୧୯୦୧ ପରଠାରୁ ଅକ୍ଟୋବର ଥିଲା ସବୁଠାରୁ ଉତ୍ତପ୍ତ, ନଭେମ୍ବର ମଧ୍ୟ ହୋଇପାରେ ଗରମ: ଜାଣନ୍ତୁ କେବେଠୁ ପଡ଼ିବ ଥଣ୍ଡା
ଆଜିକାଲି ସାରା ଦେଶରେ ପାଣିପାଗର ଢ଼ାଞ୍ଚା ବଦଳୁଥିବା ଜଣାପଡିଛି । ସାଧାରଣତଃ ଦିୱାଲୀ ପାଖାପାଖି ଥଣ୍ଡା ଆରମ୍ଭ ହୁଏ । କିନ୍ତୁ ଏଥର ଏହାର କୌଣସି ଚିହ୍ନ ମଧ୍ୟ ନାହିଁ । ଦେଶରେ ଶୀତ କେବେ ଆରମ୍ଭ ହେବ?
ପାଣିପାଗ…