ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କୁ ଆଶ୍ୱସ୍ତି, ଇସ୍ତଫା ମଞ୍ଜୁର କଲା ରେଲୱେ

ନୂଆଦିଲ୍ଲୀ: ଭାରତୀୟ ରେଳ ସୋମବାର ଦିନ ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ଇସ୍ତଫା ଗ୍ରହଣ କରିଛି । ଶୁକ୍ରବାର ଦିନ କଂଗ୍ରେସରେ ଯୋଗଦେବା ପୂର୍ବରୁ ଉଭୟ କୁସ୍ତିଯୋଦ୍ଧା ସେମାନଙ୍କ ରେଲୱେ ଚାକିରିରୁ ଇସ୍ତଫା ଦେଇଥିଲେ…

ସୁନା ଦରରେ ସାମାନ୍ୟ ହ୍ରାସ , ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ଦାମ୍

ଭୁବନେଶ୍ୱର : ଆଜି କଟକ ଓ ଭୁବନେଶ୍ୱରରେ ସୁନାର ଦର ସ୍ଥିର ରହିଛି । ଗତକାଲି ଅପେକ୍ଷା ସୁନାର ଦାମ୍ ସ୍ଥିର ରହିଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୮୭୦ ଟଙ୍କା ରହିଛି । ସେହିପରି ୨୨…

୩୫୦ ମିଟର ଯାଏଁ ଟାଣିନେଲେ ଚୋର, ତଥାପି ମୋବାଇଲ ପାଇଁ ସଂଘର୍ଷ ଜାରି ରଖିଥିଲେ ଛାତ୍ରୀ: ଦେଖନ୍ତୁ ଏହି ଭୟଙ୍କର ଲୋମଟାଙ୍କୁରା Video

ନୂଆଦିଲ୍ଲୀ: ପଞ୍ଜାବର ଜଲନ୍ଦରରୁ ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ତିନିଜଣ ବାଇକ୍ ଚଳାଉଥିବା ଡକାୟତ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଘୋଷାଡ଼ି ନେଉଥିବାର ନଜର ଆସିଛନ୍ତି । ପୋଲିସର ସୂଚନାନୁସାରେ,…

୭ ଦିନ ପାଇଁ ସୋସିଆଲ ମିଡିଆଠାରୁ ଦୂରେଇ ରହିଲେ କ’ଣ ହେବ ? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କେତେ ପକାଇବ ପ୍ରଭାବ

ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ସୋସିଆଲ ମିଡିଆ ହେଉଛି ଏହି ଯୁଗର ସବୁଠାରୁ ବଡ ନିଶା । କିଛି ଲୋକ ଅନେକ ଘଣ୍ଟା ଧରି ସୋସିଆଲ ମିଡିଆର ଜାଲରେ ଫସି ରହିଛନ୍ତି ଏବଂ ଅନ୍ୟ କିଛି କାମ କରିବାକୁ ଭୁଲିଯାଆନ୍ତି ।…

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି : ପ୍ରତି ସପ୍ତାହରେ ୪ ଦିନ ଅନଲାଇନରେ ହେବ +2 ପାଠପଢ଼ା

ଭୁବନେଶ୍ୱର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ମାଗଣା କୋଚିଂ ପ୍ରଦାନ କରିବା ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଶିକ୍ଷା ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।…

ସରକାରଙ୍କ ବଡ ଘୋଷଣା: NRC ନମ୍ବର ନ ଦେଲେ ମିଳିବନି ଆଧାର କାର୍ଡ଼

ନୂଆଦିଲ୍ଲୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ବଡ଼ ଘୋଷଣା କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ ତିଆରି କରିବାରେ ଆହୁରି କଠୋର ହୋଇଛନ୍ତି । ବର୍ତ୍ତମାନ…

ସୁଡାନର ବଜାରରେ ମୃତ୍ୟୁର ତାଣ୍ଡବ! ଗୁଳିକାଣ୍ଡରେ ୨୧ ମୃତ, ୬୭ ଗୁରୁତର

୧୬ ମାସରୁ ଅଧିକ ସମୟ ଧରି ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଡାନରେ ଯୁଦ୍ଧ ଚାଲିଛି । ଏପର୍ଯ୍ୟନ୍ତ ୨୦ ହଜାର ଲୋକ ଏଥିରେ ପ୍ରାଣ ହରାଇଛନ୍ତି । ଏଥି ସହିତ ସୁଡାନର ସେନାର ଏକ ବଜାରରେ ଗୁଳିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ…

ଚା’ ପିଉଥିଲେ ସାବଧାନ ! ବିଶେଷଜ୍ଞମାନେ କହିଲେ ଏହାର ଅସୁବିଧା

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା' କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା' ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳିି ମତବ୍ୟକ୍ତ କରିଛନ୍ତି…

ସାପ ସହ ଖେଳିବା ପଡିଲା ମହଙ୍ଗା ! ଭାଇରାଲ ହେବା ଚକ୍କରରେ ଚାଲିଗଲା ଜୀବନ, ଦେଖନ୍ତୁ Video

ନୂଆଦିଲ୍ଲୀ: ସାପ ସହ ଖେଳିବା ପଡିଲା ମହଙ୍ଗା। ଚାଲିଗଲା ୨୦ବର୍ଷୀୟ ଯୁବକଙ୍କ ଜୀବନ । ଏହି ଘଟଣା ତେଲେଙ୍ଗାନାର କାମାରେଡି ଜିଲ୍ଲାରେ ଘଟିଛି ଏବଂ ବ୍ୟକ୍ତି ଜଣକ ଶିବରାଜ ବୋଲି ସାମ୍ନାକୁ ଆସିଛି । ସୂଚନା ମିଳିଛି ଯେ,…

ଏହି ଗାଁରେ ଜୋତା ଏବଂ ଚପଲ ପିନ୍ଧିବା ଉପରେ ନିଷେଧାଦେଶ, ନମାନିଲେ କଠୋର ଦଣ୍ଡ: ଜାଣନ୍ତୁ ଭାରତର କେଉଁଠି

ଭାରତରେ ଲୋକମାନେ ସାଧାରଣତଃ ଘରେ ଜୋତା ଏବଂ ଚପଲ ବ୍ୟବହାର କରନ୍ତି ନାହିଁ। ଲୋକମାନେ ଘର ଭିତରକୁ ଯିବା ପୂର୍ବରୁ ଜୋତା ଏବଂ ଚପଲ ବାହାର କରିଦିଅନ୍ତି । ଲୋକମାନେ ଘର ଭିତରେ ଖାଲି ପାଦରେ ରୁହନ୍ତି । କିନ୍ତୁ ଭାରତରେ…