କରୋନା ପରେ ଆସିଲା ବିପଜ୍ଜନକ ରୋଗ, ଏହି ଦେଶରେ ହାହାକାର, ଏପରି ଚିହ୍ନନ୍ତୁ ଲକ୍ଷଣ
ନୂଆଦିଲ୍ଲୀ: କରୋନା ଭାଇରସ୍ ପରେ ଆଫ୍ରିକାରେ ଏକ ନୂଆ ରୋଗ ସୃଷ୍ଟି ହୋଇଛି । ଏହି ରୋଗ ଆଫ୍ରିକୀୟ ଦେଶ ଉଗାଣ୍ଡାର ଅନେକ ଲୋକଙ୍କୁ ପ୍ରଭାବିତ କରିଛି । ଏହି ରହସ୍ୟମୟ ରୋଗର ନାମ ଡିଙ୍ଗା ଡିଙ୍ଗା ବୋଲି କୁହାଯାଉଛି । ଯଦି…