ଏଥର ନିର୍ବାଚନରେ କେତୋଟି ଆସନ ହାସଲ କରିବ BJP ? ଶିବରାଜ୍ କଲେ ଭବିଷ୍ୟବାଣୀ
ଭୋପାଳ: ଦେଶର ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଆସନ୍ତା ୨୫ରେ ହେବ ଷଷ୍ଟ ପର୍ଯ୍ୟାୟ ନିର୍ବାଚନ । ବର୍ତ୍ତାମାନ ବାକି ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ସବୁ ରଜନୈତିକ ଦଳ । ଆଉ ନିର୍ବାଚନୀ…