ସାବଧାନ ! ଏହି ଅଭ୍ୟାସ ଥିଲେ ଯୁବାବସ୍ଥାରେ ବି ଦେଖାଯିବେ ବୃଦ୍ଧ

ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍‌ ବୟସରେ ବୟସାଧିକ ଭଳି ନଜର ଆସନ୍ତି। ଏହାର କାରଣ ହେଉଛି ଲୋକଙ୍କ ଅଭ୍ୟାସ। ଜାଣତରେ ହେଉ ଅବା ଅଜଣାତରେ ଲୋକ…

ଜୁଲାଇରେ ଶେଷ ହେବ ଏହି ଜରୁରୀ କାମର ସମୟସୀମା: ତୁରନ୍ତ ନସାରିଲେ ହୋଇଯିବ ସମସ୍ୟା

ନୂଆଦିଲ୍ଲୀ:କିଛି କାମ ଏପରି ରହିଛି , ଯାହାକୁ ସମୟ ଥିବା ଅବସ୍ଥାରେ ଶେଷ କରିଦେବା ଉଚିତ୍ । ନଚେତ୍ ଆଗକୁ ଯାଇ ଏହା ବଡ଼ ସମସ୍ୟା ସୃଷ୍ଟି କରିପାରେ । ଏବେ ଜୁଲାଇ ମାସ ଚାଲିଥିବା ବେଳେ ଏହି ମାସରେ ଅନେକ କାମର ସମୟ ସୀମା…

ଓଜନ କମାଇବାକୁ ଉଷୁମ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ନିଶାରେ…

ବିବାହିତ ପୁରୁଷମାନଙ୍କୁ ଏହି ଖଟା ଜିନିଷ ଖାଇବା ଉଚିତ୍ ନୁହେଁ, ପିତା ହେବାରେ ହୋଇପାରେ ସମସ୍ୟା

ବିବାହ ପରେ ପୁରୁଷମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ୍, କିନ୍ତୁ ଏହା ପ୍ରାୟତଃ ହୋଇନଥାଏ । କାରଣ ଦାୟିତ୍ୱର ଭାର ସେମାନଙ୍କ ଉପରେ ଅଧିକ ବଢ଼ିଯାଏ, ଯାହା ପରେ ସେମାନେ ନିଜ ପ୍ରତି ଧ୍ୟାନ ଦିଅନ୍ତି…

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ‘ସମର୍ଥ ପୋର୍ଟାଲ’: ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଦାୟିତ୍ୱ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ରାଜ୍ୟର ସମସ୍ତ ସ୍ୱୟଂଶାସିତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସମର୍ଥ ପୋର୍ଟାଲ କାର୍ଯ୍ୟକ୍ଷମ ହେବ । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ‘ସମର୍ଥ’ ପୋର୍ଟାଲ…

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି; ୬ କୋଟି ୪୧ ଲକ୍ଷ ଟଙ୍କା ଅନୁମୋଦନ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମର ବିକାଶ ହେବ । ଏହାକୁ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

OMG! ୧୦ ସେକେଣ୍ଡ ପାଇଁ ଝିଅ ସହିତ ‘ଖରାପ କାମ’ କରିବା ଅପରାଧ ନୁହେଁ! ବିଚାରପତି ଶୁଣାଇଲେ ଅଜବ ନିଷ୍ପତ୍ତି

ନୂଆଦିଲ୍ଲୀ: ଯୁବତୀ ଏବଂ ମହିଳାଙ୍କ ସହ ଯୌନ ଶୋଷଣ ଗୁରୁତର ଅପରାଧିକ ବର୍ଗରେ ଆସିଥାଏ । ଏହା ପ୍ରତ୍ୟେକ ଦେଶର ଆଇନ ଏବଂ ଏହି ଅପରାଧ ପାଇଁ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯାଏ । ଆପଣ ନିଶ୍ଚୟ ଏପରି ଅନେକ ମାମଲା ଦେଖିଥିବେ…

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା: ୯ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା– ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୫ ଦଶମିକ ୮ କି.ମି. ଉଚ୍ଚତା ଯାଏଁ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଆଜି ସାରା…

ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଲା ଚାଷୀଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟା, ଜାଣନ୍ତୁ ଶେଷ ତାରିଖ କେବେ ?

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ନାମପଞ୍ଜୀକରଣ ଆରମ୍ଭ ହୋଇଛି । ଚଳିତବର୍ଷ ନବୀକରଣ ପଦ୍ଧତିକୁ ଉଚ୍ଛେଦ କରାଯାଇଛି । ଅର୍ଥାତ୍‍ ବିଷଦ୍‍ ବିବରଣୀ ସହ ଦସ୍ତଖତ କରି ଚାଷୀ ସମିତିରେ ନୂତନ…

ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫୦୦୦ ପ୍ରୋତ୍ସାହନ ରାଶି : ଗଞ୍ଜାମ ଜିଲ୍ଲା ପ୍ରଶାସନର ଘୋଷଣା

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଓ ଭ୍ରୂଣ ହତ୍ୟା ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ…