fbpx

ବକ୍ସର୍ ଟ୍ରେନ୍ ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର? ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଭଙ୍ଗା ଟ୍ରାକ୍

ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପରି ବକ୍ସର୍ ଟ୍ରେନ୍ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ରଚାଯାଇଥିବା କଥା କୁହାଯାଉଛି । ଦୁର୍ଘଟଣା ପରେ ଅନୁସନ୍ଧାନ ବେଳେ ଅନେକ ସ୍ଥାନରେ ରେଳ ଟ୍ରାକ୍ ଭାଙ୍ଗି ଯାଇଥିବା ଦେଖିବାକୁ…

ପିଲାମାନଙ୍କର ଏହି ଲକ୍ଷଣ ହାଇଡ୍ରୋସେଫାଲସ୍ ରୋଗର ସଙ୍କେତ, ମାରାତ୍ମକ ହୋଇଥାଏ ଏହି ରୋଗ

ପାଞ୍ଚ ବର୍ଷର ବାଳିକା ହାଇଡ୍ରୋସେଫାଲସ୍ ରୋଗରେ ପୀଡିତ ଥିଲା । ଏହି କାରଣରୁ ସେ ଚାଲିବାରେ ଅସୁବିଧାର ସାମ୍ନା କରୁଥିଲା ଏବଂ ଶରୀରର ଅନେକ ଅଙ୍ଗ ସଠିକ୍ ଭାବରେ କାମ କରୁନଥିଲା । ଅସୁସ୍ଥତା ହେତୁ ଦୃଷ୍ଟି ଶକ୍ତି…

ଶରୀରରେ ରହିଛି କି ଷ୍ଟ୍ରେଚ ମାର୍କ ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଟିପ୍ସ

ବୟସ ହେଉ ବା ଗର୍ଭାବସ୍ଥା ଓ ମୋଟାପଣ ଯୋଗୁଁ ମହିଳାଙ୍କ ଶରୀରରେ ଷ୍ଟ୍ରେଚ ମାର୍କ ହୋଇଥାଏ । ଯାହା ଦେଖିବାକୁ ଖୁବ୍ ଅସୁନ୍ଦର ଦେଖାଯାଇଥାଏ । ମହିଳାଙ୍କ ପାଇଁ ଷ୍ଟ୍ରେଚମାର୍କ ଏକ ବଡ଼ ସମସ୍ୟା । ଏହା ଦ୍ୱାରା ସେମାନଙ୍କ…

ରାତିରେ ବେଡକୁ ଯିବା ପରେ କରନ୍ତୁନି ଏହି ଭୁଲ୍, ନଚେତ୍ କେବେ ବି ହେବେନି ପତଳା

ଅନେକ ଥର ଓଜନ କମାଇବାର ଟାଗେର୍ଟକୁ ହାସଲ କରିବା ପ୍ରୟାସରେ ଆମେ ଦୈନନ୍ଦିନ ବ୍ୟବହାର ଉପରେ ଧ୍ୟାନ ଦେଉ ଓ ଏହା ଭୁଲି ଯାଉ କି ଶୋଇବା ପୂର୍ବରୁ ଆମେ ଯାହା କରୁ ତାହାର ପ୍ରଭାବ ଆମ ଶରୀର ଉପରେ ପକାଇପାରେ । ଯଦି ଆପଣ ସେହି…

ଧନୀ ହେବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଟିପ୍ସ

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ବାସ୍ତୁଶାସ୍ତ୍ର…

ଓଡ଼ିଶାରେ NHAI ପ୍ରକଳ୍ପ ପ୍ରସଙ୍ଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ…

କ୍ୟାବିନେଟ ସଚିବାଳୟରେ ସରକାରୀ ଚାକିରି, ମାଗଣାରେ କରନ୍ତୁ ଆବେଦନ : ଦରମା ୯୦୦୦୦

ନୂଆଦିଲ୍ଲୀ: ଯଦି ଆପଣ ଭାରତ ସରକାରଙ୍କ ଏକ ସରକାରୀ ବିଭାଗରେ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ସରକାରଙ୍କ କ୍ୟାବିନେଟ ସଚିବାଳୟରେ ଡେପୁଟି ଫିଲ୍ଡ ଅଫିସର…

Israel-Hamas war : ପାଲେଷ୍ଟାଇନରେ ଫସି ରହିଥିବା ନାଗରିକଙ୍କ ପାଇଁ ଭାରତ ସରକାର ଜାରି କଲେ ହେଲ୍ପଲାଇନ , ଜାଣନ୍ତୁ କ’ଣ ରହିଛି ନମ୍ବର

ନୂଆଦିଲ୍ଲୀ: ଆଜି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ସଂଘର୍ଷର ପଞ୍ଚମ ଦିନ । ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହା ସହ ହଜାର ହଜାର ଲୋକ ଆହତ ହୋଇଛନ୍ତି…

ଚାଷୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ମୋଦୀ ସରକାର, ପିଏମ କିଷାନ ସମ୍ମାନ ନିଧିରେ ମିଳିବ ୮୦୦୦ ଟଙ୍କା

ନୂଆଦିଲ୍ଲୀ: ଛୋଟ ଚାଷୀଙ୍କୁ ମୋଦୀ ସରକାର ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ପରିମାଣକୁ ୬୦୦୦ ରୁ ୮୦୦୦ ଟଙ୍କାକୁ ବୃଦ୍ଧି କରିପାରନ୍ତି…

ଲୋକଙ୍କ ସାମର୍ଥ୍ୟ ଓ ଦକ୍ଷତା ଯୋଗୁଁ ଭାରତ ବୈଶ୍ୱିକସ୍ତରରେ ଆର୍ଥିକ ଅଭିବୃଦ୍ଧି ଓ ଅଭିନବତ୍ୱର ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି:…

ନୂଆଦିଲ୍ଲୀ: ଦେଶର ଲୋକଙ୍କ ସାମର୍ଥ୍ୟ ଓ ଦକ୍ଷତା ଯୋଗୁଁ ଭାରତ ବୈଶ୍ୱିକସ୍ତରରେ ଆର୍ଥିକ ଅଭିବୃଦ୍ଧି ଓ ଅଭିନବତ୍ୱର ଶକ୍ତିକେନ୍ଦ୍ର ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଅନ୍ତର୍ଜାତୀୟ…