ଜୁବିଲାଣ୍ଟ ଆଗ୍ରି ଏବଂ କଞ୍ଜ୍ୟୁମର ପ୍ରଡକ୍ଟର MD ଏବଂ CEO ମନୁ ଅହୁଜାଙ୍କ ପରଲୋକ

ନୂଆଦିଲ୍ଲୀ: ଜୁବୁଲାଣ୍ଟ ଆଗ୍ରି ଏବଂ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ (ଏମଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମନୁ ଅହୁଜାଙ୍କ ପରଲୋକ ହୋଇଛି । କମ୍ପାନୀ ଏହାର BSE ଫାଇଲିଂରେ…

ଡିସେମ୍ବର ୧୧ରେ ‘ବିକଶିତ ଭାରତ@୨୦୪୭: ଭଏସ୍ ଅଫ୍ ୟୁଥ୍‌’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୧, ୨୦୨୩ ପୂର୍ବାହ୍ନ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ 'ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍‌' ର ଶୁଭାରମ୍ଭ କରିବେ । ସାରା ଦେଶର ରାଜଭବନ…

କ’ଣ ଆପଣ ରାତିରେ ମୋଜା ପିନ୍ଧି ଶୋଉଛନ୍ତି କି ? ତେବେ ଭୋଗିବେ ଏହି ସମସ୍ୟା

ଯଦି ଆପଣ ରାତିରେ ଶୋଇବା ମୋଜା ପୂର୍ବରୁ ପିନ୍ଧନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ହୋଇପାରେ । ଏଭଳି ପରିସ୍ଥିତିରେ ଲୋକମାନେ ଏହି ଅସୁବିଧା ବିଷୟରେ ସଚେତନ ହେବା ଜରୁରୀ ଅଟେ। ଯେତେବେଳେ ଜଣେ…

ପୋଷ୍ଟ ଅଫିସର ଜବରଦସ୍ତ ସ୍କିମ୍…୫ ଲକ୍ଷ ଟଙ୍କା ଜମା କରି ପାଆନ୍ତୁ ୧୦ ଲକ୍ଷ: ଏତିକି ଦିନ ମଧ୍ୟରେ ଟଙ୍କା ଡବଲ୍

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ଅନେକ ପ୍ରକାରର ଛୋଟ ସଞ୍ଚୟ ଯୋଜନାଗୁଡିକ ସଞ୍ଚାଳିତ ହେଉଛି, ଯାହା ନିବେଶକମାନଙ୍କ ପାଇଁ ଲାଭଦାୟକ ଓ ଲୋକପ୍ରିୟ । ଏଥିମଧ୍ୟରେ କିଷାନ ବିକାଶ ପତ୍ର ଯୋଜନା ଅନ୍ତର୍ଭୁକ୍ତ, ଯେଉଁଥିରେ…

ପ୍ରଜନନ କ୍ଷମତା ବଢ଼ାଉଥିବା ଜିନ୍ କାରଣରୁ ଛୋଟ ହୋଇପାରେ ଜୀବନ: ନୂଆ ଅଧ୍ୟୟନରେ ଖୁଲାସା

ପ୍ରଜନନ କ୍ଷମତା ବଢ଼ାଉଥିବା ଜିନ୍ କାରଣରୁ ମଣିଷ ଜୀବନ ଛୋଟ ହୋଇପାରେ । ଶୁକ୍ରବାର ଦିନ ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି । ଅନୁସନ୍ଧାନକାରୀମାନେ ମାନବ ଡିଏନଏ ଡାଟା…

ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ସରକାରୀ ନୋଟିସ୍: ପାନ ମସଲା ଆଡ୍ କରିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କର ପାନ ମସଲାକୁ ପ୍ରସାର କରିବା ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ତେବେ ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚର ଅବମାନନା ଆବେଦନ ଉପରେ…

ଯେତେଥର ଚାହିଁବେ, ସେତେଥର ବଦଳାଇପାରିବେ ନାହିଁ ଆଧାର କାର୍ଡରେ ଏହି ଡାଟା: ବହୁତ କଠୋର ରହିଛି ନିୟମ

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଛନ୍ତି ସରକାର । ଯଦି ଆପଣଙ୍କର ଆଧାର କାର୍ଡ ନାହିଁ, ତେବେ ଆପଣ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହୋଇପାରନ୍ତି । ଆଧାର କାର୍ଡରେ ଜନ୍ମ…

ହାରିବା ପସନ୍ଦ ନୁହେଁ, ଜିତିବା ପାଇଁ କିଛି ବି କରିପାରନ୍ତି ଏହି ରାଶିର ମହିଳା

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ଅନେକ ମହତ୍ୱ ଏବଂ ଗୁରୁତ୍ୱ ରହିଛି । କାରଣ ଏହି ଶାସ୍ତ୍ର ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ଅନେକ କିଛି କଥା ବିଶାରଦମାନେ ରହିଥାନ୍ତି । ଏଥିସହିତ ଗ୍ରହ…

ଦ୍ରୁତ ଗତିରେ ଚାଲିବା ଦ୍ୱାରା ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା କମିଯାଏ: ଅଧ୍ୟୟନରୁ ହେଲା ଖୁଲାସା

‘ବ୍ରିଟିଶ୍ ଜର୍ନାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନ୍'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି ଆପଣ ଟାଇପ୍-୨ ମଧୁମେହ'ର ବିପଦକୁ ହ୍ରାସ କରିବାକୁ ଚାହାଁନ୍ତି, ତେବେ ପ୍ରତିଦିନ ଘଣ୍ଟା ପ୍ରତି ଚାରି କିମ୍ବା ଅଧିକ…

ମୃତ୍ୟୁ ପୂର୍ବରୁ ଆଖି ଆଗରେ କାହିଁକି ଦେଖାଯାଏ ଏହି ଦୃଶ୍ୟ ? ଜାଣନ୍ତୁ କ’ଣ କହୁଛି ଗରୁଡ ପୁରାଣ

ହିନ୍ଦୁ ଧର୍ମରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯେଉଁଥିରେ ବାସ୍ତୁ ଶାସ୍ତ୍ର ଜ୍ୟୋତିଷ ଶାସ୍ତ୍ର ଠାରୁ ଆରମ୍ଭ କରି ସ୍ୱପ୍ନ ଶାସ୍ତ୍ର ଅବଂ ଅନେକ ପୁରାଣ ମଧ୍ୟ ରହିଛି । ତେବେ ହିନ୍ଦୁ ଧର୍ମରେ ଆଉ ଏକ ପୁରାଣ ରହିଛି ।…