ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୭ ଯାଏ ରାଜ୍ୟରେ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡିଶା ଭାସ୍କର): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଳଘୁଚାପର ରୂପ ନେଇଛି । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଫଳରେ ୨୭ ତାରିଖ ଯାଏ…

କମୁନି ମୃତ୍ୟୁସଂଖ୍ୟା! ଓଡ଼ିଶାରୁ ପୁଣି ୬୭ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଓଡ଼ିଶାରୁ ପୁଣି ବାହାରିଲେ ପଜିଟିଭ୍, ଜାଣନ୍ତୁ ଆଜି କେତେ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୧. ୪୧ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୪୧ ହଜାର ୮୮୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୨୭ ଲକ୍ଷ ୮୩…

ଲେମ୍ବୁ ଓ ଗୁଡ଼ର ପାଣି ପିଇବା ଦ୍ୱାରା କମିଥାଏ ଓଜନ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଆପଣ ଲେମ୍ବୁ ଓ ମହୁ ପିଇବାର ଉପକାର ତ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଲେମ୍ବୁ ଏବଂ ଗୁଡର ପାଣି ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ । ଯେଉଁମାନେ ଓଜନ କମାଇବାକୁ କଠିନ ପରିଶ୍ରମ କରୁଛନ୍ତି, ସେମାନେ ଏହି…

ଭାରତ କଲା ବିଶ୍ୱ ରେକର୍ଡ: ମାତ୍ର ୨୪ ଘଣ୍ଟାରେ ନିର୍ମାଣ କଲା ୨.୫ କିଲୋମିଟରର ୪ ଲେନ୍ କଂକ୍ରିଟ ରାସ୍ତା

ନୂଆଦିଲ୍ଲୀ: କୋଭିଡ କଟକଣା ମଧ୍ୟରେ ଜାତୀୟ ରାଜପଥ ନିର୍ମାଣରେ ତୀବ୍ର ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ଟ୍ୱିଟରରେ ସେ କହିଛନ୍ତି ଯେ ୨୦୨୦-୨୧ ମଧ୍ୟରେ ରାଜପଥ…

ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ହାତଲେଖା ଚିଠି, କ’ଣ ରହିଛି ଚିଠିରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଛନ୍ଦି ହେବାରେ ଲାଗିଛି । କାହା କଥାରେ କାହାର ତାଳମେଳ ରହୁନି । ମଙ୍ଗଳବାର ଦିନ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବୟାନ ଓ…

କରୋନା କଟକଣାକୁ ଫୁ’! ରଥ ଉପରୁ ଫଟୋ ଭାଇରାଲ

ପୁରୀ(ଓଡ଼ିଶଶ ଭାସ୍କର): କୋଭିଡ କଟକଣା ସହ ସରିଛି ରଥଯାତ୍ରା । ପ୍ରଶାସନର ଏତେ କଡା କଟକଣା ପରେ ବି ରଥ ଉପରର ଫଟୋ ଭାଇରାଲ ହୋଇଛି । ଶ୍ରୀବଳଭଦ୍ରଙ୍କ ରଥରେ ଚଢ଼ି ୨ ଯୁବକ ସେଲ୍ଫି ନେଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି…

ଆସିଲା କି ତୃତୀୟ ଲହର! ଦେଶରେ ପୁଣି ରେକର୍ଡ ସ୍ତରରେ ମୃତ୍ୟୁ ସଂଖ୍ୟା, ଜାଣନ୍ତୁ ଆଜି କେତେ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଆଜି ପୁଣି ବଢ଼ିଯାଇଛି । ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଆଜିର ମୃତ୍ୟୁସଂଖ୍ୟା ତୃତୀୟ ଲହର ଡରକୁ ଆହୁରି ବଢ଼ାଇଦେଇଛି । ଗତ କିଛି ଦିନ ହେବଦେଶରେ ମୃତ୍ୟୁସଂଖ୍ୟା…

ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ତାଲିବାନର ଲୋଲୁପ ଦୃଷ୍ଟି, ମାଗିଲା ୧୫ ବର୍ଷରୁ ଅଧିକ ବୟସର ଝିଅଙ୍କ ଲିଷ୍ଟ

ଆଫଗାନିସ୍ତାନ ଉପରେ ବଡ଼ ସଙ୍କଟ । ଆଫଗାନିସ୍ତାନରେ ତାଲିବାନ ୮୫% ଅଞ୍ଚଳ ଦଖଲ କରି ନିଜ କବଜାକୁ ନେଇସାରିଛି । ଏହାରି ମଧ୍ୟରେ ଆମେରିକାର ସେନା ଫେରିଯିବାରୁ ଆଫଗାନିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଲଢ଼ୁଛନ୍ତିି ।…