ଦଶମ ଓ ITI ପାସ୍ ଯୁବକ ଯୁବତୀଙ୍କ ପାଇଁ ରେଳବାଇରେ ବାହାରିଲା ନିଯୁକ୍ତି, ୧୧୦୦ ରୁ ଅଧିକ ପଦବୀ ପାଇଁ ଏଠାରେ ଆବେଦନ କରନ୍ତୁ
ପୂର୍ବ କେନ୍ଦ୍ରୀୟ ରେଳବାଇ (ଇସିଆର) ୧୧୫୪ଟି ଆପ୍ରେଣ୍ଟିସ୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ପୂର୍ବ କେନ୍ଦ୍ରୀୟ ରେଳବାଇର ରେଳ ନିଯୁକ୍ତି ସେଲର ଅଫିସିଆଲ୍ ୱେବସାଇଟ୍…