fbpx

ସମସ୍ତ ବ୍ୟାଙ୍କକୁ ନୂଆ ନିର୍ଦ୍ଦେଶ ଦେଲେ ଅର୍ଥମନ୍ତ୍ରୀ: କୋଟି କୋଟି ଗ୍ରାହକଙ୍କ ଉପରେ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଏକ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ସହିତ ଜଡିତ କୋଟି କୋଟି ଗ୍ରାହକଙ୍କ ପାଇଁ…

ସାବଧାନ୍ । ଭାରତରେ ବିକ୍ରି ହେଉଛି ଲିଭରର ନକଲି ମେଡିସିନ୍, WHOର ଆଲର୍ଟ: ଚେକ୍ କରନ୍ତୁ ନାଁ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୋମବାର ଏକ ସତର୍କ ସୂଚନା ଜାରି କରି କହିଛି ଯେ, ନକଲି ଲିଭର ମେଡିସିନ୍ ଭାରତ ଏବଂ ତୁର୍କୀ ବଜାରରେ ବିକ୍ରି ହେଉଛି । ମିଳିତ ଜାତିସଂଘର ବିଶ୍ୱ ସଂଗଠନ ଢବ୍ଲୁଏଚଓ ଏହାର…

କୋର୍ଟରେ ପିତାମାତାଙ୍କୁ ବାଛିଲା ଝିଅ: ଶୁଣାଣି ପରେ ବିଚାରପତିଙ୍କ ଆଗରେ ହାତ କାଟିଦେଲା ବିବାହିତ ପ୍ରେମିକ

ନୂଆଦିଲ୍ଲୀ: କେରଳ ହାଇକୋର୍ଟରେ ସେତେବେଳେ ହଇଚଇ ସୃଷ୍ଟି ହୋଇଥିଲା, ଯେତେବେଳେ ଜଣେ ୩୧ ବର୍ଷ ବୟସ୍କ ବ୍ୟକ୍ତି ହାଇକୋର୍ଟରେ ବିଚାରପତିଙ୍କ ସମ୍ମୁଖରେ ତାଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବାସ୍ତବରେ ଯେଉଁ…

ଜୁଲାଇରେ ୭୨ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଛି WhatsApp: ଏହି ଭୁଲ୍ କଲେ ଆପଣଙ୍କ ନମ୍ବର ବି ହୋଇପାରେ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀଗୁଡିକକୁ ପ୍ରତି ମାସରେ ଆଇଟି ନିୟମ ୨୦୨୧ ଅନୁଯାୟୀ ମାସିକ ଉପଭୋକ୍ତା ସୁରକ୍ଷା ରିପୋର୍ଟ ପ୍ରଦାନ କରିବାକୁ ପଡିଥାଏ । ମେଟା ଜୁଲାଇ ମାସ ପାଇଁ ହ୍ୱାଟ୍ସଆପର ସୁରକ୍ଷା ରିପୋର୍ଟ…

ଆଜିଠୁ ଖୋଲିଯିବ ଏହି ରାଶି ଲୋକଙ୍କ ଭାଗ୍ୟ! କ୍ୟାରିୟରରେ ସଫଳତା ସହ ମିଳିବ ଧନ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଶୁଭ ଗ୍ରହ କୁହାଯାଏ । କାରଣ ଶୁକ୍ରଙ୍କ କୃପାରୁ ହିଁ ବ୍ୟକ୍ତି ଧନ, ସମୃଦ୍ଧତା, ସୁଖ, ପ୍ରେମ ଏବଂ ଆକର୍ଷଣ ପାଇଥାଏ । ଶୁକ୍ର କିଛି ସମୟ ପାଇଁ କର୍କଟରେ…

ଭାରତ ଆସିବା ପୂର୍ବରୁ ଆମେରିକାର ପ୍ରଥମ ଲେଡିଙ୍କୁ ହେଲା କରୋନା: ବାଇଡେନଙ୍କର ମଧ୍ୟ ହେଲା ଟେଷ୍ଟ

ନୂଆଦିଲ୍ଲୀ: ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ । କିନ୍ତୁ ତାଙ୍କ ଗସ୍ତ ପୂର୍ବରୁ ତାଙ୍କ ପତ୍ନୀ ଏବଂ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ କରୋନା ପଜିଟିଭ୍ ହୋଇଥିବା…

ମହଙ୍ଗା ପିଆଜରୁ ମିଳିବ ମୁକ୍ତି: କାଲିଠୁ ୨୫ ଟଙ୍କାରେ ପିଆଜ ବିକ୍ରି ପାଇଁ ସରକାର ନେଲେ ବଡ଼ ପଦକ୍ଷେପ, ଓଡ଼ିଶାରେ ମଧ୍ୟ…

ନୂଆଦିଲ୍ଲୀ: ପିଆଜର ବଢ଼ୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ବଫର୍ ଷ୍ଟକରୁ ଗତ ତିନି ସପ୍ତାହ ମଧ୍ୟରେ ୧୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ହୋଲସେଲ ବଜାରରେ ବିକ୍ରୟ ପାଇଁ…

କୋରାପୁଟର ‘କଳାଜିରା’ ଧାନକୁ ମିଳିଲା ଜିଆଇ ଟ୍ୟାଗ୍

କୋରାପୁଟ: ଧାନ ଉତ୍ପାଦନ କ୍ଷେତ୍ରରେ ନୂଆ ପରିଚୟ ହାସଲ କଲା କୋରାପୁଟ ଜିଲ୍ଲା । ବିରଳ କିସମର ଧାନ ‘କଳାଜିରା'କୁ ମିଳିଛି ଜିଆଇ ଟ୍ୟାଗ । ଲୋପ ପାଉଥିବା ଏହି ସୁଗନ୍ଧ ଯୁକ୍ତ ଧାନକୁ ଭୌଗୋଳିକ ସଂକେତ (ଜିଆଇ ଟ୍ୟାଗ)…

ଆଜି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ: ‘ଗୁରୁ ଦିବସ’ରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ କଥା

୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ । ଆଜି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଓ ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ…

ଘନୀଭୂତ ହେଲା ଘୂର୍ଣ୍ଣିବଳୟ, ୨୪ଘଣ୍ଟାରେ ଲଘୁଚାପ : ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି । ଏହା ଆଗାମୀ ୨୪ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ୭ ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା…