୨୪ ଘଣ୍ଟାରେ ଆଉ ଏକ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା!

ଭୁବନେଶ୍ୱର : ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି…

କେବୁଲ ଟେଲିଭିଜନ ନେଟ ୱାର୍କ ଆଇନ ୧୯୯୪ରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେବୁଲ ଟେଲିଭିଜନ ନେଟୱାର୍କ ଆଇନ ୧୯୯୪ରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରାଯାଇଛି । ନୂଆ ବ୍ୟବସ୍ଥାରେ ମଲଟି ସିଷ୍ଟମ ଅପରେଟର (ଏମ୍‌ଏସ୍‌ଓ) କାରବାର…

ଆଜି ୫୦୦ ଟଙ୍କା ଶସ୍ତା ହୋଇଗଲା ସୁନା: ଜାଣନ୍ତୁ ଆପଣଙ୍କ ସହରରେ ୧୦ ଗ୍ରାମ ପିଛା କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ସୁନା ଓ ରୂପା ମୂଲ୍ୟ ଆହୁରି କମ୍ ହୋଇଯାଇଛି । ଆଜି ସପ୍ତାହର ଚତୁର୍ଥ ଦିନ ଗୁରୁବାରରେ ସୁନା ଦର ପୁଣି ହ୍ରାସ ପାଇଛି । ଆଜି ସୁନାରେ ରେଟ୍ ୫୦୦ ଟଙ୍କା ଶସ୍ତା ହୋଇଥିବା ବେଳେ ରୂପା ମୂଲ୍ୟରେ ୬୦୦ ହ୍ରାସ…

ବିଜେପିରୁ ଇସ୍ତଫା ଦେଲେ ଏହି ଅଭିନେତା: କହିଲେ- ‘ଜାତୀୟ ବିବାଦର ମୁକାବିଲା କରିବାରେ ସରକାର ଅକ୍ଷମ’

ନୂଆଦିଲ୍ଲୀ: ଜଣାଶୁଣା ମଣିପୁରୀ ଚଳଚ୍ଚିତ୍ର ଅଭିନେତା ରାଜକୁମାର କାଇକୁ ଓରଫ୍ ସୋମେନ୍ଦ୍ର ମଣିପୁରରେ ଦୁଇ ଯୁବ ଛାତ୍ରଙ୍କ ନିର୍ଦ୍ଦୟ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ସେ ଶାସକ…

ଶେଷ ମୁହୂର୍ତ୍ତରେ ଛୁଟି ବାତିଲ କଲା ଆରବିଆଇ: ନୂଆ ନିର୍ଦ୍ଦେଶ ପରେ ‘ଇଦ’ରେ ଏହି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶେଷ ମୁହୂର୍ତ୍ତରେ ଇଦ୍-ଇ-ମିଲାଦ ଛୁଟିରେ ପରିବର୍ତ୍ତନ କରିଛି । ପୂର୍ବରୁ ଏହି ବ୍ୟାଙ୍କ ଛୁଟି ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ଏବଂ ବିଭିନ୍ନ ସହରରେ ୨୮ ଓ ୨୯…

ବିରଳ ଘଟଣା ! ମାତ୍ର ୧୮ ଦିନରେ ମହିଳା ୨ ଥର ଗର୍ଭବତୀ, ଯାହାକୁ ଦେଖି ଉଡ଼ିଲା ଡାକ୍ତରଙ୍କ ହୋସ୍

ପ୍ରକୃତିର ଚମତ୍କାର ଆମକୁ ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦିଏ । ଅନେକ ଥର ଏପରି ଘଟଣା ଘଟେ ଯାହା ଆମର ଏବଂ ଡାକ୍ତରଙ୍କ ମଧ୍ୟ କଳ୍ପନା ବାହାରେ ହୋଇଥାଏ । ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି । ସେ…

ଏସିଆନ୍ ଗେମ୍ସ ସୁଟିଂରେ ଭାରତ ପୁଣି ଜିତିଲା ସ୍ୱର୍ଣ୍ଣ: ଅଜୁର୍ନ, ସରବଜୋତ ଓ ଶିବଙ୍କୁ ମିଳିଲା ପଦକ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ଅନ୍ୟପଟେ ସୁଟିଂରେ ପୁଣି ଭାରତକୁ ମିଳିଛି ସ୍ୱର୍ଣ୍ଣ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି ।…

ରୋସିବିନା ଦେବୀ ଜିତିଲେ ଦିନର ପ୍ରଥମ ପଦକ, ‘ଉସୁ’ରେ ଭାରତକୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ : ଏସିଆନ୍ ଗେମ୍ସ ୨୦୨୩ ର ୫ଦିନ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି । ମଣିପୁରର ରୋସିବିନା ଦେବୀ ନାଓରେମ ଉସୁୁରେ ରୌପ୍ୟ ପଦକ ଜିତିଛନ୍ତି । ୬୦ କେଜି ଉସୁରେ ଭାରତକୁ ମିଳିଛି ଏହି ରୌପ୍ୟ ପଦକ ।…

ଅଣ୍ଡାର ବି ରହିଛି ସାଇଡ୍ ଇଫେକ୍ଟ, ଏହି ଅଂଶ ବିଷ ସହିତ ସମାନ: ରିସର୍ଚ୍ଚରେ ବଡ଼ ଦାବି

ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ୍, କ୍ୟାଲସିୟମ୍, ଫୋଲିକ୍ ଏସିଡ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ । ଡାକ୍ତରଙ୍କ ଅନୁଯାୟୀ ଅଣ୍ଡା ଶରୀରରେ ଅତ୍ୟାବଶ୍ୟକ ଫ୍ୟାଟର…

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୬୩କୁ ବୃଦ୍ଧି

ସୁନ୍ଦରଗଡ଼ : ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩ ଜଣ ସ୍କ୍ରବ ଟାଇଫସ ରୋଗୀ…