ଘର ତିଆରି କରିବାର ସ୍ୱପ୍ନ ରହିଯିବ ସ୍ୱପ୍ନରେ ! ମୌସୁମୀ ସରିବାରୁ ପୁଣି ବଢ଼ିଗଲା ସିମେଣ୍ଟର ମୂଲ୍ୟ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦେଶରେ ମୌସୁମୀ ଋତୁ ଶେଷ ହେଉଛି ଏବଂ ମୌସୁମୀ ବାଦଲ ପ୍ରାୟ ସମସ୍ତ ଅଞ୍ଚଳରୁ ବିଦାୟ ନେଇଛି । ଏହାର ପ୍ରତ୍ୟକ୍ଷ ପ୍ରଭାବ ବର୍ତ୍ତମାନ ନିର୍ମାଣ କାର୍ଯ୍ୟକଳାପ ଉପରେ ଦେଖାଯାଉଛି ଏବଂ ଦେଶରେ ନିର୍ମାଣ କାର୍ଯ୍ୟ…