ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ଲଘୁଚାପକ୍ଷେତ୍ର ସୃଷ୍ଟି; ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ୬ଟି ଜିଲ୍ଲାକୁ…

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା…

ଖଡ଼ଗ ନଦୀରେ ୧୨୬ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୨୦ ହଜାର ଲୋକଙ୍କୁ ଫାଇଦା

ଭୁବନେଶ୍ୱର: ଖଡ଼ଗ ନଦୀରେ ୧୨୬ କୋଟି ଟଙ୍କା ବ୍ୟୟରେ ନଦୀଗର୍ଭ ଜଳାଶୟ ନିର୍ମାଣ ହେବ । ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି…

ଓଡ଼ିଶା ଅଗ୍ନିଶମ ବିଭାଗରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିମଧ୍ୟରେ ତିନୋଟି ଷ୍ଟେସନ୍‍ ଅଫିସର ପଦବୀ ଥିବାବେଳେ ତିନୋଟି ଲିଡିଂ…

ସବୁଠାରୁ ବିପଜ୍ଜନକ ଏବଂ ଘାତକ ହେଉଛି ଏହି କ୍ୟାନ୍ସର, ଠିକ୍ ସମୟରେ ସତର୍କ ନରହିଲେ ହୋଇପାରେ ମୃତ୍ୟୁ: ରିପୋର୍ଟ

କ୍ୟାନ୍ସର ହେଉଛି ଦୁନିଆର ସବୁଠାରୁ ବିପଜ୍ଜନକ ମାରାତ୍ମକ ରୋଗ । ଯଦିଓ ଆଜି ଏହାର ଚିକିତ୍ସା ପୂର୍ବ ଅପେକ୍ଷା ବହୁତ ସହଜ ହୋଇଛି, ତଥାପି ଆଜି ବି ଏହି ରୋଗ ହେତୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି ।…

ଭୁଲରେ ବାଥରୁମରେ ରଖନ୍ତୁ ନାହିଁ ଖାଲି ବାଲ୍‌ଟି

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ଏଥିରେ ଦିଗ ଏବଂ ରଙ୍ଗର ପ୍ରମୁଖ ଭୂମିକା ରହିଛି। ସଠିକ ରଙ୍ଗ ଚୟନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ।…

ସାହାରାରେ ଅଟକି ଥିବା ଟଙ୍କାକୁ ପାଇବାକୁ ନିଜେ କରନ୍ତୁ ଆବେଦନ: ଜାଣନ୍ତୁ ଏହାର ପ୍ରୋସେସ୍

ନୂଆଦିଲ୍ଲୀ: ସାହାରାରେ ଫସି ରହିଥିବା ଲୋକଙ୍କ ଟଙ୍କାକୁ ଫେରସ୍ତ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ୧୮ ଜୁଲାଇ ୨୦୨୩ ରେ ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ ସୋସାଇଟି (ସିଆରସିଏସ)…

ମାତ୍ର ଗୋଟିଏ ସପ୍ତାହ ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୪ତମ କିସ୍ତି: କାହାକୁ ମିଳିବ ଓ କାହାକୁ ନମିଳିବ , ଏପରି କରନ୍ତି ଚେକ୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପିଏମ କିଷାନର ୧୪ ତମ କିସ୍ତିକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କର ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ଏହାର ଅର୍ଥ ଅତି ଶୀଘ୍ର ୨୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବାକୁ…

ବର୍ଷାଦିନେ ଦେଖାଦେଉଛି ଫଙ୍ଗାଲ୍‌ ଇନଫେକ୍ସନ୍‌ ସମସ୍ୟା : ଜାଣନ୍ତୁ ଏହାର ଘରୋଇ ଉପଚାର

ଆଜିର ଦୁନିଆରେ ଲୋକଙ୍କ ମଧ୍ୟରେ ଅନେକ ଚର୍ମ ରୋଗ ଦେଖାଯାଉଛି। ବିଭିନ୍ନ କାରଣରୁ ଏହି ଚର୍ମ ରୋଗ ହେଉଛି ଏହାର ଏକ ମୁଖ୍ୟ କାରଣ ହେଉଛି ଫଙ୍ଗାଲ୍ ଇନ୍‌ଫେକ୍ସନ। ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା…

ଡାଇବେଟିସ ରୋଗୀ ଇନ୍‌ସୁଲିନ୍‌ ନେଉଥିଲେ ସାବଧାନ ! ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଇନସୁଲିନ୍ ହରମୋନ ଆମ ଶରୀରରୁ କମ୍ କ୍ଷରଣ ହେଲେ ଡାଏବେଟିସ୍ ରୋଗ ହୁଏ। ତେଣୁ ଡାଏବେଟିସରୁ ରକ୍ଷା ପାଇବା ପାଇଁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ନେବାକୁ ପଡ଼ିଥାଏ। ଯଦି ଆପଣ ଇନ୍‌ସୁଲିନ୍‌ ନେଉଛନ୍ତି ତେବେ ନିମ୍ନୋକ୍ତ…

ଏହି ଚାକିରିରେ ମିଳୁଛି ୬୦ ହଜାର ଦରମା ଓ ରହିବାକୁ ମାଗଣା ଘର: କିନ୍ତୁ ସର୍ତ୍ତ ଶୁଣିବା ପରେ ପଳାୟନ କରୁଛନ୍ତି ଲୋକେ !

ନୂଆଦିଲ୍ଲୀ: ଲୋକମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଚାକିରି କିମ୍ବା ଛୋଟ-ବଡ ବ୍ୟବସାୟ କରନ୍ତି । କରୋନା ସମୟରେ ଅନେକ ଲୋକ ସାରା ବିଶ୍ୱରେ ଚାକିରି ହରାଇଛନ୍ତି । ଅବଶ୍ୟ କିଛି ଲୋକ ନୂଆ ଷ୍ଟାର୍ଟଅପ୍…