ଏହି ଯୋଜନାରେ କେବଳ ମହିଳାମାନଙ୍କ ପାଇଁ ଆକାଉଣ୍ଟ ଖୋଲାଯାଇପାରିବ, ମିଳିବ ଜବରଦସ୍ତ ସୁଧ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ବର୍ଗ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ସଞ୍ଚୟ ଯୋଜନା ଆଣିଛନ୍ତି। ତେବେ କେନ୍ଦ୍ର ସରକାର ମଧ୍ୟ ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି, ଯେଉଁଥିରେ ନିବେଶ ଦ୍ୱାରା…