ସ୍ୱପ୍ନରେ ପିତୃପୁରୁଷଙ୍କୁ ଦେଖିବା ଦ୍ୱାରା ମିଳିଥାଏ ଶୁଭ-ଅଶୁଭ ସଙ୍କେତ: ଜାଣନ୍ତୁ ପିତୃପକ୍ଷରେ କେଉଁ ସ୍ୱପ୍ନ ଦେଖିବା ଭଲ!
ଭାଦ୍ରବ ମାସର ପୂର୍ଣ୍ଣିମା ତିଥିରୁ ପିତୃପକ୍ଷ ଆରମ୍ଭ ହୋଇଥାଏ ଓ ଅଶ୍ୱିନ୍ ଅମାବାସ୍ୟା ପର୍ଯ୍ୟନ୍ତ ୧୬ ଦିନ ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥାଏ । ପିତୃପକ୍ଷ ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବରରେ ଶେଷ…