ଫୋନର କଭରରେ ରଖାଯାଇଥିବା ନୋଟ୍ ଅତ୍ୟନ୍ତ ବିପଜ୍ଜନକ, ବୋମା ପରି ଫାଟିପାରେ ଆପଣଙ୍କ ମୋବାଇଲ୍

ନୂଆଦିଲ୍ଲୀ: ଯଦି ଆପଣ ନିଜ ଫୋନର କଭରରେ ନୋଟ୍ କିମ୍ବା କୌଣସି ପ୍ରକାରର କାଗଜ ମଧ୍ୟ ରଖନ୍ତି, ତେବେ ସାବଧାନ । ଅନ୍ୟଥା ଆପଣଙ୍କ ସହିତ ଏକ ସାଂଘାତିକ ଦୁର୍ଘଟଣା ହୋଇପାରେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ ବିସ୍ଫୋରଣ ହୋଇପାରେ…

କ’ଣ ଆପଣଙ୍କ ଫୋନକୁ ଆସିଛି କି ଏମରଜେନ୍ସି ଆଲର୍ଟ ? ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ: ଆଜି ଦେଶର ଲୋକଙ୍କ ପାଇଁ ଏକ ଭିନ୍ନ ଦିନ ଥିଲା । ଆରମ୍ଭ ତ’ ସବୁଦିନ ପରି ଥିଲା, କିନ୍ତୁ ଅପରାହ୍ନରେ ଲୋକଙ୍କ ମୋବାଇଲ୍ ଫୋନରେ ହଠାତ୍ ‘ଏମରଜେନ୍ସି ଆଲର୍ଟ' ଆସିବାକୁ ଲାଗିଥିଲା । କାହାକୁ କିଛି…

ଭାରତରେ ୧୩ ପ୍ରତିଶତ ବଢ଼ିଯାଇଛି କାର୍ଡିଆକ୍ ଆରେଷ୍ଟ ମାମଲା: ଏହି ରୋଗରେ ଅଚାନକ୍ ହେଉଛି ମୃତ୍ୟୁ

ଗତ କିଛି ବର୍ଷ ଧରି ଭାରତରେ ହୃଦ୍ ରୋଗ ବୃଦ୍ଧି ପାଉଛି । ଯେଉଁମାନେ ଫିଟ୍ ଦେଖାଯାଉଛନ୍ତି ସେମାନେ ମଧ୍ୟ ହଠାତ୍ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି । କିଛି ମାସ ମଧ୍ୟରେ ଏପରି ଅନେକ ଘଟଣା ଘଟିଛି, ଯେଉଁଠାରେ ଜଣେ…

ଅଗଷ୍ଟରେ ଏହି ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କୁ ଦେଲା ବଡ଼ ଝଟକା: ମହଙ୍ଗା କଲେ ଲୋନ୍, ବଢ଼ିଲା ମାସିକ କିସ୍ତି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଲୋନ୍ ନେଉଥିବା ଗ୍ରାହକମାନଙ୍କୁ ଶୀର୍ଷ ବ୍ୟାଙ୍କଗୁଡିକ ଏକ ବଡ଼ ଝଟକା ଦେଇଛନ୍ତି । ଏହି ବ୍ୟାଙ୍କଗୁଡ଼ିକ ପାଣ୍ଠି ଭିତ୍ତିକ ଋଣ ହାରର ସାମାନ୍ୟ ମୂଲ୍ୟ ବୃଦ୍ଧି କରିଛନ୍ତି । ରେପୋ ରେଟ୍ ଉପରେ…

କାନ ପାଇଁ ଇୟରଫୋନ୍ ଭଲ ନା ହେଡଫୋନ୍? ସତ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦୀର୍ଘ ସମୟ ଧରି ଇୟରଫୋନ୍ କିମ୍ବା ହେଡଫୋନ୍ ବ୍ୟବହାର କରିବା କାନ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଘଣ୍ଟା ଘଣ୍ଟା ଧରି ଇଚ୍ଚ ସ୍ୱରରେ ଇୟରଫୋନ୍ କିମ୍ବା ହେଡଫୋନ୍ ଲଗାଇବା ଦ୍ୱାରା ଲୋକମାନଙ୍କର ଶ୍ରବଣ କ୍ଷମତା ମଧ୍ୟ ହ୍ରାସ…

ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ କାକୁଡ଼ି : ସର୍ଭେ

ଶରୀର ପାଇଁ ଫଳମୂଳ କେତେ ଉପକାରୀ, ତାହା କହିବା ଅନାବଶ୍ୟକ। ତନ୍ମଧ୍ୟରୁ ଜଳୀୟ ଅଂଶ ଭରି ରହିଥିବା କାକୁଡ଼ି ଅନ୍ୟତମ। ଏହାବ୍ୟତୀତ ଏଥିରେ ଭିଟାମିନ୍‌ ବି, ସି, କେ ଏବଂ ପୋଟାସିୟମ ମଧ୍ୟ ଅଛି। ତେବେ କାକୁଡ଼ିରେ ଅନେକ…

ଶରୀରରେ ଭିଟାମିନ୍‌ ‘ଡି’ର ଅଭାବ ବ୍ଲାଡର କ୍ୟାନ୍ସରର କାରଣ: ଗବେଷଣାରୁ ଖୁଲାସା

ଆମ ଶରୀରରେ ଭିଟାମିନ୍‌ ‘ଡି’ ସନ୍ତୁଳିତ ହୋଇ ରହିବା ନିହାତି ଦରକାର। ଏହା ଅସ୍ଥିକୁ ମଜଭୁତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ। ଏହାବ୍ୟତୀତ ସ୍ନାୟୁକୁ ମଧ୍ୟ ସୁସ୍ଥ ରଖିବାରେ ଅନେକାଂଶରେ ସାହାଯ୍ୟ କରେ।…

Cape Verde ଦ୍ୱୀପ ନିକଟରେ ବୁଡ଼ିଲା ଡଙ୍ଗା: ୬୩ ମୃତ, ୩୮ ଜଣଙ୍କୁ କରାଗଲା ଉଦ୍ଧାର

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ କେପ ଭର୍ଡେ ଉପକୂଳରୁ ସେନେଗାଲରୁ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ୬୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଇଣ୍ଟରନ୍ୟାସନାଲ ଅଗନାଇଜେସନ ଫର୍ ମାଇଗ୍ରେସନ…

କେନ୍ଦ୍ର କର୍ମଚାରୀଙ୍କର ବଢିବ ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ କେତେ ଅଧିକ ଟଙ୍କା ?

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ସରକାର । ଦେଶରେ ଦରଦାମ୍ ବଢି ଚାଲିଥିବା ବେଳେ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା…

ସତର୍କ ରୁହନ୍ତୁ ଏହି ୩ ରାଶିର ଲୋକେ, ଆପଣଙ୍କ ପାଇଁ ଆସୁଛି ଘୋର ବିପଦ!

ସମସପ୍ତକ ରାଜ ଯୋଗକୁ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବିରଳ ଯୋଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ଯେତେବେଳେ ଦୁଇଟି ଗ୍ରହ ଠିକ୍ 180 ଡିଗ୍ରୀ ଅଲଗା କିମ୍ବା ଦୁଇଟି ରାଶି ଚିହ୍ନ ମଧ୍ୟରେ ରାଶିରେ ପାର୍ଥକ୍ୟ ଥାଏ…