fbpx

କ’ଣ ଆପଣ ବି ବିନା ସଟଡାଉନରେ ଲାପଟପ୍ ବନ୍ଦ କରୁଛନ୍ତି କି ? ବୋମା ପରି ହୋଇପାରେ ବ୍ଲାଷ୍ଟ

ଆଜିକାଲି ମୋବାଇଲ୍ ସହିତ ଲାପଟପ୍ ମଧ୍ୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ୱାର୍କ ଫ୍ରମ୍ ହୋମ୍ ଧାରା ବୃଦ୍ଧି ପାଇଥିବାରୁ ଅଧିକାଂଶ ଲୋକ ଡେସ୍କଟପ୍ ବଦଳରେ ଲାପଟପ୍ ବ୍ୟବହାର କରିବା ଆରମ୍ଭ କରିଛନ୍ତି ।…

କେବେ, କାହା ଉପରେ ଏବଂ କାହିଁକି ପିତୃପୁରୁଷ ରାଗିଥାନ୍ତି? ଜାଣନ୍ତୁ ବଡ଼ ରହସ୍ୟ

ହିନ୍ଦୁ ମାନ୍ୟତା ଅନୁଯାୟୀ, ପ୍ରତିବର୍ଷ ଅଶ୍ୱିନ ମାସର କୃଷ୍ଣ ପକ୍ଷର ପ୍ରତିପଦାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷରେ ପିତୃପୁରୁଷମାନେ ପିତୃ ଲୋକରୁ ପୃଥିବୀକୁ ଅନେକ ପ୍ରକାରର ଜୀବ ରୂପେ ଆସନ୍ତି । ବିଶ୍ୱାସ କରାଯାଏ…

ଖାଲିସ୍ତାନର ଧମକ ମଧ୍ୟରେ କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି, ମୋଦୀଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଖାଲିସ୍ତାନୀ ସମର୍ଥକଙ୍କ ଧମକ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡା ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି । ଏଥିରେ କୁହାଯାଇଛି ଯେ, କାନାଡାରେ ବଢ଼ୁଥିବା ଭାରତରେ ବିରୋଧୀ…

୪୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଆଜି କାଳିଆ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ: ଚେକ୍‌ କରନ୍ତୁ ନିଜ ଆକାଉଣ୍ଟ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆଜି ଧୁମ୍‍ଧାମରେ ପାଳିତ ହେଉଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ସକାଳ ୧୦ଟା ୨୭ ମିନିଟ୍‍ରେ ମା ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି କରାଯାଇଥିଲା…

ମହିଳା ଏବଂ ପୁରୁଷ ସମାନତା କ୍ଷେତ୍ରରେ ଦେଶରେ ବର୍ତ୍ତମାନ ନିଆଯାଉଛି ସବୁଠୁ ବଡ଼ ବୈପ୍ଲବାତ୍ମକ ପଦକ୍ଷେପ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ସମ୍ବିଧାନ ପ୍ରଣିତ ହେବା ଠାରୁ ପୁରୁଷ ଏବଂ ମହିଳା ସମାନତା, ଧନ ଜୀବନର ସୁରକ୍ଷା ଓ ଲୋକମାନଙ୍କର ସମ୍ମାନ ରକ୍ଷା ଦିଗରେ ଅସଂଖ୍ୟ ବିପ୍ଳବ ପାଇଁ ପଥ…

ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର: ଅପମାନର ପ୍ରତିଶୋଧ ନେବା ପାଇଁ ଏହାକୁ ଆପଣାନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ…

ଚାକିରିରେ ଚାପ ଏବଂ କମ୍ ଦରମା ହୋଇପାରେ ମାରାତ୍ମକ: ନୂଆ ରିସର୍ଚ୍ଚରେ ଆଶ୍ଚର୍ଯ୍ୟକର ଖୁଲାସା

ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ, ଚାପଗ୍ରସ୍ତ ଚାକିରି ଏବଂ ସ୍ୱଳ୍ପ ବେତନ ପାଉଥିବା ପୁରୁଷଙ୍କୁ ଅନ୍ୟମାନଙ୍କ ତୁଳନାରେ ହୃଦଘାତ ହେବାର ଆଶଙ୍କା ଦୁଇଗୁଣ ଅଧିକ । ଜର୍ନାଲ ସର୍କୁଲେସନ୍: କାର୍ଡିଭାସ୍କୁଲାର୍ କ୍ୱାଲିଟି…

ପାର୍ବଣ ଋତୁ ପୂର୍ବରୁ ଉପହାର ଦେଲେ ସରକାର, ଏଣିକି ପ୍ରତି ମାସରେ ମହିଳାଙ୍କୁ ମିଳିବ ଟଙ୍କା !

ନୂଆଦିଲ୍ଲୀ: ତାମିଲନାଡୁ ସରକାର ନିକଟରେ କାଲାଇଗନାର ମାଗଲିର ଉରିମାଇ ଥୋଗାଇ ଥିତ୍ତମ(Kalaignar Magalir Urimai Thogai Thittam) ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ, ପ୍ରତ୍ୟେକ ମାସରେ…

ଆଖିକୁ ଜାଲଜାଲ ଦିଶିବା ହୋଇପାରେ ଉଚ୍ଚ ରକ୍ତଚାପର ଲକ୍ଷଣ

ଅନିୟମିତ ଜୀବନଶୈଳୀ ସାଙ୍ଗକୁ ଅସନ୍ତୁଳିତ ଖାଦ୍ୟପେୟ, ଶାରୀରିକ ପରିଶ୍ରମ ନ ଥିବା କାରଣରୁ ହେଉଥିବା ରୋଗ ଭିତରୁ ରକ୍ତଚାପ ଅନ୍ୟତମ। ଆକଳନ ଅନୁଯାୟୀ ଦେଶର ପ୍ରାୟ ୩୩% ସହରବାସୀ ଏବଂ ୨୫% ଗ୍ରାମୀଣ ଲୋକ ହାଇ ବ୍ଲଡ ପ୍ରେସର…

ମାସିକ ଋତୁସ୍ରାବ ସମୟରେ ଏହି ଖାଦ୍ୟ ଖାଇଲେ ବଢିଯାଏ ଯନ୍ତ୍ରଣା, ଜାଣନ୍ତୁ କ’ଣ କ’ଣ ?

ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଏକ ଶାରିରୀକ ପ୍ରକ୍ରିୟାକୁ ଋତୁସ୍ରାବ ବା ମାସିକ ଧର୍ମ ବୋଲି କୁହାଯାଇଥାଏ। ଏହା ମହିଳାମାନଙ୍କର ପ୍ରାପ୍ତ ବୟସ୍କା ହେବାର ସୂଚନା ପ୍ରଦାନ କରିଥାଏ। ମହିଳାଙ୍କ ମାସିକ ଧର୍ମ ଅର୍ଥାତ…