fbpx

ଆଉ ଠକି ପାରିବେନି ମେଡିକାଲ କର୍ମୀ ! ଚଳିତମାସ ଶେଷ ସୁଦ୍ଧା ସବୁ ମେଡ଼ିକାଲରେ ଲାଗୁ ହେବ ବାୟୋମେଟ୍ରିକ୍‍ ବ୍ୟବସ୍ଥା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍ପିଟାଲ ଏବଂ ରାଉରକେଲା ଆଇ.ଜି.ଏଚ୍‍. ସମେତ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବାୟୋମେଟ୍ରିକ୍‍ ଉପସ୍ଥାନ ବ୍ୟବସ୍ଥା ଚଳିତମାସ ଶେଷ ସୁଦ୍ଧା ଲାଗୁ କରାଯିବ ।…

ଧାର୍ଯ୍ୟ ହେଲା ବସ୍‍ ପାର୍କିଂ ଦର: ଜାଣନ୍ତୁ କେତେ ଦେବାକୁ ପଡିବ ଦେୟ

କଟକ: କଟକ ନେତାଜୀ ବସ୍‍ ଟର୍ମିନାଲରେ ବସ୍‍ ଗୁଡ଼ିକ ପାଇଁ ନୂଆ ଦେୟ ଧାର୍ଯ୍ୟ କରାଯାଇଛି । ଏକଘଣ୍ଟାରୁ ୬ ଘଣ୍ଟା ପର୍ଯ୍ୟନ୍ତ ଟର୍ମିନାଲ୍‍ରେ ବସ୍‍ ରହଣି ପାଇଁ ୫୦ ଟଙ୍କା, ୬ରୁ ୧୨ ଘଣ୍ଟା ପାଇଁ ୭୫ ଟଙ୍କା ଏବଂ ୧୨ରୁ ୨୪…

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଏକ ଦେଶ ଏକ ନିର୍ବାଚନ’ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଏକ୍‍ ଦେଶ- ଏକ୍‍ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ଗତ ୨ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ଏକ ୮ ଜଣିଆ କମିଟି…

ଏମ୍ସରେ ବାହାରିଲା ସରକାରୀ ଚାକିରି, ଆସନ୍ତା ମାସ ପର୍ଯ୍ୟନ୍ତ କରନ୍ତୁ ଆବେଦନ: ୫୮ ବର୍ଷ ବର୍ଷୀୟଙ୍କୁ ମଧ୍ୟ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ ସରକାରୀ ଚାକିରି ଖୋଜୁଥିବା ଯୁବକଯୁତୀଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ବାସ୍ତବରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ), ପାଟନା ଅନେକ ପଦବୀ ପାଇଁ ନିଯୁକ୍ତି ବାହାର କରିଛି ।…

ଅନୁରାଧା ନକ୍ଷତ୍ରରେ ଜନ୍ମ ହୋଇଥିବା ବ୍ୟକ୍ତିକୁ ମିଳିଥାଏ ସଫଳତା, ପ୍ରସିଦ୍ଧି : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ମଧ୍ୟ…

ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ ଆସିଥାଏ। ଅନୁରାଧା ନକ୍ଷତ୍ରର ସ୍ବାମୀ ଶନି ଦେବ। ଏହି ନକ୍ଷତ୍ର…

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‍ ଉପରେ ଆଲୋଚନା ଜାରି: ସମର୍ଥନ କରିବା ଲାଗି ବିଜେଡି ପକ୍ଷରୁ ହ୍ୱିପ୍‍ ଜାରି

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‍ ଉପରେ ଆଜି ରାଜ୍ୟସଭାରେ ଆଲୋଚନା ଚାଲିଛି । ବିଲ୍‍କୁ ସମର୍ଥନ କରିବା ପାଇଁ ବିଜେଡି ରାଜ୍ୟସଭା ସାଂସଦ ମାନଙ୍କ ଉପରେ ହ୍ୱିପ୍‍ ଜାରି କରିଛି । ସମସ୍ତ ସାଂସଦ ଗୃହରେ ଉପସ୍ଥିତ…

କାନାଡା ଲୋକଙ୍କ ଭିସା ସେବାକୁ ସସପେଣ୍ଡ୍ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଧିରେ ଧିରେ ବଢ଼ିବାରେ ଲାଗିଛି । ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ସସପେଣ୍ଡ କରାଯାଇଥିଲା ଏବଂ ବର୍ତ୍ତମାନ ନୂଆଦିଲ୍ଲୀ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ…

ମନ୍ତ୍ରୀ ପଦରୁ ଆଜି କାହିଁକି ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ଜାଣନ୍ତୁ

ଭୁବନେଶ୍ୱର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଆଜି ନିଜ ମନ୍ତ୍ରୀ ପଦରୁ ଇସ୍ତାଫା ଦେଇଛନ୍ତି। ବିଜେଡି ପକ୍ଷରୁ ବୁଧବାର ବାଚସ୍ପତି ପ୍ରାର୍ଥୀ ଭାବେ ତାଙ୍କ ନାମ…

କାନାଡାରେ ପଞ୍ଜାବ ଗ୍ୟାଙ୍ଗଷ୍ଟର ସୁଖା ଡୁନେକେକୁ ହତ୍ୟା: ଆକ୍ରମଣକାରୀମାନେ ମାରିଥିଲେ ୧୫ ଟି ଗୁଳି

ନୂଆଦିଲ୍ଲୀ: ରାତିରେ କାନାଡାର ମୋଗା ଜିଲ୍ଲାର ଦାବିନ୍ଦର ବମ୍ବିହା ଗ୍ୟାଙ୍ଗର ସୁଖଦୁଲ ସିଂ ଓରଫ୍ ସୁଖା ଡୁନେକେକୁ ବୁଧବାର (୨୦ ସେପ୍ଟେମ୍ବର)ରେ ହତ୍ୟା କରାଯାଇଛି । ଏହି ଘଟଣା ଜୁନ୍ ୧୯ ରେ ଆତଙ୍କବାଦୀ ହରଦୀପ ସିଂ…

ନିୟମିତ ଭାବରେ ଖାଦ୍ୟରେ ମାଛ ସାମିଲ କରିବା ଦ୍ଵାରା ବଢିଥାଏ ଆୟୁଷ: ରିସର୍ଚ୍ଚ

ଖାଦ୍ୟରେ ଓମେଗା-୩ ତେଲର ଅଭାବ ଜଣେ ବ୍ୟକ୍ତିର ଆୟୁଷକୁ କମ କରିପାରେ। ସିଗାରେଟ ଟାଣିବାଠାରୁ ମଧ୍ୟ ଏହା ଅଧିକ ବିପଜ୍ଜନକ ହୋଇପାରେ। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ମାଛକୁ ଓମେଗା -୩ର ଏକ ଭଲ ଉତ୍ସ ଭାବରେ…