କରୋନା ପରେ କେରଳରେ ଆଉ ଏକ ସଙ୍କଟ: ବଢ଼ୁଛି ହେପାଟାଇଟିସ୍ ରୋଗୀଙ୍କ ସଂଖ୍ୟା
ନୂଆଦିଲ୍ଲୀ : କେରଳ ରାଜ୍ୟ କରୋନା ମହାମାରୀର ନୂଆ ମାମଲା ସହ ଲଢ଼ୁଥିବା ବେଳେ ଏବେ ଆଉ ଏକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛି। ରାଜ୍ୟରେ ହେପାଟାଇଟିସ୍ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହା…