରି ମଧ୍ୟରେ ଶୀଜଦିନ ପାଇଁ…

ପୋଲିସ ହାତରେ କୁଖ୍ୟାତ ଲୁଟେରା, ୩୫ ବର୍ଷରେ ୫ ଶହ ଚୋରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ହାତରେ ଧରାପଡିଛି ଜଣେ କୁଖ୍ୟାତ ଚୋର । ଆଜି କଟକରେ ଚୋରି ଉଦ୍ୟମ କରୁଥିବା ବେଳେ ଧରାପଡିଛି କୁଖ୍ୟାତ ଚୋର ହେମନ୍ତ ଦାସ । ୧୯୮୬ ମସିହାରୁ ୩୫ ବର୍ଷ ଧରି ହେମନ୍ତ ଚୋରି…

ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ମେଡିସିନ୍ କ୍ଷେତ୍ର ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ଡେଭିଡ ଜୁଲିଅସ୍ ଓ ଆଡେମ ପାଟାପୋସିଆନଙ୍କୁ ମିଳିତ ଭାବେ ନୋବେଲ ମିଳିବ ବୋଲି ଘୋଷଣା ହୋଇଛି । ଏହି ୨ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ମିଳିତ…

ପିପିଲି ପରାଜୟ ପରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ବଡ଼ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ ହୋଇଛନ୍ତି । ଏହାକୁ ନେଇ ବିଜେପି ଓ କଂଗ୍ରେସର ବହୁ ନେତା ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି…

ସୁନ୍ଦରଗଡ଼ ରେପ୍ କେସ୍: ଦୁଷ୍କର୍ମକାରୀଙ୍କୁ ୨୫ ବର୍ଷ ଜେଲଦଣ୍ଡ

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଦୁଷ୍କର୍ମକାରୀଙ୍କୁ ହୋଇଛି ୨୫ ବର୍ଷର ଜେଲଦଣ୍ଡ । ଅଭିଯୁକ୍ତ ଟୁନୁ କିଷାନ ଓ ପ୍ରହ୍ଲାଦ କିଷାନଙ୍କୁ ଜେଲଦଣ୍ଡର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ ।…

ଲଖୀମପୁର ହିଂସାକାଣ୍ଡ ମାମଲାରେ ନବଜୋତ ସିଂ ସିଦ୍ଧୁ ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଆସିଛି ବଡ଼ ଖବର । ମାମଲାକୁ ନେଇ ଚଣ୍ଡିଗଡ଼ର ରାଜଭବନ ଆଗରେ ଆନ୍ଦୋଳନ କରୁଥିବା ନବଜୋତ ସିଂ ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ…

ଲଖୀମପୁର ହିଂସା: ମୃତକଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଯୋଗୁଁ ୪ କୃଷକ, ୩ ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଅର୍ଥାତ ଏହି ହିଂସାକାଣ୍ଡରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି…

୨ ପତ୍ନୀ ଓ ଛୁଆଙ୍କୁ ଛାଡି ଚାଲିଯାଇଥିଲା ବ୍ୟକ୍ତି, ୪୭ ବର୍ଷ ପରେ ଫେରିଲା ତ ପତ୍ନୀଙ୍କୁ…

ନୂଆଦିଲ୍ଲୀ: ଜଣେ ବୃଦ୍ଧଙ୍କ ଅଜବ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୩୭ ବର୍ଷ ବୟସରେ ସେ ନିଜର ୨ ପତ୍ନୀ ଓ ୫ ଛୁଆଙ୍କୁ ଛାଡି ଅଚାନକ୍ କୁଆଡେ ପଳାଇଥିଲେ । ପ୍ରାୟ ୪୭ ବର୍ଷ ପରେ ନିଜ ପରିବାରକୁ ଫେରିବା ପରେ ଯାହା…

ଗଜପତିରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଗଜପତି(ଓଡ଼ିଶା ଭାସ୍କର): ଗଜପତି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତିର ୧ ଲକ୍ଷ ୩୭ ହଜାର ପରିବାର ଏହି ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ…

ପାଣ୍ଡୋରା ପେପର୍ସ ଲିକ୍; ରିପୋର୍ଟରେ ରହିଛି ପ୍ରାୟ ୩୦୦ ଭାରତୀୟଙ୍କ ନାଁ, ବଢ଼ିପାରେ ଧନୀଲୋକଙ୍କ ଅଡୁଆ

ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ନାଁରେ ଆଉ ଏକ ତଥ୍ୟ ଲିକ୍ ଘଟଣା ସାମ୍ନାକୁ ଆସିଛି । ଏଥିରେ ଗୁପ୍ତ ସମ୍ପତ୍ତି ରଖିଥିବା ଓ ବେଆଇନ୍ ଉପାୟରେ ନିବେଶ ଭଳି କାର୍ଯ୍ୟରେ ଲିପ୍ତ ଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କ…