fbpx

ପାର୍ବଣ ଋତୁରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ଖୁସିଖବର: ଏହି କମ୍ପାନୀ ଦେବାକୁ ଯାଉଛି ୫ ଲକ୍ଷରୁ ଅଧିକ ନିଯୁକ୍ତି

ନୂଆଦିଲ୍ଲୀ: ଆଜିକାଲି ଚାକିରିକୁ ନେଇ ଅନେକ ସମସ୍ୟା ବଢ଼ିଯାଇଛି । ଦିନକୁ ଦିନ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆସିଛି ଏକ ଖୁସି ଖବର । ଅନଲାଇନ୍ ସପିଂ କମ୍ପାନୀ ମେଶୋ ଆସନ୍ତା ପାର୍ବଣ ଋତୁରେ…

ଶୁକ୍ରବାର ବେଳକୁ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ: ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଏହି ୧୭ ଜିଲ୍ଲାକୁ ଦିଆଗଲା ୟେଲୋ…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି । ଅପରପକ୍ଷରେ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଆସନ୍ତା…

ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କେନ୍ଦ୍ର ଦେଇଛି ୧୩ ହଜାର ୫୧୨ କୋଟିରୁ ଅଧିକ ଟଙ୍କାର ସହାୟତା : ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୮ ହଜାର ୩୬୬ ଦଶମିକ ୨୪ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ୩୦ କିଲୋମିଟରର କାମ ଚାଲୁ ରହିଛି । ଏ ବାବଦରେ ୩୧ ହଜାର…

ସ୍ୱାଦ ଚକ୍କରରେ ଭାରତୀୟମାନେ ଅଧିକ ଲୁଣ ଖାଉଛନ୍ତି, ଯାହାଦ୍ୱାରା ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ବଢ଼ୁଛି ଆଶଙ୍କା: ଷ୍ଟଡୀ

ଖାଦ୍ୟରେ କମ୍ କିମ୍ବା ଅଧିକ ଲୁଣ ଥିଲେ, ତାହା ଖାଦ୍ୟର ସ୍ୱାଦକୁ ନଷ୍ଟ କରିଦିଏ । ଏଭଳି ପରିସ୍ଥିତିରେ ଭାରତୀୟ ଲୋକମାନେ ଲୁଣ ସହ କୌଣସି ବୁଝାମଣା କରନ୍ତି ନାହିଁ । ଭାରତରେ ଲୁଣ ବ୍ୟବହାର ଅଧିକ ହୋଇଥାଏ । ନିକଟରେ ନେଚର…

ଭଗବଦ୍ ଗୀତା ଏବଂ ରାମଚରିତମାନସ ପରି ଧାର୍ମିକ ଗ୍ରନ୍ଥ ଉପରେ କାହାର ଅଧିକାର ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଶ୍ରୀମଦ୍ ଭଗବଦ୍ ଗୀତା କିମ୍ବା ଭାଗବତମ୍ ଭଳି ଧାର୍ମିକ ଗ୍ରନ୍ଥ ଉପରେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ କପିରାଇଟ୍ ଦାବି କରିପାରିବେ ନାହିଁ…

(Video) ଆକାଶ ଉପରେ ବାଦଲ ମଧ୍ୟରେ ଏପରି ଦେଖାଯାଉଛି ସୂର୍ଯ୍ୟାସ୍ତ: କ୍ୟାମେରାରେ କଏଦ୍ ହେଲା ପ୍ରକୃତିର ଚମତ୍କାର ଦୃଶ୍ୟ

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୁଏ । ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଏପରି ଥାଏ, ଯାହା ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାଏ । ଅନେକ ଥର ପ୍ରକୃତିର ଏପରି ଦୃଶ୍ୟ କ୍ୟାମେରାରେ କଏଦ ହୁଏ, ଯାହା ଦେଖିବା…

୩୦ ଦିନ ପରେ ଏହି ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍ ! ଦେଖନ୍ତୁ ଲିଷ୍ଟ୍…

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ୟୁଜର୍ସଙ୍କ, ଗୋପନୀୟତା ଏବଂ ନିରାପତ୍ତାକୁ ଉନ୍ନତ କରିବାକୁ ନୂଆ ଅପଡେଟ ଆଣିଥାଏ । ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ୱେବ୍ ସହିତ ସମସ୍ତ ହ୍ୱାଟ୍ସଆପ ଭର୍ସନରେ ପ୍ରାୟ ପ୍ରତି ମାସରେ ନୂଆ ସିଷ୍ଟମ୍…

(Video) ଆଉ ଦରକାର ପଡ଼ିବନି ପେଟ୍ରୋଲ କି ଡିଜେଲ ! ଦେଶର ପ୍ରଥମ ‘ପବନ-ପାଣି’ରେ ଚାଳିତ ବସ୍ ର ହେଲା ଶୁଭାରମ୍ଭ: ସବୁଜ ପତାକା ଦେଖାଇଲେ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ବସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏହାର ଶୁଭାରମ୍ଭ…

ଏସିଆନ୍ ଗେମ୍ସର ୨ୟ ଦିନରେ ଭାରତ ପାଇଲା ୪ ଟି ପଦକ: ସୁଟିଂରେ ବିଶ୍ୱ ରେକର୍ଡ ସହିତ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ; ରୋଇଂରେ ଦୁଇଟି ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ ଆଥଲିଟମାନେ ଗୋଟିଏ ସ୍ୱର୍ଣ୍ଣ ସମେତ ୪ ଟି ପଦକ ଜିତିଛନ୍ତି । ଚୀନର ହାଙ୍ଗଜୋରେ ଚାଲିଥିବା ୧୦ ମିଟର ଏୟାର ରାଇଫଲ ଦଳ ସୁୁଟିଂ ଇଭେଣ୍ଟରେ ଦିବ୍ୟାଙ୍ଗ…

କୋର୍ଟର ନିଷ୍ପତ୍ତି ମଧ୍ୟ ସରଳ ଭାଷାରେ ହେବା ଉଚିତ, ଯାହା ଦ୍ୱାରା ଲୋକମାନେ ବୁଝିବେ ଓ ଉଲ୍ଲଂଘନକୁ ଏଡାଇ ପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନଗତ ଶୁଣାଣି ସମୟରେ ସରଳ ଭାଷାର ବ୍ୟବହାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ, ଯାହାଫଳରେ ସାଧାରଣ ଲୋକମାନେ ଏହାକୁ ସହଜରେ ବୁଝିପାରିବେ । ସେପ୍ଟେମ୍ବର ୨୪ ରବିବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ…